ଜାଣନ୍ତୁ ଆପଣଙ୍କ ବିଷୟରେ କଣ କହିଥାଏ ଆପଣଙ୍କ ବ୍ଲଡ ଗୃପ – Personality Test

ଆପଣ ମାନଙ୍କ ମଧ୍ୟରୁ କିଛି ଲୋକ ହାତ ଦେଖାଇବା ପାଇଁ ବାହାରେ କିଛି ପଣ୍ଡିତଙ୍କୁ ଦେଖାଇ ଥାନ୍ତି ଓ ବିଶ୍ଵାସ ମଧ୍ୟ କରିଥାନ୍ତି । ହୁଏତ ଏହାକୁ ଆମେ ମାନି ପାରୁ ବା ନମାନି ପାରୁ କିନ୍ତୁ ଏହାକୁ ଶୁଣିବାକୁ ବହୁତ ମଜା ଲାଗିଥାଏ ଓ ଆମେ ଖବର କାଗଜ ପଢିଲା ସମୟରେ ମଧ୍ୟ ଏହାକୁ ଟିକେ ଦେଖିଥାଉ । ଖାସ କରି ସେହି ସମୟରେ ଯଦି ଆମ ବିଷୟରେ କିଛି ଲେଖା ଯାଇଥାଏ । ଆପଣ ମାନେ ମଧ୍ୟ କାହାକୁ କେବେ ହେଲେ ହାତ ଦେଖାଇ ଥିବେ ।

କାରଣ ଏହା ଦ୍ଵାରା ଆପଣଙ୍କ ଜୀବନରେ ଆଗକୁ କଣ ଘଟିବାକୁ ଯାଉଛି ଜାଣି ପାରିବେ ।   ଏହା ଛଡା ଆଉ ଏକ ଜିନିଷ ଅଛି ଯାହା ଦ୍ଵାରା ମନୁଷ୍ୟର ଭାଗ୍ୟ ଦେଖି ହେବ । ତାହା ହେଉଛି ମନୁଷ୍ୟର ଥିବା ବ୍ଲଡ ଗ୍ରୁପ । ଯଦି ଆପଣ ଜାପନ ବା ସାଉଥ କୋରିଆ ଯାଉଛନ୍ତି ତେବେ ଆପଣ ଏହାକୁ ଭୁଲି ଯାଆନ୍ତୁ ।

କାରଣ ଏହା ସେଠାରେ କେବେ ହେଲେ କୁହାଯାଏ ନାହିଁ କି ହାତ ଦେଖି ଆପଣଙ୍କର ଭବିଷ୍ୟତ ଜାଣି ହେବ । ଏହି ଦୁଇଟି ଦେଶରେ ବହୁତ ପ୍ରକାରର ଜିନିଷ ଅଛି ଯାହାକି ସମ୍ପର୍କ ନିଜ ବ୍ଲଡ ଗ୍ରୁପ ସହିତ ଜଡିତ ଅଟେ ଓ ଏହି କାରଣରୁ ଏକ ସର୍ଭେ କରାଗଲା ଏଥିରେ ଜାଣିବାକୁ ମିଳିଥିଲା କି ୯୯ ଶତକଡା ଲୋକେ ତାଙ୍କ ବ୍ଲଡ ଗ୍ରୁପ ଦ୍ଵାରା ନିଜ ଭାଗ୍ୟ ବିଷୟରେ ସବୁ କିଛି ଜାଣିପାରନ୍ତି । ମନୁଷ୍ୟ ଦେହରେ ଥିବା ରକ୍ତରେ ଦୁଇଟି ଅଣ୍ଟିଯେନ୍ସ ପାଇଥାଉ ଗୋଟିଏ ହେଉଛି  a ଓ ଅନ୍ୟଟି ହେଉଛି b ।

