IAS ଇଣ୍ଟରଭିୟୁରେ ପଚରା ଯାଇଥିବା ପ୍ରଶ୍ନ, ଏମିତି କେଉଁ ଶବ୍ଦ ଅଛି ଯେଉଁଥିରେ ଫଳ, ଫୁଲ ଓ ମିଠା 3ଟି ର ନାମ ଆସିଥାଏ ?

ଆଜି ଆମେ ଆପଣଙ୍କ ପାଇଁ କିଛି ଏହିଭଳି ପ୍ରଶ୍ନ ନେଇ ଆସିଛୁ ଯାହାକି ଆପଣଙ୍କୁ କୌଣସି ବି ବହିରେ ମିଳିବ ନାହିଁ । ଏହି ସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ଚାରିପଟେ ଅଛି । ଏହି ସବୁ ପ୍ରଶ୍ନ ଆପଣଙ୍କୁ ଅଜବ ଲାଗିବ କିନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର ବହୁତ ହିଁ ସହଜ । ଏହାକୁ ଆପଣ କେବଳ ନିଜର ଉପସ୍ଥିତ ବୁଦ୍ଧିର ଉପଯୋଗ କରି ଦେଇ ପାରିବେ । କିନ୍ତୁ ଏହାର ଉତ୍ତର ସେତିକି ହିଁ ସହଜ ଯେତିକି ଆପଣ ଚିନ୍ତା ବି କରି ନ ଥିବେ ।

୧- ଏମିତି କେଉଁ ଜିନିଷ ଅଛି ଯାହା ପାଖରେ ପର ନାହି କିନ୍ତୁ ସେ ଉଡିଥାଏ ?

ଉତ୍ତର- ଗୁଡି

୨- ଏମିତି କେଉଁ ଜିନିଷ ଅଛି ଯାହା ଖାଇବା ପୂର୍ବରୁ ଦେଖାଯାଏ ନାହି ?

ଉତ୍ତର- ଧୋକା

୩- ଏମିତି କଣ ଯାହା ବର୍ଷରେ ଠାରେ ଓ ରବିବାରକୁ ଦୁଇ ଥର ଆସିଥାଏ ?

ଉତ୍ତର- R ଶବ୍ଦ

୪- ଏମିତି କଣ ଯାହା ଆସିଥାଏ କିନ୍ତୁ ଦେଖାଯାଏ ନାହି ?

ଉତ୍ତର- ପବନ

୫- ଲାଠି ଦ୍ଵାରା ଏମିତି କେଉଁ ଜିନିଷ ଅଛି ଯାହାକୁ ଆରା ମେସିନ ବି କାଟିପାରେ ନାହି ?

ଉତ୍ତର- ଲାଠିର ବୁରାଦା

୬- ପାଣିରୁ ଜନ୍ମ ହୋଇଥାଏ ପାଣିରେ ମରିଯାଏ ଭୋଜନ ସହ ତାର ବହୁତ ଗଭୀର ସମ୍ପର୍କ ରହିଛି କୁହ କଣ ?

ଉତ୍ତର- ଲୁଣ

୭- ଏମିତି କେଉଁ ଫୁଲ ଅଛି ଯାହା ଦେଖାଯାଏ ନାହି କିନ୍ତୁ ରହିଥାଏ କୁହ କଣ ?

ଉତ୍ତର- ଏପ୍ରିଲ ଫୁଲ

୮- ଏମିତି କେଉଁ ସହର ଅଛି ଯାହାକୁ ଆମେ ଖାଇ ପାରିବା ?

ଉତ୍ତର- ସିମଳା ବା ଖାଉଥିବା ସିମଳା ଲଙ୍କା

୯- ଏମିତି କେଉଁ ପକ୍ଷୀ ଅହକି ଯାହାର ମୁଣ୍ଡରେ ଗୋଡ ଅଛି ?

ଉତ୍ତର- ସବୁ ପକ୍ଷୀଙ୍କର ଗୋଡ ରହିଥାଏ

୧୦- ଏମିତି କିଏ ଯିଏ ବିନା ପରରେ ଉଡିଥାଏ ଓ ବିନା ଆଖିରେ କାନ୍ଦିଥାଏ ?

ଉତ୍ତର- ବାଦଲ

୧୧- କଟୋରେ ମେ କଟୋରା ବାପା ଠାରୁ ମଧ୍ୟ ଗୋରା କୁହ କଣ ?

ଉତ୍ତର- ନଡିଆ

୧୨- ଏମିତି କିଏ ଯିଏ ସକାଳ ଠାରୁ ଆରମ୍ଭ କରି ସନ୍ଧ୍ୟା ଯାଏଁ ସୂର୍ଯ୍ୟ ଭଳି ଦେଖାଯାଏ ?

ଉତ୍ତର- ସୂର୍ଯ୍ୟମୁଖ୍ୟ

୧୩- ଏମିତି କେଉଁ ଜୀବ ଯିଏ ଦିନରେ ପାଣି ପିଏ ନାହି ?

ଉତ୍ତର- ଲାଭା

୧୪- ତମ୍ବାକୁରେ କେଉଁ କ୍ୟାମେକାଳ ମିଳିଥାଏ ?

ଉତ୍ତର- ନାଇଟ୍ରୋଜେନ

୧୫- କପି ଓ ପେଷ୍ଟ ର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ଲେରୀ ତେସଲର

୧୬- ଭାରତରେ ସବୁଠାରୁ ଅଧିକ କ୍ଷୀର ଉତ୍ପାଦନ କେଉଁ ରାଜ୍ୟରେ ହୋଇଥାଏ ?

ଉତ୍ତର- ଉତ୍ତରପ୍ରଦେଶ

୧୭- ଯେଉଁ ଜୀବର ହୃଦୟ ଗୋଟେ ମିନିଟରେ ୧୦୦୦ ଥର ଢାକା ଧକ କରିଥାଏ ?

ଉତ୍ତର- ଝିଟିପିଟି

୧୮- ପ୍ରଧାନମନ୍ତ୍ରୀ ହେବା ପାଇଁ କେତେ ବୟସ ସୀମା ହେବା ଉଚିତ ?

ଉତ୍ତର- ୨୫ ବର୍ଷ

୧୯- କେଉଁ ଦେଶର ଲୋକ ସବୁଠାରୁ ଅଧିକ ପିଜା ଖାଇଥାନ୍ତି ?

ଉତ୍ତର- ଆମେରିକା

୨୦- ଏମିତି କେଉଁ ଶବ୍ଦ ଅଛି ଯେଉଁଥିରେ ଫଳ, ଫୁଲ ଓ ମିଠା ୩ଟିର ନାମ ଆସିଥାଏ ?

ଉତ୍ତର- ଗୁଲାବ ଜାମୁନ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।