ଆଜିର ରାଶିଫଳ, 25 ନଭେମ୍ବର 2023, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ କିଛି ବଡ ଖୁସି ଖବର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 25 ନଭେମ୍ବର 2023 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : କାର୍ଯ୍ୟ କ୍ଷେତ୍ରରେ ପ୍ରଭାବ ବଢିବ । ଆପଣଙ୍କର ପାରିବାରିକ ଜୀବନରେ ଏକ ଶାନ୍ତି ପୂର୍ଣ୍ଣ ଦିନ କଳ୍ପନା କରାଯାଇ ପାରେ । ଲଗାତାର ବସିକି କାମ କରିବାରୁ ବଞ୍ଚିତ ରୁହନ୍ତୁ । କାର୍ଯ୍ୟ ବ୍ୟବସାୟ ଆଦିରେ ରୁହି ହେବ । ବରିଷ୍ଠ ଜନ ଙ୍କ ମାର୍ଗ ଦର୍ଶନ ପ୍ରାପ୍ତ ହେବ । ଜୀବନ ସାଥିଙ୍କ ସହ ବେହତର ସମୟ ବିତାଇବେ । ଆପଣଙ୍କ ଠାରେ ଉଶ୍ଚାହ ବନି ରହିବ ।

ବୃଷ ରାଶି : ଆଜି ଆପଣ ପିଲା ଙ୍କ ଉପସ୍ଥିତି ଅନୁଭବ କରିବେ । ଅଧିକାରୀ ଙ୍କ ସହ ବିଚାର ବିମର୍ସ କରନ୍ତୁ । ଆଜି ଆପଣଙ୍କ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ । ଦିନରେ ଦ୍ଵିତୀୟ ଭାଗରେ ଧନ ପ୍ରାପ୍ତ ହେବାର ସମ୍ଭାବନା ଅଛି । ଜୀବନ ସାଥି ଙ୍କ ସାହା ଜି ଦିନ ଟି ବହୁତ ଖୁସି ରେ କଟିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କିସ୍ମତ ଆପଣଙ୍କ ସହ ରହିବ । ଆତ୍ମବିଶ୍ଵାସ ସହ କାମ କରନ୍ତୁ । ଆପଣଙ୍କୁ ରିସର୍ଚ ପ୍ରୋଜେକ୍ଟ ଉପରେ କାମ କରିବାକୁ ପଡିବ ।

ମିଥୁନ ରାଶି : ଆପଣଙ୍କ ଧନର ଖଜାନା ଭରିଯିବ । ବନ୍ଧୁ ଙ୍କ ଠାରୁ ଭରପୁର ସହଯୋଗ ମିଳିବ । ଭାଇ ଭଉଣୀ ଆପଣଙ୍କୁ ପ୍ରତେକ କାମରେ ସହଯୋଗ କରିବେ । ଲଭ ମେଟ ଙ୍କ ପାଇଁ ଦିନ ଭଲ ରହିବ । ମେହନତ ର ଅନୁପାତ ଦୁଇ ଗୁଣା ଲାଭ ମିଳିବ । ସାମାଜିକ ଜୀବନ ଅପେକ୍ଷା ଆଧ୍ୟାତ୍ମିକ ଜୀବନ ଆଡକୁ ଅଗ୍ରସର ହେବେ । ଯେଉଁ ଲୋକ ନୂଆ ବିଜେନ୍ସ ଆରମ୍ଭ କରିବାକୁ ଚାହୁଁ ଛନ୍ତି ଦିନ ଉତ୍ତମ ରହିବ ।

କର୍କଟ ରାଶି : ବନ୍ଧୁ ଓ ସମ୍ପର୍କୀୟ ଙ୍କ ସହ ପରସ୍ପରର ସହଯୋଗ ମିଳିବ । ଅଫିସ କାମରେ ଆପଣଙ୍କୁ ସଫଳତା ମିଳିବ । ଅଧିକାରୀ ଲୋକ ଆପଣଙ୍କ କାମରେ ପ୍ରଭାବିତ ହେବେ । ଛୋଟ ଛୋଟ ଲକ୍ଷ୍ୟ ରଖିକି କାର୍ଯ୍ୟ ପୁରା କରିବାକୁ ବିଚାର କରନ୍ତୁ । ମଜବୁତ ମାନସିକତା ରେ ଆପଣଙ୍କୁ କାର୍ଯ୍ୟ ରେ ସଫଳତା ମିଳିବ । ଛାତ୍ର ଙ୍କୁ ପରୀକ୍ଷା ପ୍ରତିଯୋଗୀତା ରେ ସଫଳତା ମିଳିବ ।

