ବିଚ୍ ରାସ୍ତାରେ ଟ୍ରାଫିକ ପୋଲିସକୁ ଚାପୁଡା ଉପରେ ଚାପୁଡା ମାଡ, viral ହେଲା video, ଦେଖନ୍ତୁ କଣ କହିଲେ ପୋଲିସ ଏସପି…!

ଆଜି ଆମେ ଆପଣଙ୍କୁ ଉତ୍ତର ପ୍ରଦେଶ ଆଲିଗଡର ଏକ ଭି-ଡି-ଓ ଦେଖାଇବୁ । ଯାହା ବର୍ତ୍ତମାନ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଭି-ଡି-ଓ-ରେ ଜଣେ ଟ୍ରାଫିକ ପୋ-ଲି-ସ-ଙ୍କୁ ବିଚ୍ ରାସ୍ତାରେ ଭିଡ ମଧ୍ୟରେ ମା-ର-ପି-ଟ୍ କରାଯାଉଛି । ଏହି ପୋଲିସକର୍ମୀଙ୍କ ଉପରେ ଜମେଇକି ଗୋ-ଇ-ଠା ବି-ଧା ବର୍ଷା ହେଉଛି । ଜଣେ ବ୍ୟକ୍ତି ଏହି ପୋ-ଲି-ସ-ବା-ଲା ଉପରେ ଖୁବ ତା-ତି-କି ଅଛନ୍ତି ଓ ତାଙ୍କୁ ଲଗାତାର ଥା-ପ-ଡ ଉପରେ ଥା-ପ-ଡ ମା-ରି ଚାଲିଛନ୍ତି ।

ସେତେବେଳେ ତାଙ୍କୁ କିଛି ଲୋକ ବଞ୍ଚାଇବା ପାଇଁ ମଧ୍ୟ ଆସିଲେ କିନ୍ତୁ ବ୍ୟକ୍ତି ଜଣକ ଟ୍ରାଫିକ ପୋ-ଲି-ସ-ଙ୍କୁ ମା-ରି-ବା ବନ୍ଦ କରି ନଥିଲେ । ବ୍ୟକ୍ତ ଜଣକ ସହ ପୋଲିସ କର୍ମୀଙ୍କ ଯୁ-କ୍ତି-ତ-ର୍କ ହେଉଥିଲା । ଖବର ଅନୁଯାୟୀ ଟ୍ରାଫିକ ପୋ-ଲି-ସ ସିପାହୀ ଆଗକୁ ଯିବାକୁ ଗୋଟିଏ ଅଟୋରିକ୍ସାରେ ବସିଥିଲେ । ଓହ୍ଲାଇବା ପରେ ଅଟୋରିକ୍ସା ଡ୍ରାଇଭର ଅଟୋ ଭଡା ମାଗିବାରୁ ଟ୍ରାଫିକ ପୋ-ଲି-ସ ଭ-ଡ-କି ଯାଇଥିଲେ । କିନ୍ତୁ ଅନ୍ୟ ଯାତ୍ରୀମାନେ ଏହାକୁ ବି-ରୋ-ଧ କରିଥିଲେ ।

ଏହି ସମୟରେ ଯୁ-କ୍ତି-ତ-ର୍କ ହେବା ସହ ମା-ର-ପି-ଟ୍ ମଧ୍ୟ ଆରମ୍ଭ ହୋଇ ଯାଇଥିଲା । ଜଣେ ଯାତ୍ରୀ ଉକ୍ତ ଟ୍ରାଫିକ ପୋଲିସଙ୍କୁ ପି-ଟି ପକାଇଥିଲେ । ଆଲିଗଡ ସିଟି ଏସପି କୁଲଦୀପ ସିଂ ଗୁଣାୱତଙ୍କ କହିବା ମୁତାବକ ଗୋଟିଏ ଭି-ଡି-ଓ ସାମନାକୁ ଆସିଛି ଯାହାକୁ ତ-ଦ-ନ୍ତ ପରିସରଭୁକ୍ତ କରାଯାଇଛି । ଏହି ମାମଲାକୁ ନେଇ ଆଲିଗଡ ପୋ-ଲି-ସ ସିଟି ଥା-ନା-ରେ ଏକ ମା-ମ-ଲା ରୁଜୁ କରିଛି । ଏହି ମା-ମ-ଲା-ରେ ଆବଶ୍ୟକୀୟ କା-ର୍ଯ୍ୟା-ନୁ-ଷ୍ଠା-ନ ଶୀଘ୍ର ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି ।

ତେବେ ଏହି ଘ-ଟ-ଣା-ର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । କିଛି ଲୋକ ଟ୍ରାଫିକ ପୋ-ଲି-ସ-ଙ୍କ ସମର୍ଥନରେ କମେଣ୍ଟ ଦେଉଥିବା ବେଳେ ଆଉ କିଛି ଲୋକ ମା-ଡ ମା-ରୁ-ଥି-ବା ଯାତ୍ରୀ ଜଣକ ସପକ୍ଷରେ କମେଣ୍ଟ ଦେଉଛନ୍ତି । ତେବେ ଦେଖିବାକୁ ଗଲେ ଭୁଲ ଉଭୟ ପକ୍ଷଙ୍କର ଥିଲା ।

ଟ୍ରାଫିକ ପୋ-ଲି-ସ ଅଟୋ ଭଡା ଦେବା ଉଚିତ ଥିଲା ଏବଂ ଯୁ-କ୍ତି-ତ-ର୍କ ପରେ ଯାତ୍ରୀ ଜଣଙ୍କୁ ୟୁନିଫର୍ମରେ ଥିବା ଟ୍ରାଫିକ ପୋ-ଲି-ସ-ଙ୍କ ଉପରକୁ ଏମିତି ହାତ ଉଠାଇବା ମଧ୍ୟ ଅନୁଚିତ ଥିଲା । ତେବେ ଏହି ଘ-ଟ-ଣା ସମ୍ବନ୍ଧରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।