ଆଜି ରାତିରେ ଶୋଇବା ଆଗରୁ କହିଦିଅନ୍ତୁ ଏହି 2 ଅକ୍ଷରର ମନ୍ତ୍ର, ଏମିତି ବଦଳିଯିବା ଭାଗ୍ୟକି ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ଆସନ୍ତୁ ଜାଣିବା କିଛି ଗୁରୁତ୍ବପୂର୍ଣ ମନ୍ତ୍ର ବିଷୟରେ ଯାହା ଆମ ଜୀବନରେ ବହୁତକିଛି ସୁଧାର ଆଣିପାରିବ । ଆପଣମାନେ ଜାଣିଥିବେ ଯେ ଭଗବାନ ଶ୍ରୀ ରାମଙ୍କର ହନୁମାନ ପରମ ଭକ୍ତ ଥିଲେ, ସେହି ହନୁମାନଙ୍କ ର ଉପାସନା କରିବା ଦ୍ଵାରା ବ୍ଯକ୍ତିର ଜୀବନରେ ସମସ୍ତ ପ୍ରକାର ର କଷ୍ଟ ଯନ୍ତ୍ରଣା ଦୂର ହୋଇଥାଏ । ହିନ୍ଦୁ ଧର୍ମରେ ଏହା ମାନିଥାଉ ଯେ ପ୍ରଭୁ ହନୁମାନ ଏମତି ଏକ ଦେବତା ଅଟନ୍ତି ଯିଏ କି ଅଳ୍ପ ପୂଜା ଓ ଆରାଧନା ରେ ଅତି ସହଜରେ ପ୍ରସନ୍ନ ହେଇ ଯାଇଥାନ୍ତି ।

ଭଗବାନ ଶ୍ରୀ ରାମ ଭକ୍ତ ହନୁମାନଙ୍କ ପାଇଁ ମଙ୍ଗଲ ବାର ଓ ଶନିବାର ପୂଜା କରିବା ପାଇଁ ସର୍ବ ଶ୍ରେଷ୍ଠ ହୋଇଥାଏ । ତେଣୁ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ମନ୍ତ୍ର ଯାହା ଶାସ୍ତ୍ର ରେ ମଧ୍ୟ ବର୍ଣ୍ଣନା କରା ଯାଇଛି, ଏହି ମନ୍ତ୍ର ଯଦି ଆପଣମାନେ ଭକ୍ତିର ସହିତ ଜପ କରନ୍ତି ତେବେ ମନବାଞ୍ଛିତ ଫଳ ମିଳବା ସହିତ ସମସ୍ତ ଇଛା ପୂରଣ ହୋଇଥାଏ । ତେଣୁ ମଙ୍ଗଳବାର ଦିନଟି ଏହି ମନ୍ତ୍ର ଜପ ଅତ୍ୟନ୍ତ ଉତ୍ତମ ବୋଲି କୁହାଯାଇଥାଏ ।

କାରଣ ମଙ୍ଗଳବାର ଟି ହନୁମାନଙ୍କର ଜନ୍ମ ଦିବସ ହୋଇଥାଏ । ଏଣୁ ମଙ୍ଗଳବାର ରାତି ସମୟରେ ଏହି ମନ୍ତ୍ରକୁ ଶ୍ରଦ୍ଧା ପୂର୍ବକ ଜପ ଯଦି କୌଣସି ବ୍ୟକ୍ତି କରେ ତେବେ ତାହାର ସବୁ ଇଛା ପୂର୍ଣ୍ଣ ଫଳରେ ମିଳିଥାଏ । ଏହା ସହିତ ସେହି ବ୍ଯକ୍ତିର ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ତୁରନ୍ତ ହେବାରେ ଲାଗିଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଚମତ୍କାରୀ ହନୁମାନ ମନ୍ତ୍ର ବିଷୟରେ ଯାହାକୁ ହିନ୍ଦୁ ଧର୍ମରେ ହନୁମାନ ବୀଜ ମନ୍ତ୍ର ମଧ୍ୟ କୁହା ଯାଇଥାଏ । ବୀଜ ମନ୍ତ୍ର ଟି ହେଉଛି..

ଓଁ ଏଁ ଭ୍ରୀମ ହନୁମତେ ଶ୍ରୀ

ରାମଦୂତାୟ ନମଃ

ଏହି ମନ୍ତ୍ରକୁ ଜପ କରିବା ମାତ୍ରେ ହନୁମାନ ଭକ୍ତର ସବୁ ଇଛା କୁ ପୂର୍ଣ୍ଣ କରିବା ପାଇଁ ସ୍ଵତଃ ନିଜେ ଚାଲି ଆସନ୍ତି । ଏବଂ କୁହାଯାଇଛି ଯେ ଏହି ମନ୍ତ୍ର ର ଜପ କରିବା ଦ୍ଵାରା ମନୁଷ୍ୟର ସମସ୍ତ ସମସ୍ଯା ଦୂର ହୋଇଯାଇ ସମସ୍ତ ପ୍ରକାର ର ସୁଖ ପ୍ରାପ୍ତ କରିଥାଏ । ତେବେ ସମସ୍ଯା ଧନକୁ ନେଇ ହେଉ କିମ୍ବା ଘରୋଇ ଓ ରୋଗ ସମସ୍ଯା ହଉ ଏହି ମନ୍ତ୍ରକୁ ଶନିବାର କିମ୍ବା ମଙ୍ଗଳବାର ଦିନ ଜପ କରିବା ଦ୍ଵାରା ହନୁମାନଙ୍କର ଅଶେଷ କୃପାରୁ ସେ ସବୁର ବିନାଶ ହୋଇ ଥାଏ ।

ଯଦି ଆପଣମାନେ ପ୍ରଭୁ ହନୁମାନଙ୍କୁ ଭକ୍ତି କରୁଛନ୍ତି ତେବେ ଏହି ମନ୍ତ୍ର ଉପଯୋଗ କରି ଖୁସି ରେ ଜୀବନ ଜାପନ କରନ୍ତୁ ଆଉ ଆମକୁ କମେଣ୍ଟ ରେ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।