ସିଂହ ରାଶି : ଆର୍ଥିକ ପକ୍ଷ ଉତ୍ତମ ରହିବ । ଉଶ୍ଚାହ ବଜାୟ ରହିବ । କାମରେ ମନ ଲାଗିବ । ପାର୍ଟନରସିପ ରେ ଜଡିତ ମାମଲା ରେ ଆଲୋଚନା କରନ୍ତୁ । ବନ୍ଧୁ ଙ୍କ ସହ ଆପଣଙ୍କର ସମ୍ପର୍କ ବେହତର ହେବ । ଅଜଯ ଘର ଲୋକଙ୍କ ଜରୁରତ ଆପଣ ସହଜରେ ବୁଝି ପାରିବେ । ବଡ କାମ କରିବାକୁ ମନ ବଳାଇବେ । ପାରିବାରିକ କ୍ଷେତ୍ରରେ ଘରେ ଶାନ୍ତି ବଜାୟ ରହିବ । ଆପଣଙ୍କ ପିଲା ବହୁତ ଅନୁଶାସିତ ହେବେ ।

କନ୍ୟା ରାଶି : ଆଜି କିଛି ବିବାଦ କରନ୍ତୁ ନାହି । ବ୍ୟକ୍ତିଗତ କଥାକୁ ସିମିତି ରଖନ୍ତୁ । ଲୋକଙ୍କ ଅପେକ୍ଷା କୁ ଧ୍ୟାନରେ ରଖିକି ନିଜର ଭାବନା କୁ ଧ୍ୟାନରେ ରଖନ୍ତୁ । ଷ୍ଟକ ମାର୍କେଟ କ୍ଷେତ୍ରରେ ଜଡିତ ଲୋକ ଙ୍କୁ କୌଣସି ପ୍ରକାରର ରିସ୍କ ନେବାର ନାହି । ଆଜି ପରିବାରରେ ନୂଆ ଖବର କୁ ନେଇ ଚହଳ ସୃଷ୍ଟି ହେବ । ବାହାର ଖାଦ୍ୟପେୟ ଖାଆନ୍ତୁ ନାହି । କୌଣସି ଗୋଟେ କଥାରେ ଅଟକି ରହିଲେ ଅନ୍ୟ କାମରେ ପ୍ରଗତି ଅଟକିପାରେ ।

ତୁଳା ରାଶି : ସରକାରୀ କାର୍ଜ୍ୟାଳୟ ରେ ବରିଷ୍ଠ ଅଧିକାରୀ ଙ୍କ ସହ ସମ୍ପର୍କ ମଧୁର ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଚାକିରି ବା ବ୍ୟବସାୟରେ ଆଜି ସଫଳତା ମିଳିବ । ଅହଂକାର କରନ୍ତୁ ନାହି । ଅହଂକାର ଓ ଜିଦି ସ୍ଵଭାବ କାରଣରୁ ଲୋକ ଆପଣଙ୍କ ଠାରୁ ଦୂରେଇ ଯାଇ ପାରନ୍ତି । ଘର ପରିବାରରେ କାହା ସହ କଳହ କରନ୍ତୁ ନାହି । ଆପଣ ନୂଆ କୌଶଳ ଓ ପ୍ରଭାବଶାଳି ଲୋକ ଙ୍କ ସହ ସମ୍ପର୍କ ରେ ଆସିବେ ।

ବିଛା ରାଶି : ନିଜର ବିକାଶ ଉପରେ ଧ୍ୟାନ ଦିଅନ୍ତୁ । ଆଜି ଆପଣଙ୍କ ଆଗରେ ଆସୁଥିବା ସବୁ ସମସ୍ୟାର ସମଧାନ ହେବ । ଆଳସ୍ୟ କରନ୍ତୁ ନାହି । ଆଜି ଆପଣଙ୍କର ପ୍ରତିଭା ରେ ଆପଣଙ୍କ ଭାଗ୍ୟ ଜାଗୃତ ହେବ । ଆପଣଙ୍କ ସବୁ କାମରେ ସଫଳତା ମିଳିବ । ବାଣୀ ରେ ମଧୂରତା ହେବ । ଆଜି ଆଜି ଦିନରେ ମନରେ ଉଶ୍ଚାହ ଅଧିକ ରହିବ । ଆପଣ ନିଜର ପରିବାରକୁ ସମୟ ଦିଅନ୍ତୁ ଆପଣଙ୍କ କାମ ପ୍ରଭାବିତ ହେବ ନାହି । ବ୍ୟାପାରିକ ନବୀନ ଯୋଜନାରୁ ଲାଭ ହେବ ।

