ଆଁଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ମାତ୍ର 2 ଦିନରେ ଭଲ ହେବ, କରନ୍ତୁ ଏହି ଘରୋଇ ଉପାୟ (Health Tips)

ଆଜିକାଲି ଆଁଠୁ ଗଣ୍ଠି ସମସ୍ଯା ଅଧିକାଂଶ ବୃଦ୍ଧ ବ୍ୟକ୍ତି ଙ୍କ ଠାରେ ଦେଖା ଯାଉଛି । ଯାହା ଦ୍ଵାରା ଅନେକ କଷ୍ଟ ଯନ୍ତ୍ରଣା ଅନୁଭବ କରୁଛନ୍ତି ବୃଦ୍ଧ ପୁରୁଷ ଓ ମହିଳା ମାନେ । ଏଥିପାଇଁ କିଛି ଲୋକ ମାନେ ମେଡ଼ିସିନର ବ୍ୟାହାର କରିଥାନ୍ତି । କିନ୍ତୁ କିଛି ସମୟ ଏଥିରୁ ଉପଶମ ମିଳିଥାଏ । ପରେ ପୁଣି ଥରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାର ବ୍ଯବହାର କରିଲେ ଜଏଣ୍ଟ ପେନ ଭଳି ସମସ୍ୟା ଦୂର ହୋଇଯିବ ।

ଏଥିପାଇଁ ପ୍ରଥମେ ଆବଶ୍ୟକ ରହିଛି ପିଆଜ ଯେଉଁଥିରୁ ଏମିତି ପୋଷାକ ତତ୍ଵ ମିଳିଥାଏ ଯାହା ଆଁଠୁ ଗଣ୍ଠି ସମସ୍ଯା ଦୂର କରିବାରେ ସହାୟକ ହୋଇଥାଏ । ପିଆଜ ଚୋପା ବାହାର କରିବା ପରେ ଏହାର ଗ୍ରେଭ କରନ୍ତୁ । ଏହା ପରେ ଆଡ କରନ୍ତୁ ହଳଦୀ ଯାହା ଜଏଣ୍ଟ ପେନ ସମସ୍ୟାରୁ ମୁକ୍ତି ଦେବାରେ ସାହାଜ୍ଯ କରିଥାଏ । ହଳଦିର ସେବନ କରିବା ଦ୍ଵାରା ଅଣ୍ଟା, ଆଣ୍ଠୁ, ହାତ ବା ଗୋଡ ବିନ୍ଧା ଦୂର କରିଥାଏ ।

ହଳଦିରେ ଥିବା ପୋଷାକ ତତ୍ତ୍ଵ ଆମ ଜଏଣ୍ଟ ପେନ ଭଳି ସମସ୍ୟାକୁ ଦୂର କରିବାରେ ରାମବାଣ ଭଳି କାମ କରିଥାଏ । ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଜଏଣ୍ଟ ପେନ ଭଳି ସମସ୍ୟାକୁ ଦୂର କରିଥାଏ । ଏହା ପରେ ହଳଦୀ ଓ ପିଆଜକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଶେଷ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ସୋରିଷ ତେଲ । ଏହା ପରେ ଏହି ୩ଟି ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରି ଏହାକୁ ଏକ ପାତ୍ରରେ ହାଲକ ଗରମ କରନ୍ତୁ ।

ଏହି ମିଶ୍ରଣଟି ତିଆରି କରିବା ବହୁତ ସହଜ ହେବା ସହ ସଂପୂର୍ଣ୍ଣ ପ୍ରାକୃତିକ ଉପାୟ ଅଟେ । ଏହି ମିଶ୍ରଣ ରେ ପ୍ରୟୋଗ ଆପଣ ନିଜର ଜଏଣ୍ଟ ପେନ ହେଉଥିବା ଜାଗାରେ ଲଗାଇଲେ ଏଥିରୁ ଉପସମ ମିଳି ପାରିବ । ଯେତିକି ଗରମ ଆପଣ ସାହି ପାରିବେ ସେତିକି ପରିମାଣର ଲେପ ଆନ ନିଜର ଜଏଣ୍ଟ ପେନ ଜାଗାରେ ଲଗାଇ ଦିଅନ୍ତୁ । ଲେପ ଲଗାଇବା ପରେ ଧଳା କନା ବାନ୍ଧି ଦିଅନ୍ତୁ । ଶୋଇବା ସମୟରେ ଆପଣ ଏହାର ବ୍ୟବହାର କରି ପାରିବେ ।

ଆପଣ ଏହି ରେମେଡି ର ବ୍ୟବହାର କିଛି ଦିନ କରିବା ମାତ୍ରେ ଜଏଣ୍ଟ ପେନ ଭଳି ସମସ୍ୟାରୁ କିଛି ଦିନ ମଧ୍ୟରେ ଆରାମ ପାଇ ପାରିବେ । ଏହି ମିଶ୍ରଣ ଜଏଣ୍ଟ ପେନ ସମସ୍ଯା ପାଇଁ ରାମବାଣ ଭଳି କାମ କରିବ । ଏହା ବହୁ ପୁରାତନ କାଳରୁ ପ୍ରୟୋଗ ହୋଇ ଆସୁଛି ଯାହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଏ ନାହି । ଆପଣ ମାନେ ଏହି ରେମଡି ର ପ୍ରୟୋଗ ଦିନକୁ ଦୁଇ ବା ତିନି ଥର କରି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।