ଭାରତକୁ ମିଳିଲା ବଡ ସଫଳତା, ଏହି ସବୁ କାରଣରୁ ଚୀନ ଏବେ ହରେଇବ ଲକ୍ଷ ଲକ୍ଷ କୋଟି ଟଙ୍କା

ସବୁ ଭାରତୀୟ ପାଇଁ ବଡ ଖୁସିର ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି । ଏହି ଖୁସିର ଖବର କିଛି ଏହିଭଳି ଅଟେ କି, ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଏସିଆର ପ୍ରାୟତଃ ଦେଶ ଚୀନର କରଜ ଜାଳରେ ଫସିଛନ୍ତି । ଏମିତିରେ ଚୀନ ତାଙ୍କୁ ଯାହା କହିଥାଏ ସେମାନେ ତାହା ହିଁ କରନ୍ତି । କିନ୍ତୁ ଏଥର ଭାରତ ଚୀନକୁ ଉଚିତ ଶିକ୍ଷା ଦେଇଛି । ଅର୍ଥାତ ଭାରତ ଚୀନର କୋଟି କୋଟି ଟଙ୍କା ଆୟ କରିବାର ଯୋଜନା ଉପରେ ପାଣି ପକାଇ ଦେଇଛି ।

ଏହା ସହିତ ଆପଣଙ୍କୁ କହିଦେଉଛୁ କି ଚୀନ ଯେଉଁ କଣ୍ଟ୍ରାକ୍ଟ ମାଧ୍ୟମରେ କୋଟି କୋଟି ଟଙ୍କା ଆୟ କରିଥାନ୍ତା ତାହା ବର୍ତ୍ତମାନ ଭାରତ ପାଖକୁ ଆସିଯାଇଛି ।

ସବୁଠୁ ଖାସ କଥା ଏହା ହେଉଛି କି ଭାରତ ଯେଉଁ ଜିନିଷ ଏମାନଙ୍କୁ ବିକ୍ରି କରିବ ତାହା ଚୀନ ଠାରୁ ବହୁତ ମହଙ୍ଗା ହେବ, ଭାରତ ଏହାର ଡେଲିବାରୁ ବି ଚୀନ ଠାରୁ ବହୁତ ଡେରିରେ କରିବ ଓ ଭାରତ ଏଥିପାଇଁ କାହାକୁ ଲୋନ ବି ଦେବ ନାହିଁ ତଥାପି ଭାରତ ଠାରୁ ଏହି ସବୁ ଜିନିଷ ନେବା ପାଇଁ ଏସିଆର ସବୁ ଦେଶ ଲାଇନ ଲଗାଇ ଛିଡା ହେବେ । ଆମେ କଥାବାର୍ତ୍ତା କରୁଛୁ କରୋନା ଭ୍ୟାକସିନର କଣ୍ଟ୍ରାକ୍ଟ ବିଷୟରେ ।

ଚୀନ ପାଖରେ ଗୋଟିଏ କରୋନା ଭ୍ୟାକସିନ ଅଛି କିନ୍ତୁ ଏହାର ସଠିକ ଯାଞ୍ଚ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇ ନାହିଁ । କିନ୍ତୁ ଏହା ସତ୍ବେ ବି ଚୀନ ଏସିଆର କିଛି ଛୋଟ ଓ ଗରିବ ଦେଶ ଗୁଡିକୁ ଏହି କରୋନ ଭ୍ୟାକସିନ ବିକ୍ରି କରିବାକୁ ଚେଷ୍ଟା କରୁଥିଲା । ଏଥିରେ ବାଂଲାଦେଶ ଦେଶ ବି ସାମିଲ ଥିଲା । ବାଂଲାଦେଶ ଓ ଚୀନ ମଧ୍ୟରେ କଥାବାର୍ତ୍ତା ବି ହୋଇ ଯାଇ ଥିଲା । କିନ୍ତୁ ଭାରତ ଶେଷ ମୂହୁର୍ତ୍ତରେ ବାଂଲାଦେଶରୁ ଓ ପରେ ପୁରା ଏସିଆ ମହାଦେଶରୁ ଚୀନକୁ ବାହାର କରି ଏହି କଣ୍ଟ୍ରାକ୍ଟକୁ ନିଜେ ନେଇ ଯାଇଛି ।

ବାଂଲାଦେଶ ସହିତ ଭରତ ଗୋଟିଏ ଜବରଦସ୍ତ କଣ୍ଟ୍ରାକ୍ଟ ସାଇନ କରିଛି । ଏହି କଣ୍ଟ୍ରାକ୍ଟ ଅନୁସାରେ ବର୍ତ୍ତମାନ ଭରତ ବାଂଲାଦେଶକୁ ୩ କୋଟି କରୋନାର ଭ୍ୟାକସିନ ସପ୍ଲାଇ କରିବ ଓ ବାଂଲାଦେଶ ଚୀନର ଅର୍ଡରକୁ କ୍ୟାନ୍ସେଲ କରି ଭାରତକୁ ଏହି ଅର୍ଡର ଦେଇଛି । ଏହାର ମୁଖ୍ୟ କାରଣ ହେଉଛି ଭାରତର ଭ୍ୟାକସିନ ଚୀନର ଭ୍ୟାକସିନ ଠାରୁ ବହୁ ଗୁଣା ଭଲ ଅଟେ ।

ଏହା ମଧ୍ୟରେ ସବୁଠୁ ବଡ କଥା ଏହା ହେଉଛି କି ଭାରତର ଭ୍ୟାକସିନ ମହଙ୍ଗା ଅଟେ ଓ ଭାରତର ଗୋଟିଏ ଭ୍ୟାକସିନର ଦାମ ୩୭୫ ଟଙ୍କା ପଡିବ ବାଂଲାଦେଶ ପାଇଁ । ଭାରତ ପାଖରେ ବର୍ତ୍ତମାନ ସମୟରେ ପଶ୍ଚିମ ଦେଶ ଗୁଡିକରେ ଯେତିକି ବି ଭ୍ୟାକସିନ ତିଆରି ହେଉଛି ପାଖାପାଖି ସବୁର ଅନୁମତି ଅଛି । ଏହା ସହିତ ଭାରତ ଚାହିଁବ ତେବେ ଭାରତ ରୁସର ଭ୍ୟାକସିନକୁ ତିଆରି କରି ବିକ୍ରି କରି ପାରିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।