ଋଲ୍ସ ଷ୍ଟାର ଙ୍କ ପ୍ରେମରେ ଟ୍ରକ ଡ୍ରାଇଭର, ତୁମେ ଅସୁସ୍ଥ ଅଛ ମୁଁ ଟ୍ରକ ଡ୍ରାଇଭର ତୁମ ପାଇଁ ଜୀବନ ଦେଇଦେବି … ଏମିତି କିଛି କହିଲେ ପ୍ରେମିକ ଟ୍ରକ ଡ୍ରାଇଭର ।

ଋଲ୍ସ ଷ୍ଟାର ଙ୍କ ପ୍ରେମରେ ପାଗଳ ହୋଇଗଲେ ଜଣେ ଟ୍ରକ ଡ୍ରାଇଭର । ଆଉ ଭଲ ପାଇ ବସିଲେ ଆଉ ଏବେ ଜୀବନ ମଧ୍ୟ ଦେବେ । ଋଲ୍ସ ଷ୍ଟାର ସଞ୍ଜିତା ଙ୍କ ବିନା ମୁଁ ବଞ୍ଚି ପାରିବିନି । ଏଭଳି କିଛି ଜଣେ ପ୍ରେମିକ କହୁଛନ୍ତି । ପ୍ରେମୀ ଟ୍ରକ ଡ୍ରାଇଭର ଜଣକ କହିଛନ୍ତି ଯେବେ ଠାରୁ ମୁଁ ପ୍ରଥମ ଥର ପାଇଁ ଋଲ୍ସ ଷ୍ଟାର ସଞ୍ଜିତା ଙ୍କୁ ଫୋନ ରେ ଦେଖିଥିଲି ମୁଁ  ତାଙ୍କୁ ଦେଖିକି ରହି ଯାଇଥିଲି । ଆଉ ସେବେ ଠାରୁ ମୁଁ ତାଙ୍କୁ ମନ ଦେଇ ବସିଲି ।

ସଞ୍ଜିତା ଙ୍କ ପାଇଁ ମୋ ହୃଦୟରେ ଅଲଗା ଜାଗା ସୃଷ୍ଟି ହୋଇଛି । ହୃଦୟ ଦେଇଥିଲି ଏବେ କିଡନୀ ଦେବାକୁ ପ୍ରସ୍ତୁତ ଅଛି ମୁଁ । ହଁ ଦର୍ଶକ ବନ୍ଧୁୟ ଋଲ୍ସ ଷ୍ଟାର ତଥା ଅଭିନେତ୍ରୀ ଙ୍କ ପ୍ରେମରେ ପୁରା ପାଗଳ ହୋଇ ଯାଇଛନ୍ତି ଟ୍ରକ ଡ୍ରାଇଭର । ଟ୍ରକ ଡ୍ରାଇଭର ଜଣକ ସଞ୍ଜିତା ଙ୍କୁ ଏତେ ପସନ୍ଦ କରନ୍ତି ସବୁ ସମୟରେ ତାଙ୍କ କଥା ଭାବିଥାନ୍ତି ଆଉ ଋଲ୍ସ ଭିଡିଓ ଦେଖନ୍ତି । ତାଙ୍କ ମନ ଖାଲି ସଞ୍ଜିତା ଙ୍କ ପାଖରେ ଅଛି ।

ଯେବେ ଟ୍ରକ ଡ୍ରାଇଭର ଜାଣିଲେ ସଞ୍ଜିତା ଅସୁସ୍ଥ ଅଛନ୍ତି ସେତେବେଳେ ସେ ଚିନ୍ତାରେ ପଡି ଯାଇଥିଲେ । ଆଉ ଭାବି ନେଇଥିଲେ ତାଙ୍କ ବୀଣା ସେ ବଞ୍ଚି ପାରିବେନୀ । ଏମିତି କିଛି କହିଛନ୍ତି ଟ୍ରକ ଡ୍ରାଇଭର । ସେ କହିଛନ୍ତି ମୋ ଜୀବନ ଚାଲିଯାଉ କିନ୍ତୁ ସଞ୍ଜିତା ଙ୍କୁ କିଡନୀ ଦେଇ ତାଙ୍କ ଜୀବନ ରକ୍ଷା କରିବି । ସୂଚନା ଅନୁଯାୟୀ ଋଲ୍ସ ଷ୍ଟାର ସଞ୍ଜିତା ବାସୁ ଙ୍କୁ ଭଲ ପାଇ ବସିଛନ୍ତି ଟ୍ରକ ଡ୍ରାଇଭର ।

ଏବେ ତାଙ୍କ ବିନା ରହି ପାରିବିନୀ ବୋଲି କହିବା ସହ ଅଭିନେତ୍ରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତାରେ ଅଛନ୍ତି । ସଞ୍ଜିତା ଙ୍କୁ ବଞ୍ଚାଇବାକୁ ନିଜର କିଡନୀ ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି ରବି କୁମାର । ସଞ୍ଜିତା ଙ୍କ ବିନା ସେ ବଞ୍ଚି କି କିଛି ଲାଭ ନାହିଁ ବୋଲି କହିବା ବେଳେ ଏହାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ରବି କୁମାର ନାମକ ଜଣେ ବ୍ୟକ୍ତି ।

ଅଭିନେତ୍ରୀ ଜଣକ ଏବେ ବିହାର ର ଭାଗଲପୁର ରେ ରହୁଛନ୍ତି । ସଞ୍ଜିତା ଙ୍କର ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଫ୍ୟାନ୍ସ ମାନେ ଅଛନ୍ତି । ଯେଉଁ ମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି । ସଞ୍ଜିତା ଦକ୍ଷିଣ ଚଳଚିତ୍ର ଫାଷ୍ଟ ଡେ ଫାଷ୍ଟ ସୋ ରେ ଉଚ୍ଚ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଦର୍ଶକ ମାନେ ତାଙ୍କର ଋଲ୍ସ ଓ ଚଳଚିତ୍ର କୁ ଦେଖି ଖୁବ ପସନ୍ଦ କରୁଛନ୍ତି ।

ତେବେ ପ୍ରେମ ପାଇଁ ମଣିଷ କଣ ଯେ କରିପାରେ ତାହା ଏହି ଟ୍ରକ ଡ୍ରାଇଭର ଙ୍କ ଠାରୁ ସ୍ପଷ୍ଟ ହେଉଛି । ସେ ଟ୍ରକ ଡ୍ରାଇଭର ହେଲେ ମଧ୍ୟ ନିଜର ମାନବିକତା ଦେଖାଇଛନ୍ତି । ଆଉ ନିଜ ପ୍ରେମ ପାଇଁ ଜୀବନ ଦେବାକୁ ପଛାଇ ନାହାନ୍ତି । ବନ୍ଧୁଗଣ ଆପଣ ମାନେ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।