ଧନୁ ରାଶି : ନିଜର ବସ୍ତୁ କୁ ସମ୍ଭାଳି ରଖନ୍ତୁ ନଚେତ କ୍ଷତି ହୋଇପାରେ । ବଡ ଭାଇ ଙ୍କ ସହ ସାମଞ୍ଜସ୍ଯ ଠିକ ରହିବ । ପାରିବାରିକ ସ୍ଥିତି ବେହତର ରହିବ । ଯାହା ବି କହିବେ ଭାବି କି କୁହନ୍ତୁ କାରଣ ଆପଣଙ୍କ କଥା କାହାକୁ ଖରାପ ଲାଗିପରେ । ଆଜି ନିଜର କଥାବାରତା ରେ ମୌଳିକତା ରଖନ୍ତୁ । ବ୍ୟବସାୟରେ ଉନ୍ନତି ହେବ । ପରିବାର ସଦସ୍ୟଙ୍କ ସହ ଭଲ ସମୟ ବ୍ଯତୀତ କରିବେ । ଖର୍ଚ୍ଚ ରେ ବୃଦ୍ଧି ହେବ । ଏହା ସହ ଆମଦାନୀ ରେ ବୃଦ୍ଧି ହେବ ।

ମକର ରାଶି : ଧର୍ଯ୍ୟ ଓ ଚେଷ୍ଟା ମଧ୍ୟରେ ସନ୍ତୁଳନ ରଖନ୍ତୁ ତେବେ ଯାଇ ଅଧିକ ସମସ୍ଯା ର ସମାଧାନ ହେବ । ସ୍ୱାସ୍ଥ୍ୟ ମାମଲା ରେ ଦିନ ବହୁତ ଭଲ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହଯୋଗ ପାଇବେ । ଆଜି ଚେଷ୍ଟା କରିଲେ ନିଶ୍ଚୟ ସଫଳ ହେବେ । ରଚନାତ୍ମକ କାର୍ଯ୍ୟ ରେ ରୁଚି ରହିବ । ପରିବାର ରେ ଖୁଶିର ମାହୋଲ ରହିବାରୁ ମନ ପ୍ରସନ୍ନ ରହିବ ।

କୁମ୍ଭ ରାଶି : ଯଦି ଆପଣ ନୂଆ ବ୍ୟାପାର ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ବର୍ତ୍ତମାନ ଭାଗ୍ୟ ର ସହଯୋଗ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ କୁ ନେଇ ଥକାପଣ ଅନୁଭବ କରିବେ । ସନ୍ତାନ ପକ୍ଷରୁ ଶୁଭ ସମାଚାର ଶୁଣିବାକୁ ପାଇବେ । ମାତା ପିତା ଙ୍କ ସହଯୋଗ ପାଇବେ । ଅନ୍ୟ ର ଭରସାରେ କାମ କରିଲେ ଆପଣଙ୍କର କ୍ଷତି ହେବ । କ୍ରୋଧ ଉପରେ ସଂଯମ ରଖନ୍ତୁ । ବୁଝି ବିଚାରୀ କାରୋବାର କରୁଥିବା ଲୋକ ଙ୍କ ପାଇଁ ଆଜି ଦିନ ଟି ବହୁତ ଭାଗ୍ୟଶାଳୀ ରହିବ ।

ମୀନ ରାଶି : ଆପଣଙ୍କର କାମ କାର୍ଯ୍ୟ ରେ ବୃଦ୍ଧି ହେବ । ଏହା ସହ ଆପଣଙ୍କର ଅଟକି ରହିଥିବା ତାଙ୍କ ଫେରି ପାଇବେ । ମହିଳା ମାନଙ୍କର ସ୍ୱାସ୍ଥ୍ୟ ରେ ପରିବର୍ତ୍ତନ ହୋଇପାରେ । ଆପଣ ନିଜ କାମ ସହଜରେ ପୁରା କରିବେ । ପଇସା ଅଭାବ କାରଣରୁ ଅଟକି ରହିଥିବା କାମ ଆଜି ଆରମ୍ଭ ହେବ । ବ୍ୟାପାର କମରେ ଅଧିକ ମେହନତ କରିବାକୁ ହେବ । ଘର ପରିବାରରେ ମାଙ୍ଗଳିକ କାର୍ଯ୍ୟ ସମ୍ଭବ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।