Rashmi Desai ସୁଇମିଂ ପୁଲରେ ବିକିନୀରେ କରାଇଲେ ହଟ ଫଟୋସୁଟ, ଭାଇରାଲ ହେଉଛି ଫଟୋ

ଟିଭି ଉଣ୍ଡଷ୍ଟ୍ରି ଅଭିନେତ୍ରୀ ରଶ୍ମି ଦେସାଇ ଟିଭି ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଯେଉଁମାନଙ୍କର ଭଲ ଫ୍ୟାନ ଫୋଲଇଙ୍ଗ ଅଛି । ଏହା ଛଡା ସେ ସବୁବେଳେ ନିଜର ପର୍ସନାଳ ଓପ୍ରୋଫେସନାଲ ଲାଇଫକୁ ନେଇ ଲାଇମଲାଇଟରେ ରହିଥାନ୍ତି । କହିବାକୁ ଗଲେ ନିଜ ସ୍ଵାମୀ ଓ ଅଭିନେତା ନନଦୀଶଙ୍କ ଠାରୁ ଛାଡପତ୍ର ନେବା ପରେ ରଶ୍ମି ଓ ନାମ ଅରହାନ ଖାନଙ୍କ ଅଫେୟାର ଚାଲିଥିଲା । ଦୁଇ ଜଣଙ୍କୁ ଏକା ସହିତ ବିଗ ବସ ସିଜିନ ୧୩ରେ ମଧ୍ୟ ଏକା ସହିତ ଦେଖାଯାଇଥିଲା ।

ଯେଉଁଠି ଆରହାନ ସମସ୍ତଙ୍କ ସାମ୍ନାରେ ରଶ୍ମି ଦେସାଇଙ୍କୁ ପ୍ରପୋଜ ବି କରିଥିଲେ । କିନ୍ତୁ ତାଙ୍କର ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ । ଆପଣଙ୍କୁ କହିଦେଉଛୁ କି ରଶ୍ମି ଦେସାଇଙ୍କ ଅଭିନୟ ସହିତ ଦର୍ଶକମାନେ ତାଙ୍କର ସୁନ୍ଦରତାର ବି ଦିବାନା ଅଟନ୍ତି ।

କିନ୍ତୁ ବର୍ତ୍ତମାନ ରଶ୍ମି ଦେସାଇ ନିଜର କ୍ୟୁଟ ଲୁକ ଠାରୁ ଅଧିକ ନିଜର ହଟ ଲୁକ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ସେଥିପାଇଁ ସେ ଲଗାତାର କିଛି ମାସରେ ଗୋଟିଏ ପରେ ଗୋଟିଏ ଫଟୋସୁଟ ପରେ ବର୍ତ୍ତମାନ ସେ ନିଜର ବିକିନୀ ଫୋଟସୁଟ କରୁଛନ୍ତି । ଏହି ବିକିନୀ ଫଟୋସୁଟର ଫଟୋ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ଭାଇରାଲ ବି ହେଉଛି । ଯେଉଁଥିରେ ରଶ୍ମି ଦେସାଇ ପିଂକ ରଙ୍ଗର ବିକିନୀ ସହ ଧଳା ରଙ୍ଗର ଆଉଟଫିଟ ସହ ନଜର ଆସୁଛନ୍ତି ।

ଯାହାକି ତାଙ୍କର ଲୁକକୁ ଆହୁରି ଆକର୍ଷକ କରିଦେଉଛି । ଅନ୍ୟ ପଟେ ତାଙ୍କର ଫ୍ୟାନ ତାଙ୍କର ଏହି ଫଟୋକୁ ଦେଖି ଦିବାନା ବି ହୋଇ ଯାଇଛନ୍ତି । ରଶ୍ମି ଦେସାଇଙ୍କ ଏହି ଫଟୋ କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇ ଯାଇଛି । ଏହି ଫଟୋରେ ଆପଣ ଦେଖି ପାରିବେ କି ରଶ୍ମି ଦେସାଇ ସୁଇମିଂ ପୁଲ ମଧ୍ୟରେ ବହୁତ ପୋଜ ଦେଇଛନ୍ତି । ଏହା ଛଡା ରଶ୍ମି ଦେସାଇ ନିଜର ଏହି ବିକିନୀ ଲୁକରେ ବହୁତ ଅଧିକ ବୋଲ୍ଡ ଓ ସେକ୍ସି ନଜର ଆସୁଛନ୍ତି ।

କହିବାକୁ ଗଲେ ରଶ୍ମି ଦେସାଇ ପ୍ରାୟତଃ ନିଜର ଇଂଷ୍ଟାରେ ବହୁତ ଫଟୋ ଶେୟାର କରିଥାନ୍ତି । କିନ୍ତୁ ତାଙ୍କର ଏହି ବୋଲ୍ଡ ଅନ୍ଦାଜ ପ୍ରଥମ ଥର ଦେଖିବାକୁ ମିଳିଛି । ରଶ୍ମି ଦେସାଇଙ୍କ ଏହି ଫଟୋ ଉପରେ ତାଙ୍କର ଫ୍ୟାନ ସହିତ ତାଙ୍କର ବନ୍ଧୁମାନେ ବି କମେଣ୍ଟ କରି ରଶ୍ମି ଦେସାଇଙ୍କ ପ୍ରଶଂସା କରୁଛନ୍ତି ।

ଆପଣଙ୍କୁ କହିଦେଉଛୁ କି ରଶ୍ମି ଦେସାଇ ଶେଷ ଥର ଟିଭି ସିରିୟଲ ନାଗିନ ୪ରେ ନଜର ଆସିଥିଲେ ଓ ସେ ନିଜର କ୍ୟାରିୟରର ଆରମ୍ଭ ସିରିୟଲ ଉତ୍ତରନରେ ତପସ୍ୟାର ରୋଲରୁ କରିଥିଲେ ଓ ଏହି କିରଦାର ଦ୍ଵାରା ସେ ଘରେ ଘରେ ପରିଚିତ ବି ହୋଇଥିଲେ । ଏହା ପରେ ଅଭିନେତ୍ରୀଙ୍କୁ ଅନ୍ୟ କେତେକ ସିରିୟଲରେ ବି ଦେଖା ଯାଇଛି । କିନ୍ତୁ ବିଗ ବସରେ ସାମିଲ ହେବା ପର ଠାରୁ ତାଙ୍କର ପପୁଲାରୀଟିଆହୁରି ଅଧିକ ବଢି ଯାଇଛି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।