Garuda Puran- ଆତ୍ମହତ୍ୟା କଣ ଭଗବାନଙ୍କ ଇଚ୍ଛାରେ ହୋଇଥାଏ ? ନା ଏହା କେବଳ ମଣିଷର ଇଚ୍ଛା…

ବନ୍ଧୁଗଣ ଆମ ମଧ୍ୟରେ ଏମିତି କିଛି ଘଟିଥାଏ କି ଆତ୍ମହତ୍ୟା କଣ ଆମ ଇଚ୍ଛାରେ ହୋଇଥାଏ ନାଁ ଈଶ୍ବରଙ୍କ ଇଚ୍ଛାରେ ହୋଇଥାଏ । ଆଜିକାଲି କିଛି ଲୋକ ମାନେ ନିଜ ଜୀବନକୁ ହାରିବା ପାଇଁ ଆତ୍ମହତ୍ୟାର ରାସ୍ତା ଚୟନ କରୁଛନ୍ତି । ଅଧିକାଂଶ ଲୋକଙ୍କୁ ଲାଗିଥାଏ କି ଏହି ଜନ୍ମରେ ସବୁ କିଛି କର୍ମ ଅନୁଯାୟୀ ହୋଇଥାଏ । କିନ୍ତୁ ଏପରି କିଛି ହୋଇନ ଥାଏ । ଗୀତା ଅନୁସାରେ କର୍ମ ଅନୁଯାୟୀ ଆମକୁ କେଉଁ ଯୋନିରେ ଜନ୍ମ ମିଳିବ ତାହା କୁହାଯାଇଛି ।

କର୍ମର ସମ୍ପର୍କ ଆମ ମନ, ଶରୀର, ମସ୍ତିସ୍କ, ଚିତ୍ତରେ ରହିଥାଏ । କର୍ମ ୩ ପ୍ରକାରର ହୋଇଥାଏ ଯଥା ସଞ୍ଚିତ, ପ୍ରାରମ୍ଭ ଓ କ୍ରିୟାମୟ । ଅନେକ ଜନ୍ମର ଏକତ୍ରିତ କରିଥିବା କର୍ମକୁ ସଞ୍ଚିତ କୁହାଯାଏ । ଏଥିରେ ପୂର୍ବ ଜନ୍ମର କର୍ମ  ବର୍ତ୍ତମାନର କର୍ମକୁ ନେଇ ସମାହିତ ଅଛି । ସଞ୍ଚିତ କର୍ମର ସେହି ଅଂସକୁ ଯାହାକୁ ଆମେ ଏହି ଜନ୍ମରେ ଭୋଗ କରିଥାଉ ତାହାକୁ ପ୍ରାରମ୍ଭ କୁହାଯାଏ । କ୍ରିୟାମାଳ ଯାହା ଆମେ ଏବେ କରିଅଛୁ ।

କର୍ମର ମହାନତା କହିବା ସମୟରେ ରାମ ଚରିତ ମାନସରେ ତୁଳସୀ ଦାସ କହିଛନ୍ତି ଇଶ୍ଵର କର୍ମକୁ ଏହି ସଂସାରରେ ପ୍ରାଧାନ୍ୟ ଦେଇଛନ୍ତି । ଆତ୍ମହତ୍ୟା ନିଶ୍ଚିନ୍ତ ହୋଇ ନ ଥାଏ । କାରଣ ଇଶ୍ଵର ଆମକୁ ପୂର୍ବ ଜନ୍ମରେ ପରିସ୍ଥିତି ଦେଇଥାନ୍ତି ଯାହା ଉପରେ କାହାର ଅଧିକାର ରହେ ନାହି । କିନ୍ତୁ ଇଶ୍ଵର ଆମକୁ ମନସ୍ତତି ଦେଇଛନ୍ତି ଯାହା ଆମ ଭିତରେ ରହିଛି । ଏହାକୁ ଆପଣ ଯେପରି ବ୍ୟବହାର କରିବେ ସେହିପରି ଆପଣଙ୍କୁ ଫଳ ମିଳିବ ।

ଯେତେବେଳେ ମଣିଷ ଦୁଖ କାରଣରୁ ଉଦାସ ହେଉଛି ତେବେ ମନସ୍ତିତ କହିଥାଏ କି ବାସ ଏହି ଜୀବନରେ ଆଉ କିଛି ନାହି, ମୋତେ ସବୁଆଡେ ଦୁଖ ହିଁ ଦୁଖ ଦେଖା ଯାଉଛି । ଏଭଳି ମଣିଷଙ୍କ ମନରେ ଆତ୍ମହତ୍ୟା ଭଳି ଆତ୍ମଘାଟି ପଦକ୍ଷେପ ନେବା ପାଇଁ ବିଚାର ଆସିଥାଏ । ଏହି ସ୍ଥିତିରେ ଇଶ୍ଵରଙ୍କୁ ଧ୍ୟାନ ଓ ଭକ୍ତି କରିବା ପାଇଁ ମଧ୍ୟ ବିକଳ୍ପ ରହିଥାଏ ଯାହାକୁ ସୁଖ ଆଜାଦି କୁହାଯାଏ ।

ଏଥିପାଇଁ ସେ ଏହି ମନସ୍ଥିତିକୁ ବଦଳାଇ ଦେଇଥାଏ । ଆଉ ଏପରି କରିବା ମଧ୍ୟ ଜରୁରୀ ହୋଇଥାଏ । ପରିସ୍ଥିତିକୁ ଆପଣ କେମିତି ସମ୍ଭାଳିବେ ତାହା ଆପଣଙ୍କ ଉପରେ ନିର୍ଭର କରିଥାଏ । ଏହା ଉପରେ ଭଗବାନ କିଛି କରିପାରିବେ ନାହି । ଆମର କର୍ମର ଆଧାରରେ ହିଁ ଆମ ଚିନ୍ତାଧାରା ରହିଛି । ପ୍ରତିଦିନ ଆମ ମନରେ ସହସ୍ର ଧାରଣା ଆସିଥାଏ ଓ ଚାଲିଥାଏ । ଯେଉଁ ଧାରଣା ବାରମ୍ବାର ଆସିଥାଏ ଏହାକୁ ଆମେ କାର୍ଯ୍ୟକାରୀ କରିଥାଉ ।

ଯଦି ମନରେ ସୁବିଧାର ଆସେ ତେବେ ଭଲ କର୍ମ ଓ କୁବିଚାର ଆସେ ତେବେ ଖରାପ କାମ କରିଥାଉ । ଯଦି ଏହି ଜନ୍ମରେ ଓ ପର ଜନ୍ମରେ ସୁଖୀ ହେବାକୁ ଇଚ୍ଛା ରହିଥାଏ ତେବେ ତାହାକୁ କର୍ମରୁ ବା ମନରୁ ଅନିଷ୍ଟ କର ନାହି । ଆପଣ ନିଜର କରମକୁ ବଦଳାଇ ସୁଖୀ ଜୀବନ ବଞ୍ଚି ପାରିବେ । ତେଣୁ କହିବାକୁ ଗଲେ ଆତ୍ମହତ୍ୟା ଭଗବାନଙ୍କ ଇଚ୍ଛା ହୋଇ ନ ଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।