ଦେଖନ୍ତୁ Video: ସ୍ତ୍ରୀ ଙ୍କ ପାଇଁ ରୋମାଣ୍ଟିକ ଅନ୍ଦାଜରେ ନାଚିଲେ Gudu, ଭାଇରାଲ ହେଲା Gudu ଙ୍କ ବାହାଘର ର ଭିଡିଓ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ କମେଡିଆନ ଗୁଡୁ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଗୁଡୁ ନିଜର ଦମଦାର କମେଡ଼ି ଜରିଆରେ ଦର୍ଶକ ମାନଙ୍କ ଭରପୁର ମନୋରଞ୍ଜନ କରନ୍ତି ।

ତାଙ୍କର କମେଡ଼ି ପାଇଁ ସେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ କମେଡିଆନ ଗୁଡୁ ଙ୍କୁ ଆପଣ ମାନେ ଅନେକ ଫିଲ୍ମ ଓ ସିରିଆଲ ରେ ଦେଖିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ କୁ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ । ସେ ନିଜର ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଗତ କିଛି ଦିନ ହେବ କମେଡିଆନ ଗୁଡୁ ନିଜ ବାନ୍ଧବୀ ପ୍ରିୟଙ୍କା ଯିଏ କି କେନ୍ଦ୍ରାପଡା ରାଜନଗର ର ଝିଅ ତାଙ୍କ ଙ୍କ ମଥାରେ ସିନ୍ଦୂର ଏବଂ ଗଳା ରେ ମଙ୍ଗଳସୁତ୍ର ପିନ୍ଧାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ତାଙ୍କ ବିବାହ ର ଫଟୋ ଗୁଡ଼ିକ ମଧ୍ୟ ସୋ-ସି-ଆ-ଲ ମି-ଡି-ଆ ରେ ଖୁବ ମାତ୍ରାରେ ଭା-ଇ-ରା-ଲ ହୋଇଥିଲା । ସମସ୍ତ ଓଲିଉଡ କଳାକାର ଓ ଦର୍ଶକ ମାନେ ନୂଆ ବିବାହିତା ଯୋଡ଼ି କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ତେବେ ବର୍ତ୍ତମାନ ଗୁଡୁ ଙ୍କ ବାହାଘର ର ଭି-ଡି-ଓ ମଧ୍ୟ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହୋଇଛି ।

ଏହି ଭି-ଡି-ଓ ରେ ଗୁଡୁ ନିଜ ପତ୍ନୀ ପ୍ରିୟଙ୍କା ଙ୍କ ପାଇଁ ଗୋଟିଏ ଓଡ଼ିଆ ଗୀତ ରେ ରୋମାଣ୍ଟିକ ଅନ୍ଦାଜ ରେ ନାଚୁ ଥିବାର ନଜର ଆସୁଛନ୍ତି । ଏକ ବୁକେ ଦେଇ ନିଜ ସ୍ତ୍ରୀ ଙ୍କୁ ପ୍ରପୋଜ ମଧ୍ୟ କରିଛନ୍ତି । ତାଙ୍କ ସ୍ତ୍ରୀ ପ୍ରିୟଙ୍କା ମଧ୍ୟ ଗୁଡୁ ଙ୍କ ସହିତ ଖୁବ ସୁନ୍ଦର ଭାବରେ ନାଚିଛନ୍ତି । ଏହି ଭି-ଡି-ଓ ରେ ଉଭୟ ଏକାଠି ବହୁତ ସୁନ୍ଦର ଦେଖା ଯାଉଛନ୍ତି ଏବଂ ଉଭୟ ପରସ୍ପର ଙ୍କ ସହିତ ବହୁତ ଖୁସି ରେ ମଧ୍ୟ ଦେଖା ଯାଉଛନ୍ତି ।

ଏହି ଭି-ଡି-ଓ ଟି ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରୁଛନ୍ତି ଏବଂ ଗୁଡୁ ଓ ପ୍ରିୟଙ୍କା ଙ୍କ ପାଇଁ ନିଜର ଭଲ ପାଇବା କମେଣ୍ଟ ମାଧ୍ୟମରେ ପ୍ରକାଶ କରୁଛନ୍ତି । ଗୁଡୁ ଙ୍କ ଏହି ବାହାଘର ର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ ରେ ଜୋରସୋର ରେ ଭା-ଇ-ରା-ଲ ହେବାରେ ଲାଗିଛି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