Exclusive: ଖତର୍ନାକ ଅବସ୍ଥାରେ ଥିଲା ସୁଶାନ୍ତଙ୍କ ବଡି, ୨୮ ଘଣ୍ଟା ସାଥିରେ ରହିଥିବା ଲୋକ କହିଲା…ରିୟା ସନ୍ଦିପଙ୍କ ଯୋଡିର ପର୍ଦାଫାସ

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ CBI ର ସବୁଠାରୁ ବଡ ତଦନ୍ତ ଜାରି ରହିଛି । CBI ରିୟା ଚକ୍ରବର୍ତ୍ତୀ ଙ୍କୁ ପଚରା ଉଚୁରା କରିଛି । ପିଠାନି ଏବଂ ସାବନ୍ତ ଙ୍କୁ ମଧ୍ୟ ଯାଞ୍ଚ କରାଯାଇଛି । ବହୁତ ଖୁଲାସା ହୋଇସାରିଲାଣି କିନ୍ତୁ ବର୍ତମାନ ଯେଉଁ ଖୁଲାଶା ହୋଇଛି ତାହା ସେହି ବ୍ୟକ୍ତି କରିଛନ୍ତି ଯିଏ ସୁଶାନ୍ତ ଙ୍କ ମୃତ୍ୟୁ ପରେ ସୁଶାନ୍ତ ଙ୍କ ସହିତ ୨୮ ଘଣ୍ଟା ରହିଥିଲେ । ଘରଠାରୁ ଆରମ୍ଭ କରି ସ୍ମଶାନ ପର୍ଯ୍ୟନ୍ତ ଏହି ବ୍ୟକ୍ତି ସୁଶାନ୍ତ ଙ୍କ ସହିତ ଥିଲା ।

ଏବଂ ଏହି ବ୍ୟକ୍ତି ଙ୍କ ବୟାନ ପାରେ ସୁଶାନ୍ତ ଙ୍କ କେଶ କୁ ମିଳିଛି ପ୍ରମାଣ କାରଣ ସୁଶାନ୍ତ ଙ୍କ ଗୋଡ଼ ରେ କଣ୍ଟା ଥିଲା ଏବଂ ବେକରେ ଇଞ୍ଜେକସନ ଆଊ ବହୁତ୍ କିଛି ଭଙ୍ଗା ରୁଚା ମଧ୍ୟ ହୋଇଥିଲା । ସବୁଠାରୁ ବଡ଼ କଥା ସୁଶାନ୍ତ ଙ୍କ ପୋଷ୍ଟମର୍ଟମ ୧୪ ଜୁନ ରେ ନୁହଁ ବରଂ ୧୫ ଜୁନ ରେ କରାଯାଇଥିଲା । ତେବେ ଚାଲନ୍ତୁ ଜାଣିବା ।

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ବହୁତ ପ୍ରକାରର କଥା ସାମ୍ନାକୁ ଆସୁଛି ଏବଂ CBI ନିଜର ତଦନ୍ତ ଖୁବ ଜୋର ସୋର ରେ କରିଚାଲିଛି । ଆଜି ପ୍ରଥମ ଥର ପାଇଁ ସେହି ବ୍ୟକ୍ତି ସାମ୍ନାକୁ ଆସିଛି ଯିଏ ସୁଶାନ୍ତ ଙ୍କ ସହିତ ୧୪ ଜୁନ ରୁ ୧୫ ଜୁନ ପର୍ଯ୍ୟନ୍ତ ଥିଲେ ମାନେ ପୁରା ୨୮ ଘଣ୍ଟା ଥିଲେ । ବର୍ତମାନ ସେ ନିଜର ବୟାନ ଦେଇଛି ଏବଂ ସୁଶାନ୍ତ ଙ୍କ ଅବସ୍ଥା ବିଷୟରେ ସବୁ କହିଦେଇଚନ୍ତି ।

ସେ କହିଛନ୍ତି କି ସୁଶାନ୍ତ ଙ୍କୁ ଘରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ସେ ଟେକିକି ଆଣିଥିଲେ, ହସ୍ପିଟାଲ୍ ରୁ ସ୍ମଶାନ ମଧ୍ୟ ଯାଇଥିଲେ । ସେ କହିଛି କି ସୁଶାନ୍ତ ସିଂ ରାଜପୁତ ଙ୍କ ପୁରା ଶରୀର ହଳଦିଆ ରଙ୍ଗ ହୋଇସାରିଥିଲା, ଏବଂ ଯଦି ଜଣେ ନିଜେ ଆତ୍ମହତ୍ୟା କରିଥାଏ ତେବେ ତା ଶରୀର କେବେ ମଧ୍ୟ ହଳଦିଆ ହୁଏନାହିଁ । ସବୁଠୁ ବଡ଼ କଥା ହସ୍ପିଟାଲ୍ ରେ ପହଞ୍ଚିବା ପରେ ହିଁ ଡକ୍ଟର ମାନେ କହିଥିଲେ କି ଏହା ତ ହତ୍ୟା ଅଟେ ।

