ରାସ୍ତାରେ ଶବ ଯାତ୍ରା ଯାଉଥିବାର ଦେଖିଲେ କରନ୍ତୁ ଏହି 5 କାମ, ବଦଳିବ ଭାଗ୍ୟ !

ମଣିଷ ଯେତେ ଧନୀ ହେଇଥାଉ ନାଁ କାହିଁକି ମୃତ୍ୟୁ ପରେ ତାର ଶବ ଯାତ୍ରା ନିଶ୍ଚିନ୍ତ ହୋଇଥାଏ । ହିନ୍ଦୁ ଧର୍ମରେ ଶବ ଯାତ୍ରାର ବିଷେଶ ମହତ୍ଵ ରହିଛି । ବ୍ୟକ୍ତିର ମୃତ୍ୟୁ ବୟସ ହେବା କ୍ଷଣି ହେଉ ବା ଅକାଳ ମୃତ୍ୟୁ ଦୁଇଟି ସ୍ଥିତିରେ ତାର ଶବ ଯାତ୍ରା ହୋଇଥାଏ । ଏମିତି ମାନାଯାଏ ସାବା ଯାତ୍ରାରେ ମୃତ ବ୍ୟକ୍ତିର ଆତ୍ମାକୁ ଶାନ୍ତି ମିଳିବା ସହ ଏଥିରେ ସାମିଲ ହୋଇଥିବା ବ୍ୟକ୍ତିଙ୍କର ମନସ୍କାମନା ମଧ୍ୟ ପୂରଣ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଶବ ଯାତ୍ରା ରାସ୍ତାରେ ଦେଖିବା ସମୟରେ ଏମିତି କଣ କରିବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ କେବେ ନା କେବେ ରାସ୍ତାରେ ଯାଉଥିବା ସମୟରେ ଶବ ଯାତ୍ରା ଦେଖିଥିବେ । କିଛି ଲୋକ ଶବ ଯାତ୍ରା ଦେଖି ଭୟ କରିଥାନ୍ତି ତ ଆଉ କିଛି ଶବ ଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିଙ୍କୁ ଛୁଇଁ ଦେଲେ ଘରକୁ ଆସି ସ୍ନାନ କରିଥାନ୍ତି । ଆଉ କିଛି ଲୋକଙ୍କ ମନରେ ଧାରଣ ଥାଏ କି ମୃତ୍ୟୁ ପରେ ବ୍ୟକ୍ତିର ଆତ୍ମା ତାରା ପିଛା କରିବ । କିନ୍ତୁ ବାସ୍ତବରେ ଏମିତି କିଛି ହୋଇନ ଥାଏ । ହିନ୍ଦୁ ଧର୍ମରେ ଶବ ଯାତ୍ରା ଦେଖିବା ଶୁଭ ମାନାଯାଏ । ଏହି ସମୟରେ ଏମିତି କିଛି କାମ କରିବା ଦ୍ଵାରା ମଣିଷର ଭାଗ୍ୟ ଉଦୟ ହୋଇଯାଏ । ସେଗୁଡିକ ହେଉଛି –

୧- ଯଦି ଆପଣ ରାସ୍ତାରେ ପରିଜନଙ୍କର ଶବ ଯାତ୍ରା ଦେଖୁଛନ୍ତି ତେବେ କାନ୍ଧ ଦେବାକୁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ସଞ୍ଚିତ ଧନ ବୃଦ୍ଧି ପାଇଥାଏ । ଶାସ୍ତ୍ର ଅନୁସାରେ ପିତାଙ୍କ ମୃତ୍ୟୁ ପରେ ପୁଅ ବା ଭାଇ କାନ୍ଧ ଦେବା ଉଚିତ ।

୨- ଯଦି ଆପଣଙ୍କୁ ଶବ ଯାତ୍ରା ଅଜାଣତରେ ଦେଖାଯାଏ ତେବେ ଆପଣ କାନ୍ଧ ଦେଇ ପାରିବେ ନାହି ତେବେ ଏହା ଶୁଭ ହୁଏ ନାହି । କିଛି ଲୋକଙ୍କ ଧାରଣ ଥାଏ ଶବ ଯାତ୍ରା ଦେଖିବା ଦ୍ଵାରା କାମ ବିଗିଡି ଯାଇଥାଏ । କିନ୍ତୁ ବାସ୍ତବରେ ଏହାର ବିପରୀତ ହୋଇଥାଏ ବ୍ୟକ୍ତି ଶବ ଯାତ୍ରା ଦେଖିଲେ କାମରେ ସଫଳତା ମିଳିଥାଏ ।

୩- କୁହାଯାଏ ଅନ୍ତିମ ସମୟରେ ମଣିଷ ମୁହଁରୁ ଶ୍ରୀରାମ ନାମ ବାହାରିଲେ ତାକୁ ସ୍ଵର୍ଗ ପ୍ରାପ୍ତି ହୋଇଥାଏ । ସେହି ବ୍ୟକ୍ତି ଜୀବନରେ ଯେତେ ପାପ କରିଲେ ମଧ୍ୟ ତାହା ଦୂର ହୋଇଥାଏ । ଶବ ଯାତ୍ରା ସମୟରେ ରାମ ନାମ ସତ୍ୟ ହେବ କହିବା ସହ ଶବ ଉପରେ ଫୁଲ ପକାଇବା ଉଚିତ ।

୪- ଯଦି କୌଣସି ସୁହାଗିନୀ ମହିଳାଙ୍କ ଶବ ରାସ୍ତାରେ ଦେଖନ୍ତି ତେବେ ସିନ୍ଦୁର ଦାନ କରିବା ଉଚିତ । ଶାସ୍ତ୍ର ଅନୁସାରେ ସ୍ଵାମୀଙ୍କ ଅନ୍ତେ ସ୍ତ୍ରୀଙ୍କ ମୃତ୍ୟୁ ହେଲେ ତାକୁ ସୌଭାଗ୍ୟବତୀ କୁହାଯାଏ । ପ୍ରାଚୀନ କାଳରେ ଯେଉଁ ମହିଳା ପାତୀବ୍ରତା ଥିଲେ ସେମାନେ ସ୍ବାମୀଙ୍କ ମୃତ୍ୟୁ ପୂର୍ବରୁ ନିଜର ମୃତ୍ୟୁ ଇଚ୍ଛା ରଖିଥାନ୍ତି । ବନ୍ଧୁଗଣ ଆପଣ ମାନେ ଶବ ଯାତ୍ରା ସମୟରେ ଏହି ୪ଟି କାମ କରିଲେ ଶୁଭ ହୋଇଥାଏ । ଆମ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।