CBI ଯାଞ୍ଚ ରେ ସହଯୋଗ ନ କରିବାରୁ IPS ନୁପୁର ଶର୍ମା ରିୟା ଚକ୍ରବର୍ତ୍ତୀଙ୍କୁ ମାରିଲେ ଶକ୍ତ ଚାପୁଡା ?

ରିୟା ଚକ୍ରବର୍ତ୍ତୀ ଙ୍କ ଆସୁଥିବା ଇଣ୍ଟରଭିୟୁ କୁ ନେଇ ସୁଶାନ୍ତ ସିଂ ରାଜପୁତ ଙ୍କ ପରିବାର ଲୋକଙ୍କ ରେଅକ୍ସନ ଆସିଛି।ଗ ତ ୨ ଦିନ ଧରି ଟୁଇଟର ଏବଂ ଅନ୍ୟ ସୋସିଆଲ ମିଡ଼ିଆରେ ରେ ଏହି ଖବର ବହୁତ ଜୋରେ ଭାଇରାଲ ହୋଇ ଚାଲିଚି କି ସୁଶାନ୍ତ ଙ୍କ ମୃତ୍ୟୁ ମାମଲାର ତଦନ୍ତ ବେଳେ ରିୟା ଙ୍କୁ ଚାପୁଡ଼ା ଖାଇବାକୁ ମିଳିଥିଲା । ଏହା କୁହାଯାଉଛି କି CBI ଯାଞ୍ଚ ରେ ସହଯୋଗ ନ କରିବା ଦ୍ୱାରା IPS ନୁପୁର ଶର୍ମା ରିୟା ଙ୍କୁ ଚାପୁଡ଼ା ମାରିଥିଲା।

ସୋସିଆଲ ମିଡିଆରେ ସୁଶାନ୍ତ ଙ୍କ ଫ୍ୟାନସ୍ ଏହି ଖବର କୁ ଖୁବ ମାତ୍ରାରେ ସେୟାର କରିଛନ୍ତି। ବହୁତ ସମୟ ପରେ ଜଣା ପଡିଥିଲା କି କିଛି ଲୋକ ମିଛ ସମାଚାର ଦେଇ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ କରିବାରେ ଲାଗିଥିଲେ।

ଏହି ଖବରରେ କିଛି ଲୋକ ରୀୟଙ୍କ ସହିତ ଜଣେ ଆଇପିଏସ ଅଫିସର ଙ୍କ ଫଟୋ ଲଗାଇ ସେୟାର କରିବାରେ ଲାଗିଥିଲେ। କିନ୍ତୁ ଏବେ ସ୍ପଷ୍ଟ ହୋଇଯାଇଛି କି ଏହା ଏକ ମିଛ କଥା ଥିଲା । CBI ଯାଞ୍ଚ ସମୟରେ ରିୟା ଙ୍କୁ କେହି ମଧ୍ୟ ଚାପୁଡ଼ା ମାରିନଥିଲେ। କି ରିୟା ଚକ୍ରବର୍ତ୍ତୀ ମଧ୍ୟ ଏହି ବିଷୟରେ କେଉଁଠି କହିନାହାନ୍ତି ।

ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ପଛରେ ରିୟା ଚର୍କ୍ରବର୍ତି ଙ୍କ ହାତ ରହିଛି ବୋଲି CBI ରିୟା ଙ୍କୁ ପଚରା ଉଚରା କରିଛି। ରିୟା ଙ୍କୁ ବାରମ୍ବାର ଯାଞ୍ଚ କରାଯାଇଛି।ଖବର ମିଳିଛି କି CBI ଟିମ ରିୟା ଚକ୍ରବର୍ତ୍ତୀ ଙ୍କୁ ସୁରକ୍ଷା ଦେବା ପାଇଁ ମୁମ୍ବାଇ ପୋଲିସ କୁ କହିଛି ।

CBI ସିଦ୍ଧାର୍ଥ ପିଠାନି , ନିରଜ,କେଶବ, ଦୀପେଷ ସାୱାନ୍ତ,ସନ୍ଦୀପ ସିଂ ଙ୍କୁ ମଧ୍ୟ ପଚରା ଉଚୁରା କରିଛି। ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ କୁ ଦେଢ଼ ମାସ ଉପରେ ହୋଇସାରିଲାଣି କିନ୍ତୁ ଏ ପର୍ଯ୍ୟନ୍ତ ସୁଶାନ୍ତ ଙ୍କ ହତ୍ୟାକାରୀ ସାମ୍ନାକୁ ଆସିନାହିଁ । CBI ନିଜର ତଦନ୍ତ କରିଚାଲିଛି। CBI କହିଛି ସୁଶାନ୍ତ ଆତ୍ମହତ୍ୟା କରିନଥିଲେ ବରଂ ତାଙ୍କର ହତ୍ୟା କରାଯାଇଛି। CBI କହିଛି ଖୁବ ଶୀଘ୍ର ସୁଶାନ୍ତ ଙ୍କ ଦୋଷୀ ସାମ୍ନାକୁ ଆସିବ ଏବଂ ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ।

ସୁଶାନ୍ତ ଙ୍କ ମାମଲାକୁ ଆଗକୁ ବଢାନ୍ତୁ ଏବଂ ଆମ ପେଜ କୁ like କରନ୍ତୁ।