ପୁରୁଣା ଟଙ୍କା ଯଦି ଅଛି ଆପଣଙ୍କ ପାଖରେ ହେଇଯିବେ ଲକ୍ଷପତି, ଜାଣନ୍ତୁ କେମିତି

ଟଙ୍କାର ମୂଲ୍ୟ କଣ ଏହା ସମସ୍ତେଙ୍କୁ ଜଣା । ଏମିତିରେ ଆଜି ଆମେ ଆପଣଙ୍କୁ ଟଙ୍କା ସମ୍ବନ୍ଧିତ ଏକ ଏମିତି ସୂଚନା ଦେବୁ ଯାହା ଦ୍ଵାରା ଆପଣ ଲକ୍ଷପତି ହୋଇଯିବେ । କହିବାକୁ ଗଲେ ଆପଣଙ୍କ ପାଖରେ ଯଦି କୌଣସି ବିଶେଷ ପ୍ରକାରର ନୋଟ ଅଛି ତେବେ ଆପଣ ଲକ୍ଷପତି ହେବେ । ଚଳିତ ବର୍ଷ ଦୀପାବଳିରେ କିଛି ପୁରୁଣା ନୋଟ ଆପଣଙ୍କର ଭାଗ୍ୟ ବଦଳିପାରେ । ସେଥିପାଇଁ ଆଉ ସମୟ ବ୍ୟର୍ଥ ନ କରି ପୁରୁଣା ନୋଟକୁ ଖୋଜିବା ଆରମ୍ଭ କରି ଦିଅନ୍ତୁ ।

ଯଦି ଆପଣଙ୍କ ପାଖରେ ଏହିଭଳି କିଛି ଭିନ୍ନ ଧାରଣର ନୋଟ ଅଛି ତେବେ ଆପଣ ବହୁତ ଅଳ୍ପ ଦିନରେ ଲକ୍ଷ ଲକ୍ଷ ଟଙ୍କାର ମାଲିକ ହୋଇଯିବେ । ତେବେ ଚାଳନ୍ତୁ ଜାଣିବା ପୁରୁଣା ନୋଟ ମାଧ୍ୟମରେ ଆପଣ କେମତି ଟଙ୍କା ଆୟ କରିବେ ।

ଆପଣ କେବଳ ନିଜ ପାଖରେ ଥିବା ପୁରୁଣା ନୋଟକୁ ebay ୱେବସାଇଟକୁ ଯିବାକୁ ହେବ । ସେଠି ଆପଣ ନିଜର ଟଙ୍କାକୁ ନିଲାମ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରି ପାରିବେ । କହିବାକୁ ଗଲେ ଭରତାୟୟ ମୁଦ୍ରାରେ କମ ଦେଖିବାକୁ ମିଳୁଥିବା ନୋଟ ଗୁଡିକର ନିଲାମ ebayରେ ଡକାଯାଏ । ebayର ୱେବସାଇଟରେ ସବୁବେଳେ ନୋଟର ବୋଲି ଲଗାଯାଇଥାଏ । ଏହି ବୋଲିରେ ସବୁ ସାଧାରଣ ବ୍ୟକ୍ତି ଅଂସ ଗ୍ରହଣ କରି ପାରିବେ । 786 କ୍ରମିକ ନମ୍ବର ଥିବା ପୁରୁଣା ନୋଟ ବଦଳରେ ଆପଣଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ ।

ଯଦି ଆପଣଙ୍କ ପାଖରେ 786 କ୍ରମିକ ନମ୍ବର ବାଲା ଥିବା ନୋଟ ନାହିଁ ତେବେ ଆପଣ ସମାନ ନମ୍ବର ଥିବା ପୁରୁଣା ନୋଟକୁ ବି ebay ୱେବସାଇଟରେ ଛାଡି ପାରିବେ । କହିବାକୁ ଗଲେ କିଛି ଦିନ ତଳେ ଏକ ୧୦ ଟଙ୍କିଆ ନୋଟ ମିଳିଥିଲା । ଯେଉଁଥିରେ କ୍ରମିକ ନମ୍ବର ସମାନ ଥିଲା । ଏହି ନୋଟ ବଦଳରେ ଗ୍ରାହକକୁ ୩ ହଜାର ୩୦୦ ଟଙ୍କା ମିଳିଥିଲା । ଯଦି ଆପଣଙ୍କ ପାଖରେ ଏହିଭଳି ବିଶେଷ କିଛି ନୋଟ ଅଛି ତେବେ ଆପଣ ବି ଲକ୍ଷ ଲକ୍ଷ ଟଙ୍କା ଆୟ କରି ପାରିବେ ।

ସେହିଭଳି ଯଦି ଆପଣଙ୍କ ପାଖରେ ୧ ଟଙ୍କା ଅଛି ଓ ସେହି ନୋଟକୁ ୧୯୭୬ ମସିହାରେ ପ୍ରିଣ୍ଟ କରାଯାଇଛି ତେବେ ଏହି ନୋଟର ମୂଲ୍ୟ ବର୍ତ୍ତମାନ ୧୦ ହଜାର ଟଙ୍କା ରଖା ଯାଇଛି । ଏହା ଛଡା ଯଦି ୧୦ ଟଙ୍କିଆ ପୁରୁଣା ନୋଟ ୧୯୫୧ ମସିହାରେ ପ୍ରିଣ୍ଟ କରାଯାଇଛି ଓ ଏହା ଧଳା ଓ ଅଳ୍ପ ନୀଳ ରଙ୍ଗର ହୋଇଥିବ ତେବେ ଏହି ନୋଟରୁ ଆପଣ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରି ପାରିବେ ।

ବହୁତ ଅଧିକ ବର୍ଷର ନୋଟ ହୋଇଥିବା କାରଣରୁ ଏହି ବହୁତ କମ ନଜର ଆସିଥାଏ । ଯଦି ଆପଣଙ୍କ ପାଖରେ ମାତା ବୈଷ୍ଣବ ଦେବୀଙ୍କ ୫ ଓ ୧୦ ଟଙ୍କା ବାଲା ମୁଦ୍ରା ଅଛି ତେବେ ଆପଣ ଏହାକୁ ନିଲାମ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରି ପାରିବେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।