ଅର୍ନବଙ୍କ ପରିବାରକୁ ଫସାଇବା ପାଇଁ ମୁମ୍ବାଇ ପୋଲିସର ବଡ ଚାଲ, ଏବେ କରୁଛନ୍ତି ଏମିତି

ଅର୍ନବ ଗୋସ୍ଵାମୀଙ୍କ ମୁମ୍ବାଇ ପୋଲିସ ଦ୍ଵାରା ଗିରଫତାର କରାଯିବାକୁ ନେଇ ବର୍ତ୍ତମାନ ବହୁତ ବଡ ହଙ୍ଗାମା ଆରମ୍ଭ ହୋଇ ଯାଇଛି । ଅସଲ କଥା ଏହା ହେଉଛି କି ଅର୍ନବ ଗୋସ୍ଵାମୀଙ୍କୁ ଜାଣି ଶୁଣି ଜେଲ ପଠା ଯାଇଛି ଓ ଏହା ପଛରେ କିଏ ଅଛି ଏହା ବିଷୟରେ ବି ସମସ୍ତେ ଜାଣିଛନ୍ତି । କିନ୍ତୁ ଏହି ସବୁ ମଧ୍ୟରେ ଅର୍ନବ ଗୋସ୍ଵାମୀ ଓ ତାଙ୍କର ପରିବାର ଉପରେ ଅନ୍ୟ ଏକ ବହୁତ ବଡ ସଙ୍କଟ ଆସିବାକୁ ଯାଉଛି । ସୂତ୍ର ଅନୁସାରେ ଉଦ୍ଧବ ଠାକରେଙ୍କ ସରକାର ବର୍ତ୍ତମାନ ଅର୍ନବଙ୍କ ପତ୍ନୀ ଓ ପୁଅକୁ ବି ଏହି ଜାଲରେ ଫସାଇବା ପାଇଁ ଚେଷ୍ଟା କରୁଛନ୍ତି ।

କହିବାକୁ ଗଲେ ମୁମ୍ବାଇ ପୋଲିସ ବର୍ତ୍ତମାନ ଅର୍ନବଙ୍କ ପରିବାର ବିରୁଦ୍ଧରେ ଏକ ତାଜା ଏଫଆଇଆର ଦର୍ଜ କରିଛନ୍ତି । ସେ ଅର୍ନବଙ୍କ ଗିରଫତାର ରିପୋର୍ଟ ଦର୍ଜ କରିଛନ୍ତି । ଆପଣଙ୍କୁ କହିଦେଉହକୁ କି ଏହି ଏଫଆଇଆରରେ ତାଙ୍କ ଉପରେ ୫ଟି ଧାରା ଦର୍ଜ କରାଯାଇଛି ।

ଏହା ସହିତ ଏହି ଏଫଆଇଆରରେ କୁହାଯାଇଛି କି ଯେତେବେଳେ ମୁମ୍ବାଇ ପୋଲିସର ଟିମ ଆରେଷ୍ଟ କରିବା ପାଇଁ ତାଙ୍କ ଘରକୁ ପହଞ୍ଚିଲେ ତେବେ ସେହି ସମୟରେ ସେ ମହିଳା ପୋଲିସ ଅଧିକାରୀଙ୍କ ସହ ମାରପିଟ କରିଲେ । ଯେତେବେଳେ କି ସାମ୍ନାକୁ ଆସିଥିବା ଭିଡିଓରେ ଆପଣ ଦେଖି ପାରିବେ କି ଓଲଟା ଅର୍ନବଙ୍କ ସହ ମୁମ୍ବାଇ ପୋଲିସ ମାରପିଟ କରିଛନ୍ତି । ଏମିତିରେ ମୁମ୍ବାଇ ପୋଲିସ ମିଛ ଏଫଆଇଆର ସଫା ସଫା ଜଣା ପଡୁଛି ।

ଅର୍ନବଙ୍କୁ ଫସାଇବା ପାଇଁ ଓଲଟା ତାଙ୍କ ଉପରେ ହିଁ କେସ କରାଯାଇଛି । ଏମିତିରେ ଉଦ୍ଧବ ଠାକରେ ଓ ମୁମ୍ବାଇ ପୋଲିସ ବିରୁଦ୍ଧରେ ବର୍ତ୍ତମାନ ବହୁତ ଲୋକ ସାମ୍ନାକୁ ଆସୁଛନତି । ଆପଣଙ୍କୁ କହିଦେଉଛୁ କି ଅର୍ନବ ଗୋସ୍ଵାମୀଙ୍କ ଗିରଫାତାରୀରେ ବର୍ତ୍ତମାନ ଦିଲ୍ଲୀ ଓ ମୁମ୍ବାଇରେ ବିରୋଦ୍ଧ ପ୍ରଦର୍ଶନ ଆରମ୍ଭ ହୋଇ ଯାଇଛି । ଏହା ସହିତ ବିଜେପିର କିଛି ବଡ ବଡ ନେତା ବି ଅର୍ନବଙ୍କ ସପୋର୍ଟରେ ବାହାରିଛନ୍ତି ।

କହିବାକୁ ଗଲେ ଗିରଫାତର ପରେ ଅର୍ନବ ଏକ ଭିଡିଓ ସନ୍ଦେଶ ଜାରି କରି ଏହା କହିଥିଲେ କି ମୁମ୍ବାଇ ପୋଲିସ ତାଙ୍କ ସହିତ ମାରପିଟ କରିଛନ୍ତି । ତାଙ୍କ ସହିତ ୮ ଜଣ ପୋଲିସ କର୍ମୀ ଖରାପ ବ୍ୟବହାର କରିଛନ୍ତି । ପୋଲିସ ତାଙ୍କୁ ଜବରଦସ୍ତି ତାଙ୍କ ଘର ଉଠାଇ ନେଇଛନ୍ତି । ଏହା ସହିତ ତାଙ୍କର ଗୋଡରେ ଜୋତା ବି ନ ଥିଲା । ଅର୍ନବ ନିଜ ହାତରେ ହୋଇଥିବା ଖଣ୍ଡିଆ ବି ଦେଖାଇଲେ ।

ଅର୍ନବ ଆଗକୁ କହିଲେ କି ମୁମ୍ବାଇ ପୋଲିସ ତାଙ୍କୁ ତାଙ୍କର ପତ୍ନୀ, ପୁଅ, ଶାଶୁ ଓ ଶଶୁର ସଙ୍ଗେ ମାରପିଟ କରିଛନ୍ତି । ଏହି ସବୁ କଥାର ପ୍ରମାଣ ଆପଣ ଭିଡିଓରେ ଦେଖି ପାରିବେ । ଏମିତିରେ ମୁମ୍ବାଇ ପୋଲିସ ନିଜ ଜାଲରେ ହିଁ ନିଜେ ଫସୁଥିବାର ନଜର ଆସୁଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।