ମହଙ୍ଗା ବଙ୍ଗଳାରୁ ନେଇ ଲଗ୍ଜରୀ ଗାଡି ପର୍ଯ୍ୟନ୍ତ, ଐଶ୍ୱର୍ୟା ରାୟଙ୍କ ପାଖରେ ଅଛି ଏହି ୬ ଟି ସବୁଠୁ ମହଙ୍ଗା ଜିନିଷ

ବଲୀଉଡର ଅଭିନେତ୍ରୀ ଐଶ୍ୱର୍ୟା ରାୟ ବଚ୍ଚନଙ୍କର ସୁନ୍ଦରତାର ଯେତେ ପ୍ରଶଂସା କରାଯିବ ସେତେ କମ ଅଟେ । ସେ ନିଜର ବଲୀଉଡ କ୍ୟାରିୟର ବହୁତ ଭଲ ଫିଲ୍ମ ଦେଇଛନ୍ତି । ତାଙ୍କର ଅଭିନୟର ବହୁତ ପ୍ରଶଂସା ବି କରାଯାଏ । ଐଶ୍ୱର୍ୟା ରାୟ ନିଜ କ୍ୟାରିୟରରେ ନାମ ଓ ପ୍ରସିଦ୍ଧ ହେବା ସହିତ ବହୁତ ଟଙ୍କା ବି ଆୟ କରିଛନ୍ତି । ସମସ୍ତ ସେଲିବ୍ରିଟୀଜଙ୍କ ଭଳି ଐଶ୍ୱର୍ୟା ରାୟଙ୍କର ବି ଲାଇଫ ଷ୍ଟାଇଲ ବହୁତ ଲଗ୍ଜରୀ ଅଟେ ।

ଏମିତିରେ ଆଜି ଆମେ ଆପଣଙ୍କୁ ଐଶ୍ୱର୍ୟା ରାୟଙ୍କ ପାଖରେ ଥିବା ୬ଟି ଏମିତି ଜିନିଷ ବିହସ୍ୟରେ କହିବାକୁ ଯାଉଛୁ ଯାହାର ଦାମ ବହୁତ ହିଁ ଅଧିକ ଅଟେ ।

୩୦ କୋଟି ଟଙ୍କାର ଅପାର୍ଟମେଂଟ

ଐଶ୍ୱର୍ୟା ରାୟଙ୍କ ପାଖରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଏକ ବହୁତ ହିଁ ଆଲିଶାନ ଅପାର୍ଟମେଂଟ ଅଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ଏହି ଆଲିଶାନ ଅପାର୍ଟମେଂଟର ଦାମ ୩୦ କୋଟି ଟଙ୍କା ଅଟେ । ଏହା ଭିତରେ ୫ଟି ବେଡରୁମ ଅଛି । ଏହା ସହିତ ଏଥିରେ ଫ୍ରେଂଚ ୱିଂଡୋଜ ବି ଲାଗିଛି ।

ଦୁବାଇରେ ୧୫ କୋଟି ଟଙ୍କାର ବିଲା

କହିବାକୁ ଗଲେ ଐଶ୍ୱର୍ୟା ଶପିଂଗ କରିବା ପାଇଁ ଓ ଭେକେସନ ଏନ୍ଜୟ କରିବା ପାଇଁ ଦୁବାଇ ଯିବାକୁ ପସନ୍ଦ କରନ୍ତି । ଏମିତିରେ ସେ ନିଜର ଆରାମ ପାଇଁ ଦୁବାଇରେ ଏକ ବିଲା କିଣି ରଖିଛନ୍ତି । ଏହାର ଦାମ ୧୫ କୋଟି ଟଙ୍କା ଅଟେ । ଏହି ବିଲାକୁ ଐଶ୍ୱର୍ୟା ବହୁତ ପୂର୍ବରୁ କିଣି ଥିଲେ । ଏମିତିରେ ବର୍ତ୍ତମାନ ଏହାର ଦାମ ତିନି ଗୁଣ ବଢି ଯାଇଛି ।

୩.୨ କୋଟି ଟଙ୍କାର Bentley CGT କାର

ଐଶ୍ୱର୍ୟା ସବୁବେଳେ ନିଜର ଲଗ୍ଜରୀ କାରରେ ଯିବାକୁ ପସନ୍ଦ କରନ୍ତି । ଏମିତିରେ ତାଙ୍କ ପାଖରେ Bentley CGT କମ୍ପାନୀର ଏକ କାର ବି ଅଛି । ଏହି କାର ଦାମ ପୁରା ୩ କୋଟି ୨୦ ଲକ୍ଷ ଟଙ୍କା ଅଟେ ।

୨.୩୫ କୋଟି ଟଙ୍କାର Mercedes Benz S500

ଐଶ୍ୱର୍ୟାଙ୍କ ପାଖରେ କେବଳ ଗୋଟିଏ ଦୁଇଟି ଗାଡି ତାଙ୍କ ପାଖରେ ବହୁତ ଗାଡି ଅଛି । ସେଥିରେ ୨.୩୫ କୋଟି ଟଙ୍କାର Mercedes Benz S500 ବି ସାମିଲ ଅଛି ।

୧.୨ କୋଟି ଟଙ୍କାର Audi 8L

ସମସ୍ତ ଧନୀ ଲୋକମାନଙ୍କ ପାଖରେ ଅଡୀ କମ୍ପାନୀର କାର ବହୁତ ପପୁଲାର ଅଟେ । ଐଶ୍ୱର୍ୟା ରାୟଙ୍କ ପକାହରେ ବି ୧.୨ କୋଟି ଟଙ୍କାର Audi 8L ଅଛି ।

ଗହଣା ଓ ଶାଢୀ

ସମସ୍ତ ମହିଳାଙ୍କ ଭଳି ଐଶ୍ୱର୍ୟାଙ୍କୁ ବି ଶାଢୀ ଓ ଗହଣାର ବହୁତ ଶୌକ ଅଛି । ଯେତେବେଳେ ଐଶ୍ୱର୍ୟା ଅଭିଷେକଙ୍କ ବିବାହ କରିଥିଲେ ସେତେବେଳେ ସେ ୭୫ ଲକ୍ଷ ତାଙ୍କର ଶାଢୀ ଓ ୫୦ ଲକ୍ଷ ଟଙ୍କାର ଆଙ୍ଗୁଠି ପିନ୍ଧି ଥିଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।