ବ୍ଲଡ ଗ୍ରୁପ A

ଏହି ବ୍ଲଡ ଗ୍ରୁପ ଥିବା ଲୋକ ମାନେ ବହୁତ ଚାଲାକ ଓ ଭାବ ବହୁଳ ଲୋକ ଅଟନ୍ତି । ଏହି ଲୋକ ମାନେ ବହୁତ ଭାବିଛିନ୍ତି କାମ କରିଥାନ୍ତି ଓ ସାବଧାନ ହୋଇ କରିଥାନ୍ତି । ସେମାନେ ତାଙ୍କ କାର୍ଯ୍ୟକୁ ବହୁତ ଭଲ ଭାବରେ ଓ ଠିକ ସମୟରେ କରିଥାନ୍ତି । ଏହି ଭଳି ଲୋକ ମାନେ ସବୁ ଜିନିଷକୁ ସିରିଏସ ହୋଇ କାମ କରିଥାନ୍ତି ସେମାନେ ସେଥିପାଇଁ ବହୁତ ଶୀଘ୍ର କାମ ଶାରିଥାନ୍ତି ଓ ସେମାନେ ବେଶୀ ଚିନ୍ତା କରନ୍ତି ନାହିଁ । ଏହି ବ୍ଲଡ ଗ୍ରୁପର ଲୋକଙ୍କୁ ଝଗଡା କରିବା ଜମା ପସନ୍ଦ ନୁହେଁ ଓ ସୁଖ ଶାନ୍ତିରେ ରହିବା ପାଇଁ ଚାହାନ୍ତି । ଯଦି କାହାର ଏହି ବ୍ଲଡ ଗ୍ରୁପ ଥିବ ତେବେ ଆପଣ ମାନେ ତାଙ୍କୁ ଆଖି ବନ୍ଦ କରି ତାଙ୍କୁ ବିଶ୍ଵାସ କରି ପାରିବେ ।

ବ୍ଲଡ ଗ୍ରୁପ B

ଏହି ଭଳି ବ୍ଲଡ ଗ୍ରୁପ ଥିବା ବ୍ୟକ୍ତି ମାନେ କୌଣସି କଥା ଚିନ୍ତା ନକରି ସେମାନେ ବହୁତ ଶୀଘ୍ର କାମ ଆରମ୍ଭ କରିଥାନ୍ତି । ସେମାନେ କେବେ ହେଲେ କାହାକୁ ଠିକ ଭାବରେ ବୁଝନ୍ତି ନାହିଁ ଏହି ବ୍ଲଡ ଗ୍ରୁପ ଥିବା ଲୋକମାନେ କେବେ ହେଲେ କାହାକୁ ସାହାର୍ଯ୍ୟ କରି ନଥାନ୍ତି । ସେମାନେ ସବୁ ବେଳେ ତାଙ୍କର ନିଜ କଥା ହିଁ ଚିନ୍ତା କରିଥାନ୍ତି । ସେମାନେ ସବୁ ଜିନିଷରେ ବହୁତ ଚିନ୍ତା ଗ୍ରସ୍ତ ହୋଇ ରହିଥାନ୍ତି ।

ବ୍ଲଡ ଗ୍ରୁପ AB

ଯେହେତୁ ଏହି ବ୍ଲଡ ଗ୍ରୁପ ମିଶ୍ରିତ ଭାବରେ ଅଛି ତେଣୁ ଏହି ଲୋକଙ୍କର ସ୍ଵଭାବ ବା କାର୍ଯ୍ୟ କିଛି ସମୟରେ ଭଲ କରିଥାନ୍ତି ଓ ଆଉ କିଛି ସମୟରେ ଖରାପ । ସେଥିପାଇଁ କିଛି ଲୋକ ସେମାନଙ୍କୁ ବାଇପୋଲାରିଟି ସମସ୍ୟା ଅଛି ବୋଲି ଭାବିଥାନ୍ତି । ଯେଉଁ ସମୟ ପର୍ଯ୍ୟନ୍ତ ଆପଣ ମାନେ ତାଙ୍କୁ ଭଲ ଭାବରେ ଜାଣି ନାହାନ୍ତି ସେପର୍ଯ୍ୟନ୍ତ ଆପଣ ତାଙ୍କ ବିଷୟରେ କିଛି କହି ପାରିବେ ନାହିଁ ।

ବ୍ଲଡ ଗ୍ରୁପ O

ଏହି ବ୍ଲଡ ଗ୍ରୁପ ଥିବା ଲୋକ ମାନେ ସମସ୍ଥଙ୍କ ଠାରୁ ଟିକେ ଅଲଗା ଅଟନ୍ତି । ଏହି ଲୋକ ମାନେ ବହୁତ ରାଗି ହୋଇଥାନ୍ତି । ସବୁଠୁ ଭଲ କଥା ହେଉଛି ସେମାନଙ୍କର ବୃଦ୍ଧି ବହୁତ ଥାଏ । ସେମାନେ ବହୁତ ଶାନ୍ତ, ଦାଇତ୍ୟବାନ ବ୍ୟକ୍ତି ଅଟନ୍ତି । ତାଙ୍କର ଥିବା ଭଲ ବୃଦ୍ଧି ଓ କାମ କରିବା ତାରିକା ବହୁତ ଭଲ ଥିବା ହେତୁ ସେମାନଙ୍କୁ ମ୍ୟାନେଜମେଣ୍ଟରେ ପଦବୀରେ ଦେଖାଯାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।