ଏଥର ରାତି 11:30 ରୁ ସକାଳ 6:00 ଟା ଯାଏଁ ବନ୍ଦ ରହିବ WhatsApp ! ଦେଖନ୍ତୁ ଏନେଇ କଣ ସୂଚନା ଦେଲେ ଭାରତ ସରକାର

ହ୍ଵା-ଟ୍ସ-ଆ-ପ୍ ବ୍ୟବହାରକାରୀଙ୍କ ପାଇଁ ଆସିଛି ସବୁଠାରୁ ବଡ ଖବର । ଭାରତ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଏଣିକି ରାତି ୧୧ଟା ସମୟରୁ ସକାଳ ୬ଟା ପର୍ଯ୍ୟନ୍ତ ଖୋଲିବ ନାହିଁ ହ୍ଵା-ଟ୍ସ-ଆ-ପ୍ । ଏକଥା ଜଣାପଡିବା ପରେ ହ୍ଵା-ଟ୍ସ-ଆ-ପ୍ ୟୁଜରଙ୍କ ଚିନ୍ତା ବଢିଛି । କାରଣ ବର୍ତ୍ତମାନ ସମୟରେ ଆମେ ସମସ୍ତେ ଏହି ଆପ୍ କୁ ବହୁଳ ଭାବେ ବ୍ଯବହର କରୁଛୁ । କେବଳ ଏତିକି ନୁହେଁ, ବରଂ ଆହୁରି ମଧ୍ୟ କୁହାଯାଇଛି ଯେ ଯେଉଁମାନେ ଏହି ମେସେଜକୁ ଫରୱାର୍ଡ ନ କରନ୍ତି ସେମାନଙ୍କ ଆକାଉଣ୍ଟକୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବନ୍ଦ କରି ଦିଆଯିବ ।

ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଯୁଜର୍ସ ମାନେ ବନ୍ଦ ହୋଇ ଯାଇଥିବା ଆକାଉଣ୍ଟକୁ ପୁନଃ ଆରମ୍ଭ କରିବାକୁ ଚାହିଁଲେ ତାହା ମଧ୍ୟ ହେବନାହିଁ । ସେଥିପାଇଁ ଆପଣଙ୍କୁ ୪୯୯/- ଟଙ୍କା ରିଚାର୍ଜ କରିବାକୁ ପଡିବ । ହ୍ଵା-ଟ୍ସ-ଆ-ପ୍ ପୁଣି ଥରେ ନୂଆ ଫିଚର୍ସ ଆଣିବାକୁ ଯାଉଥିବାରୁ ଏହି ଆପ୍ ରେ ନୂଆ ପରିବର୍ତ୍ତନ ହେବାକୁ ଯାଉଛି । କିନ୍ତୁ ରାତିରେ କାହିଁକି ହ୍ଵା-ଟ୍ସ-ଆ-ପ୍ ପରି ଲୋକପ୍ରିୟ ଆପ୍ କୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଗଲା ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ତେବେ ଏହି ଖବରକୁ ନେଇ ବିଭିନ୍ନ ଗ-ଣ-ମା-ଧ୍ୟ-ମ-ରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । କମ୍ପାନୀ ଆଣୁଥିବା ନୂଆ ଫିଚର ଆଣ୍ଡ୍ରୋଏଡ ବିଟା ଭର୍ଜନରେ ଦେଖାଯିବ ବୋଲି ସୂଚନା ରହିଛି । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଆଇକନ ତିଆରି କରିବା ସହ ୟୁଜର୍ସ ମାନେ ଆଇକନର ରଙ୍ଗ ମଧ୍ୟ ପରିବର୍ତ୍ତନ କରିପାରିବେ, ଯାହା ପୂବାରୁ ହୋଇ ପାରୁ ନଥିଲା । କେବଳ ଏତିକି ନୁହେଁ ଆଗାମୀ ଦିନରେ ଫଟୋଗୁଡିକ ଇମୋଜି ଭଳି ଦୃଶ୍ୟମାନ ହେବ ।

ଏହି ଫିଚର୍ସ ରୋଲ ଆଉଟ ପରେ ୟୁଜର୍ସ ମାନେ ଏକ ନୂଆ ଫଟୋ ଅଫଲୋଡ କରିବା ସମୟରେ ଆପ୍ ର କ୍ୟାପ୍ସନ ବାର୍ ପାଖରେ ଏକ ଷ୍ଟିଚର ଆଇକନ ଦେଖିବାକୁ ମିଳିବ ବୋଲି କୁହାଯାଇଛି । ତେବେ ଏହା କେବେ ଠାରୁ ଆରମ୍ଭ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ଏବେ ଯାଏଁ ମିଳିପାରି ନାହିଁ । ତେବେ ହ୍ଵା-ଟ୍ସ-ଆ-ପ୍ ୟୁଜର୍ସଙ୍କ ମଧ୍ୟରେ ଭା-ଇ-ରା-ଲ ହେଉଥିବା ଏହି ମେସେଜକୁ ପିଆଇଭିଭିର ଫ୍ୟାକ୍ଟ ଚେକ୍ ଟିମ୍ ଭିତ୍ତିହୀନ ବୋଲି କହିଛି ।

ପିଆଇଭିଭି କହିଛି ଯେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ନିର୍ଦ୍ଦେଶନାମା ଦିଆଯାଇ ନାହିଁ । ଏହା ଅଯଥାରେ ଅ-ପ-ପ୍ର-ଚା-ର ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।