ରାତି 3.29 ରୁ 4.11, ହତ୍ୟା ଷଡ଼ଯନ୍ତ୍ରର ସେହି 42 ମିନିଟ୍ ! ଏମିତି କଣ ହୋଇଥିଲା ସେହି ସମୟରେ ? ଦେଖନ୍ତୁ ଏହି Video

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ଅନୁରାଗ ମନୀଷଙ୍କ ସ-ନ୍ଦେ-ହ-ଜ-ନ-କ ମୃ-ତ୍ୟୁ ଦିନକୁ ଦିନକୁ ନୂଆ ମୋଡ ନେଉଛି । ମନୀଷ ଘ-ଟ-ଣା-ଦି-ନ ରାତିରେ ଯାଇଥିବା ସାଉଥ ସିଟି ବାର୍ ଆଣ୍ଡ ରେସ୍ତୋରାଁ ରାତିସାରା କାହିଁକି ଖୋଲାଥିଲା ବୋଲି ସମସ୍ତଙ୍କ ମନରେ ଉଠୁଛି ପ୍ରଶ୍ନ । ଏହା ସବୁ ଦିନ ଖୋଲା ରୁହେ ନା ସେଦିନ ହିଁ ଖୋଲା ଥିଲା ? କରୋନା ଗାଇଡଲାଇନକୁ ଖୋଲା ଖୋଲି କାହିଁକି ଉଲଂଘନ କରୁଥିଲେ ? ଏହା କ-ମି-ଶ-ନ-ରେ-ଟ ପୋ-ଲି-ସ ନଜରରେ କାହିଁକି ଆସି ନଥିଲା ? ସବୁ ଜାଣିଶୁଣି ଚୁପ ଥିଲା କି ପୋ-ଲି-ସ ?

ଏହି ସାଉଥ ସିଟି ରେସ୍ତୋରାଁର ମାଲିକ କିଏ ? ତାଙ୍କୁ କାହିଁକି ଗି-ର-ଫ କରାଯାଉ ନାହିଁ ? ମାଲିକଙ୍କ ଉପରେ ବଡବଡିଆଙ୍କ ହାତ ଅଛି କି ? ଘ-ଟ-ଣା ଦିନ ରାତିରେ ମନୀଷ ଏହି ରେସ୍ତୋରାଁକୁ ଆସିଥିଲେ ଓ ତାଙ୍କ ସହ ଥିଲେ ଦୁଇ ସାଙ୍ଗ । ତେବେ ଆଉ ତିନି ସାଙ୍ଗ କେଉଁଠୁ ଆସିଲେ ? ସେମାନେ କଣ ପୂର୍ବରୁ ହିଁ ବାର୍ ରେ ଥିଲେ ? ଘ-ଟ-ଣା ଦିନ ହୋଟେଲ ବିଲ୍ ହୋଇଥିଲା ୨୬ ହଜାର ଟଙ୍କା । ଏମିତି କଣ ଖାଇଥିଲେ କି ଏହି ପାଞ୍ଚ ଜଣ ସାଙ୍ଗ ଏକାଥରକେ ୨୬ ହଜାର ଟଙ୍କା ବିଲ୍ ହୋଇଥିଲା ?

ପ୍ରିମିୟମ ବ୍ରା-ଣ୍ଡ-ର ଳି-କ-ର କିଣିଲେ ମଧ୍ୟ ଏତେ ଟଙ୍କା କେବେ ବି ବିଲ୍ ହେବନାହିଁ । ମନୀଷ ତାଙ୍କ ମା’ଙ୍କୁ ମାଗିଥିଲେ କିଛି ଟଙ୍କା । ଆଉ ତାଙ୍କ ୮ ହଜାର ଟଙ୍କା ଲେଖାଏଁ ଦୁଇ ଥର କରି ତାଙ୍କୁ ପଠାଇଥିଲେ । ରାତିସାରା ମନୀଷ ସାଉଥ ସିଟିରେ ହିଁ ଥିଲେ । ରାତି ପ୍ରାୟ ୩ଟା ୨୯ ସମୟରେ ମନୀଷ ବାର୍ ରୁ ଏକା ବାହାରିଥିଲେ ଓ ତାଙ୍କ ଆଗରେ ଜଣେ ଯୁବତୀ ଥିବାର ମଧ୍ୟ ଦେଖିବାକୁ ମିଳିଛି । ରାତି ୪ଟା ୧୧ ମିନିଟ ସମୟରେ ମନୀଷଙ୍କ ବାପା ନବୀନ ଦାସ ମନୀଷଙ୍କ ଠାରୁ ଶେଷ କଲ୍ ପାଇଥିଲେ ।

ତେବେ ପ୍ରଶ୍ନ ଉଠୁଛି ଏହି ଅଧ ଘଣ୍ଟା ମଧ୍ୟରେ କଣ ଘ-ଟି-ଥି-ଲା ? ସେହି ସମୟରେ ମନୀଷ କଣ ଆଉ କାହା ସାଙ୍ଗରେ ଥିଲେ ? ଆଉ ଯଦି ଥିଲେ ତେବେ ଏହି ର-ହ-ସ୍ୟ-ର ପ-ର୍ଦ୍ଦା-ଫା-ଶ କରିବେ ସେହି ୪ ସାଙ୍ଗ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।