ରିଙ୍କୁ ସିଂ ମାରିଲେ ଛକା, କ୍ରିକେଟ ପ୍ରେମୀ ଙ୍କ ମଉଳି ଯାଇଥିବା ଆଶା ପୁଣି ଥରେ ଜାଗି ଉଠିଲା, ଆଉ ସତେ ଯେମିତି ସବୁ ଦରଜ ଚାଲିଗଲା ।

ଗତ କାଲି ଋଙ୍କୁ ସିଂ ବ୍ୟାଟିଂ ଦେଖିବା ପରେ ସବୁ ଭାରତୀୟ ଙ୍କ ଦୁଃଖ ଲାଘବ ହୋଇଛି । କାଲି ସୂର୍ଯ୍ୟ କୁମାର ଯାଦବ ଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବା ପରେ ସବୁ ଭାରତୀୟ ଙ୍କ ଯନ୍ତ୍ରଣା ଦୂର ହୋଇଛି । କାଲି ଅଷ୍ଟ୍ରେଲିୟା କୁ ଭାରତ ହରାଇବା ପରେ 140 କୋଟି ଭାରତୀୟ କୁଆଡେ ଶାନ୍ତି ପାଇଛି । ହଁ  ଦର୍ଶକ ବନ୍ଧୁ ଦିନିକିଆ ବିଶ୍ଵକପ ଫାଇନାଲ ପରାଜୟ ର ମାତ୍ର 3 ଦିନ ପରେ 20-20 ଫର୍ମାଟ ରେ ଭାରତ ବିଜୟ ରୁ ତାର ଅଭିଯାନ ଆରମ୍ଭ କରିଛି ।

ସତେ ଯେମିତି ଲାଗିଥିଲା କାଲି ସୂର୍ଯ୍ୟ କୁମାର ଯାଦବ ବିଶ୍ଵକପ ଜିତି ଯାଇଛନ୍ତି । ଏମିତି ଲାଗିଥିବା ଋଙ୍କୁ ବିଶ୍ଵକପ ର ବଦଲା ନେଉଛନ୍ତି । ଗତ କାଲି ଅଷ୍ଟ୍ରେଲିଆ ଟିମ ମଧ୍ୟ କିଛି କମ ଖେଳି ନ ଥିଲା । ଅଷ୍ଟ୍ରେଲିୟା 209 ରନ ର ଟାର୍ଗେଟ ଦେଇଥିଲା ଭାରତ କୁ । ଆଉ ସୂର୍ଯ୍ୟ କୁମାର ଙ୍କ ଦଳ ଗୋଟେ ବଲ ପୂର୍ବରୁ ଏହାକୁ ହାସଲ କରି ନେଇ ଏକ ନୂଆ ଶୁଭାରମ୍ଭ କରିଛି । 2 ୱିକେଟରେ ରୋମାଞ୍ଚକ ବିଜୟ ସହ 5ଟି ମ୍ୟାଚ ଶୃଙ୍ଖଳା ରେ 1-0 ରେ ଆଗୁଆ ରହିଛି ଭାରତୀୟ ଦଳ ।

ନୂଆ ପିଢୀ କୁ ନେଇ ସୂର୍ଯ୍ୟ କୁମାର ଯାଦବ ନୂଆ ଆରମ୍ଭ କରି ସାରିଛନ୍ତି । କିଛି କ୍ରିକେଟ ପ୍ରେମୀ କାଲିର ମ୍ଯାଚ ପରେ ଆଶ୍ଵସ୍ତି ଲାଭ କରିଛନ୍ତି । ବିଶ୍ଵକପ ହାରିବାର ଦୁଃଖ ଭୁଲିଛନ୍ତି । ବିଶ୍ଵକପ ହାରିବାର ଯନ୍ତ୍ରଣା ଟିକେ ଲାଘବ ହୋଇଛି । 209 ରନ ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତ ପ୍ରଥମ ଓଭୋର ରେ ଋତୁରାଜ ଙ୍କୁ ହରାଇ ଝଟକା ପାଇଥିଲା ।

ଆଉ ଦ୍ଵିତୀୟ ଓଭୋର ରେ ଜୟଶ୍ବାଳ ମଧ୍ୟ ଆଉଟ ହୋଇଥିଲେ । 8 ଟି ବଲ ରୁ 2 ଟି ଚଉକା ଓ ଛକା ମାରି 21 ରନ କରିଥିଲେ । ଆଉ ଏହା ପରେ ଆସିଥିଲେ ଇଶାନ କିଶାନ ଓ ସୂର୍ଯ୍ୟ କୁମାର ଖେଳ ଆରମ୍ଭ କରିଲେ ଓ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଲେ । ଯାହାକୁ ଦେଖିବା ପରେ ସତେ ଯେମିତି ଲାଗୁଥିଲା ରବିବାର ଦିନ ଲାଗିଥିବା ଗୋଟେ ଗୋଟେ ଝଟକା ର ପ୍ରତିଶୋଧ ନେଇଛି ଭାରତ ।

ଗୋଟେ ପରେ ଗୋଟେ ଦରଜ କମି ଯାଇଛି । ସେସ ଓଭୋର ରେ ଯେବେ 3 ଟି ୱିକେଟ ଯାଇ ସାରିଥିଲା ଋଙ୍କୁ ସିଂ ଙ୍କ ଛକା ଭାରତୀୟ ଦଳକୁ ଯେବେ ବିଜୟ ର ଲକ୍ଷ୍ୟ ଦେଖାଇଲା । ଠିକ ସେତିକି ବେଳେ କ୍ରିକେଟ ପ୍ରେମୀ ମାନେ ଖୁସି ରେ ନାଚି ଉଠିଥିଲା । ବନ୍ଧୁଗଣ ଆଗକୁ ଏଭଳି ଏକ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।