କଣ ଥିଲେ ଆଜି କଣ ହେଇଗଲେ Bollywood ହିରୋଇନ Deepika Padukone, ଏମିତି ହେଲେ ସବୁଠୁ ମହଙ୍ଗା ହିରୋଇନ

ବଲୀଉଡ ଇଣ୍ଡଷ୍ଟ୍ରିର ମାସ୍ତାନି ଦୀପିକା ପାଦୁକୋଣ ଆଜି ବଲୀଉଡର ଟପ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛନ୍ତି । ଯିଏ ନିଜର ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ଚାର୍ଜ କରିଥାନ୍ତି । ଦୀପିକାଙ୍କ ମଧ୍ୟରେ ସେହି ସମସ୍ତ ଗୁଣ ଅଛି ଯାହାକୁ ଦର୍ଶକମାନେ ଗୋଟିଏ ଅଭିନେତ୍ରୀ ମଧ୍ୟରେ ଦେଖିବାକୁ ଇଚ୍ଛା କରିଥାନ୍ତି । ଆଜି ଦୀପିକା ରଣବୀର ସିଂହଙ୍କ ପତ୍ନୀ ହୋଇସାରିଛନ୍ତି । କିନ୍ତୁ ରଣବୀରଙ୍କ ପୂର୍ବରୁ ଦୀପିକାଙ୍କ ଜୀବନରେ ବହୁତ ଲୋକ ଆସୀସାରିଛନ୍ତି ।

ଏମିତିରେ ଆଜି ଆମେ ଆପଣଙ୍କୁ ଦୀପିକା ଲଭ ଲାଇଫ ଓ ତାଙ୍କର ମଡେଲିଙ୍ଗ ଲାଇଫ ବିଷୟରେ କହିବାକୁ ଯାଉଛୁ । ଆପଣଙ୍କୁ କହିଦେଉଛୁ କି ଦୀପିକା ଇଣ୍ଡଷ୍ଟ୍ରିରେ ବହୁତ ଷ୍ଟ୍ରଗଳ କରିଛନ୍ତି । ଦୀପିକାଙ୍କୁ ପ୍ରାୟତଃ ତାଙ୍କୁ ତାଙ୍କର ରଙ୍ଗ କାରଣରୁ ବଲୀଉଡର କେତେକ ଫିଲ୍ମରୁ ବାହାର କରି ଦିଆଯାଇଥିଲା ।

କିନ୍ତୁ ଆଜି ସେ ଇଣ୍ଡଷ୍ଟ୍ରିର ସବୁଠୁ ସୁନ୍ଦର ଅଭିନେତ୍ରୀମାନଙ୍କ ଲିସ୍ଟରେ ସାମିଲ ଅଛନ୍ତି । ଆରମ୍ଭ ଦିନରେ ସେ ମଡେଲିଙ୍ଗ କରୁଥିଲେ ଓ ମଡେଲିଙ୍ଗରେ ପପୁଲାରୀଟି ମିଳିବା ପରେ ଦୀପିକା ପାଦୁକୋଣ ଅଭିନୟ କ୍ଷେତ୍ରରେ ଗୋଡ ରଖିଲେ । ଏହା ପରେ ସେ ଫିଲ୍ମ ଓମ ଶାନ୍ତି ଓମରୁ ବଲୀଉଡକୁ ଡେବ୍ୟୁ କରିଲେ ଓ ପ୍ରଥମ ଫିଲ୍ମରେ ହିଁ ଦୀପିକା ପାଦୁକୋଣଙ୍କୁ କିଙ୍ଗ ଖାନଙ୍କ ଅପୋଜିଟରେ କାମ କରିବାକୁ ସୁଯୋଗ ମିଳିଗଲା ।

