15 ଦିନ ପର୍ଯ୍ୟନ୍ତ ଖାଆନ୍ତୁ 3 ଟି ଖଜୁରୀ, ଆଉ ତା’ପରେ ଯାହା ହେବ ଆପଣ ସ୍ଵପ୍ନରେ ସିଧା ଭବାଇ ନଥିବେ (Health Tips)

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛି ଯାହା ଆମ ଶରୀର ପାଇଁ ବହୁତ ହିତକାରକ ହୋଇଥାଏ । କିନ୍ତୁ ଏହାର ବ୍ୟବହାର କେବଳ ପୂଜା ପାଠରେ ବା ଖାଦ୍ଯରେ ବ୍ୟବହାର କରା ଯାଇଥାଏ । ଆଜିକାଲି ଡାଇବେଟିସ, ରକ୍ତଚାପ ବା ହୃଦରୋଗ ଭଳି ରୋଗ ଅଧିକାଂଶ ଦେଖା ଯାଉଛି । ଆୟୁର୍ବେଦିକ ଅନୁସାରେ ଏହି ଜିନିଷର ବ୍ୟବହାର ବହୁତ ଲାଭଦାୟକ ହୋଇଥାଏ ।

ତେବେ ସେହି ଜିନିଷଟି ହେଉଛି ଖଜୁର ଯାହାର ବ୍ୟବହାର ସଠିକ ଭାବରେ କରାଯିବା ଉଚିତ । ଖଜୁରର ବ୍ୟବହାର ଅଧିକ ସେବନ କରିଲେ ଶରୀରରେ ପିତ୍ତ ହୋଇଥାଏ ଯାହା ଦ୍ଵାରା ଶରୀର ଖରାପ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ୪ଟି ଖଜୁର ପକାଇ ଏହାର ସେବନ କରିବା ଦ୍ଵାରା ଆପଣଙ୍କର ଅବୁ ରୋଗ ଧୀରେ ଧୀରେ ଦୂର ହେବାରେ ଲାଗିବ ।

ଖଜୁରରେ ଆଇରନ ଅଧିକ ପରିମାଣରେ ରହିଥାଏ ଯାହା ରକ୍ତ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଖଜୁର ସହ କ୍ଷୀର ର ସେବନ କରିଲେ ଶରୀର ଆକ୍ଟିଭ ହେବା ସହ ଶକ୍ତି ଆସିବ । ଏହା ସହ ଯଦି ଆପଣ ପତଳା ଅଛନ୍ତି ଓ ନିଜର ଓଜନ ବଢାଇବାକୁ ଚାହୁଁଛନ୍ତି ତେବେ ଖଜୁର ସହ କ୍ଷୀର ର ସେବନ ବହୁତ ହିତକାରକ ହୋଇଥାଏ । କିଛି ଲୋକ ଓଜନ ବଢାଇବା ପାଇଁ ତେଲେ ଜାତୀୟ ଖାଦ୍ଯ ବା ମସାଲା ଥିବା ଖାଦ୍ୟର ସେବନ କରନ୍ତି ଯାହା ଦ୍ଵାରା ଆଗକୁ ଯାଇ ହାର୍ଟ ଆଟାକ ଭଳି ସମସ୍ଯା ଦେଖାଯାଏ ।

ରକ୍ତ ଗାଢା ହେଲେ ରକ୍ତଚାପ ଭଳି ସମସ୍ଯା ଦେଖାଯାଏ । କ୍ଷୀର ଓ ଖଜୁର ସହ ଏକ ଚାମଚ ଗାଈ ଘିଅ ଆଡ କରିଲେ ଶରୀରର ଓଜନ ବୃଦ୍ଧି ପାଇ ପାରିବ । କ୍ଷୀର ଓ ଖଜୁରରେ କ୍ୟାଲସିୟମ ପ୍ରଚୁର ପରିମାଣରେ ଥିବାରୁ ଏହା ଆମ ମସ୍ତିସ୍କ ପାଇଁ ବହୁତ ଭଲ ହୋଇଥାଏ । ଯଦି ଆପଣଙ୍କର ସ୍ମରଣ ଶକ୍ତି କମ ଥାଏ ତେବେ ଆପଣ ଏହାର ସେବନ କରି ପାରିବେ ।

ଆଜିକାଲି ଲୋକମାନେ ଦାନ୍ତ ସହ ଜଡିତ ସମସ୍ଯା ଭୋଗ କରୁଛନ୍ତି । ଦାନ୍ତ ମଜବୁତ କରିବା ବା ଶରୀରରେ ହାଡ ମଜବୁତ କରିବା ପାଇଁ କ୍ଷୀର ଓ ଖଜୁର ର ସେବନ କରି ପାରିବେ । ଏହା ସହ କବଚ ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କ୍ଷୀର ଓ ଖଜୁରକୁ ଫୁଟାଇ ସେବନ କରି ପାରିବେ । କବଚ ସମସ୍ଯା କାରଣରୁ ଦ୍ରୁଷ୍ଟି ଶକ୍ତି କମ ହେବା, କେଶ ଝଡିବା, ସ୍କିନରେ ଦାଗ ହେବା, କିଡନିରେ ଷ୍ଟୋନ ହେବା, ରକ୍ତ ଜମା ହେବା ଭଳି ସମସ୍ୟା ହୋଇଥାଏ ।

ଯଦି କୌଣସି ବ୍ୟକ୍ତିର ହୃଦୟ ରୋଗ ରହିଛି ତେବେ କବଚ ଭଳି ସମସ୍ଯା ତାଙ୍କର ପୂର୍ବ ରୁ ରହିଥାଏ । ଆମ ପେଟରେ କିଛି ସମସ୍ୟା ହେଲେ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ତେଣୁ କ୍ଷୀର ଓ ଖଜୁରର ସେବନ କରିଲେ କବଚ ସମସ୍ଯା ମୂଳରୁ ଶେଷ ହୋଇଯିବ । ଏହିଭଳି ଭାବେ ଖଜୁର ସହ କ୍ଷୀରର ସେବନ କରିଲେ ଅନେକ ରୋଗ ଦୁର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।