ସେହି ବ୍ୟକ୍ତି କହିଛନ୍ତି କି ସୁଶାନ୍ତ ଙ୍କ ବେକରେ ଇଞ୍ଜେକସନ ଲାଗିଥିବାର ଦାଗ ଥିଲା ଏବଂ ସୁଶାନ୍ତ ଙ୍କ ପାଦ ତଳେ କଣ୍ଟା ଫୁଟି ଥିବାର ଦାଗ ଥିଲା । ସୁଶାନ୍ତ ଙ୍କ ବେକରେ ସେଲୋଟେପ ଲଗାଯାଇଥିଲା ଏବଂ ସୁଶାନ୍ତ ଙ୍କ ଗୋଟେ ଗୋଡ଼ ଭାଙ୍ଗି ଯାଇଥିଲା ଯାହା ଫଳରେ ମୋଡ଼ି ହୋଇକି ଥିଲା । ସେହି ବ୍ୟକ୍ତି ହସ୍ପିଟାଲ୍ ର କର୍ମଚାରୀ ସେ କହିଛନ୍ତି ସୁଶାନ୍ତ ଙ୍କୁ ହତ୍ୟା କରିବାପରେ ହିଁ ତାଙ୍କୁ ପଙ୍ଖା ରେ ଲାଟକାଇ ଥିଲେ କାରଣ ଆମେ ବହୁତ କେଶ ଏମିତି ଦେଖିଛୁ ଏବଂ ବଡି କୁ ଦେଖିବା ମାତ୍ରେ ହିଁ ଆମେ ଜାଣିଯିବୁ କି ହତ୍ୟା କି ଆତ୍ମହତ୍ୟା ।

ରିୟା ସେଦିନ ସୁଶାନ୍ତ ଙ୍କୁ ହସ୍ପିଟାଲ ରେ ଦେଖା କରିବାପାଇଁ ଆସିଥିଲେ ଏବଂ ସେତେବେଳେ କେହି ଜଣେ ଡକ୍ଟର ଙ୍କ ସହିତ କଥା ହୋଇଥିଲେ ଏବଂ ରିୟା ଙ୍କୁ ସୁଶାନ୍ତ ଙ୍କ ସହିତ ଦେଖା କରାଇଥିଲେ । ହସ୍ପିଟାଲ କର୍ମଚାରୀ କହିଚନ୍ତି କି ଫୋନ ସେହି ବ୍ୟକ୍ତି କରିଥିଲେ ଯିଏ ସୁଶାନ୍ତ ଙ୍କ ମୃତ୍ୟୁ ପରେ ସବୁ ବୁଝୁଥିଲେ, ଏହା ମାନେ ସନ୍ଦୀପ ସିଂ । ସନ୍ଦୀପ ସିଂ ଙ୍କ ଫୋନ କରିବା ଦ୍ଵାରା ହିଁ ରିୟା ଭିତରକୁ ଯାଇଥିଲେ ।

ରିୟା CBI ଯାଞ୍ଚ କରୁଥିବା ବେଳେ କହିଥିଲେ କି ସେ ସନ୍ଦୀପ ସିଂ ଙ୍କୁ ଜାଣିନାହାନ୍ତି । କିନ୍ତୁ ସେହି ସନ୍ଦୀପ ସିଂ ଙ୍କ ଫୋନ କରିବା ଦ୍ଵାରା ହିଁ ରିୟା ସୁଶାନ୍ତ ଙ୍କ ବଡୀ ପାଖକୁ ଯାଇଥିଲେ ମାନେ ଏଠି କିଛି ତ ଅଛି ଯାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସୀନି । ହସ୍ପିଟାଲ କର୍ମଚାରୀ ସବୁ କହିଦିଏଚନ୍ତି । CBI ନିଜର ଯାଞ୍ଚ ଖୁବ ଜୋର ସୋର ରେ କରିଚାଲିଛି । CBI କହିଛି କି ସୁଶାନ୍ତ ଆତ୍ମହତ୍ୟା ନୁହଁ ବରଂ ସୁଶାନ୍ତ ଙ୍କୁ ହତ୍ୟା କରାଯାଇଛି । ଖୁବ୍ ଶୀଘ୍ର ସୁଶାନ୍ତ ଙ୍କ ହତ୍ୟାକାରୀ ଦଣ୍ଡ ପାଇବ ଏବଂ ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ । କିଛି ଦିନ ଭିତରେ ହିଁ ସୁଶାନ୍ତ ଙ୍କ ହତ୍ୟାକାରୀ ପୁରା ଭାରତ ବାସି ଙ୍କ ସାମ୍ନାରେ ଥିବ ।

ଆପଣଙ୍କ ମତାମତ କମ୍ମେନ୍ଟ ରେ ଜଣାନ୍ତୁ ଏବଂ ସୁଶାନ୍ତ ଙ୍କ କେଶ କୁ ଆଗକୁ ବଢ଼ାଇବା ପାଇଁ ସେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।