ଏମିତିରେ ଏହି ଫିଲ୍ମ ଦୀପିକା ପାଦୁକୋଣଙ୍କୁ ରାତାରାତି ଷ୍ଟାର ମଧ୍ୟ କରିଦେଲା । ଏହା ଛଡା ଦୀପିକା ଇଣ୍ଡଷ୍ଟ୍ରିରେ ନିଜର ନାଁ କରିବା ପାଇଁ ବହୁତ ଅଭିନେତା ଓ ବିଜନେସମ୍ୟାନଙ୍କୁ ଡେଟ ବି କରିସାରିଛନ୍ତି । ଦୀପିକା ପାଦୁକୋଣଙ୍କ ଯେତେବେଳ ମଡେଲିଙ୍ଗ କରୁଥିଲେ ସେହି ସମୟରେ ସେ ନିହାର ପାଣ୍ଡ୍ୟାଙ୍କ ଗର୍ଲଫ୍ରେନ୍ଡ ଥିଲେ । ଏମାନଙ୍କର ଅଫେୟାର କିଛି ସମୟ ପର୍ଯ୍ୟନ୍ତ ଚାଲିଲା କିନ୍ତୁ ଜଲ୍ଦି ହିଁ ଦୁଇ ଜଣଙ୍କ ବ୍ରେକଅପ ହୋଇଗଲା ।

ଏହା ପରେ ଦୀପିକା ପାଦୁକୋଣଙ୍କ ନାଁ ଭାରତୀୟ କ୍ରିକେଟର ଓ ପୂର୍ବ କ୍ୟାପଟେନ ଏମ ଏସ ଧୋନୀଙ୍କ ସହ ବି ଯୋଡି ଦିଆଗଲା । କିନ୍ତୁ ଦୁଇ ଜଣଙ୍କ ରିଲେସନଶିପର ସଠିକ ପ୍ରମାଣ କେବେ ବି ମିଡିଆ ସାମ୍ନାକୁ ଆସି ନାହିଁ । କିନ୍ତୁ କେତେକ ଫଙ୍କସନ ଓ ଇଭେଣ୍ଟରେ ଦୁଇ ଜଣଙ୍କୁ ଏକତ୍ରିତ ଦେଖାଯାଇଥିଲା । କିନ୍ତୁ ଏହି ସମ୍ପର୍କ ବି ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ । ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟା ବି ଦୀପିକା ପାଦୁକୋଣଙ୍କ ସହ ରିଲେଶନସିପରେ ରହିସାରିଛନ୍ତି ।

କିନ୍ତୁ ଧୀରେ ଧୀରେ ଦୀପିକା ନିଜର କ୍ୟାରିୟରରେ ଆଗକୁ ବଢି ଚାଲିଲେ ଓ ସିଦ୍ଧାର୍ଥଙ୍କ ସହ ବି ତାଙ୍କର ସମ୍ପର୍କ ଭାଙ୍ଗିଗଲା । କିନ୍ତୁ ଦୀପିକାଙ୍କ ଜୀବନରେ ରଣବୀର ସିଂହଙ୍କ ପୂର୍ବରୁ ରଣବୀର କପୁର ବହୁତ ମହତ୍ଵ ରଖୁଥିଲେ । ଦୀପିକା ରଣବୀର କପୁରଙ୍କୁ ସବୁଠୁ ଅଧିକ ଭଲ ପାଉଥିଲେ । ଏହାର ପ୍ରମାଣ ଦୀପିକା ପାଦୁକୋଣଙ୍କ ସେହି ଟାଟୁ ଅଟେ ଯେତେବେଳ ସେ ରଣବୀର କପୁରଙ୍କ ସହ ରିଲେଶନଶିପରେ ଆଶିବା ପରେ କରିଥିଲେ । କିନ୍ତୁ ରଣବୀର କପୁର ଓ ଦୀପିକାଙ୍କ ମଝିରେ ବି ଫାଟ ଚାଲି ଆସିଲା ଓ ଏହି ସମ୍ପର୍କ ଭାଙ୍ଗିଗଲା ।

କିନ୍ତୁ ଆଜି ଦୀପିକା ରଣବୀର କପୁରଙ୍କ ଭଲ ବନ୍ଧୁ ଅଟନ୍ତି । କହିଦେଉଛୁ କି ଆଜି ଦୀପିକା ପାଦୁକୋଣ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛନ୍ତି । ଏହା ସହିତ ଆଜି ଦୀପିକା ଇଣ୍ଡଷ୍ଟ୍ରିରେ ପୂର୍ବ ଅପେକ୍ଷା ବହୁତ ସୁନ୍ଦର ବି ହୋଇଯାଇଛନ୍ତି । ଏହା ଛଡା ଦୀପିକା ବଲୀଉଡ ନୁହେଁ ହଲିଉଡର ବି ଜଣା ସୁନା ନାଁ ହୋଇଯାଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।