ବନସୁନ୍ଦରୀ (Rare Trinket snake), ଦୁନିଆର ସବୁଠୁ ଦୁର୍ଲଭ ଓ ଭୟଙ୍କର ସାପ, ଭାଗ୍ୟରେ ଥିଲେ ଦେଖିବାକୁ ମିଳେ ଏହି ସାପ, କିନ୍ତୁ ଏହି ଗାଁ କୁ କେମିତି ଆସିଲା, ଦେଖନ୍ତୁ Video

ଆଜି ଆମେ ଆପଣଙ୍କୁ ଏଭଳି ଏକ ସାପ ଉଦ୍ଧାରର ଭି-ଡି-ଓ ଦେଖାଇବୁ ଯାହା ହୁଏତ ଆପଣ କେବେ ଦେଖି ନଥିବେ । ଏଭଳି ସାପ ବହୁତ ବିରଳ ଓ ବି-ଷ-ଧ-ର ମଧ୍ୟ । ଭୁଲରେ ମଧ୍ୟ ଏହା ବ୍ୟକ୍ତିଙ୍କୁ କା-ମୁ-ଡି ଦେଲେ ଜୀବନ ବି-ପ-ଦ-ରେ ପଡିଯାଏ । ଏହି ସାପଟି ନାମ ହେଉଛି ଟ୍ରିଙ୍କେଟ ବା ବନସୁନ୍ଦରୀ । କିଛି ସ୍ଥାନରେ ଏହାକୁ ବୋଡା ସାପ ମଧ୍ୟ କୁହନ୍ତି । ଓଡିଶାର ଭଦ୍ରକ ଜିଲ୍ଲାରୁ ଏହି ଏହିପରି ଏକ ସାପ ଉଦ୍ଧାର କରା ଯାଇଥିଲା ।

ସାପଟି ଦେଖବାକୁ ଖୁବ ଲମ୍ବା ଥିଲା ଯାହାକୁ କାବୁ କରିବା ଅତ୍ୟନ୍ତ ବି-ପ-ଦ-ଜ-ନକ ଥିଲା । ଏହି ସାପଟି ଦେଖିବାକୁ ଖୁବ ସୁନ୍ଦର ଥିଲା । ଏହାର ଶରୀରରେ ମାଟିଆ, ହଳଦିଆ, ସବୁଜ, ଧଳା ଓ କଳା ଆଦି ଅନେକ ପ୍ରକାରର ରଙ୍ଗ ଥାଏ ଓ ଚିତ୍ର ବିଚିତ୍ର ମଧ୍ୟ ହୋଇଥିଲା । ସାପର ମୁଣ୍ଡରୁ ପିଠି ଯାଏଁ ଗୋଟିଏ ରଙ୍ଗ ଥିଲା, ପିଠିରେ ଆଉ ଏକ ପ୍ରକାର ରଙ୍ଗ ଏବଂ ଚିହ୍ନ ଥିଲା ଓ ଲାଞ୍ଜ ଆଡକୁ ମଧ୍ୟ ଏକ ଭିନ୍ନ ରଙ୍ଗ ଏବଂ ଚିହ୍ନ ଥିଲା ।

ଏହି ପ୍ରକାର ଭାବେ ସାପଟି ଦେଖିବାକୁ ଖୁବ ଆଖି ଦୃଷ୍ଟିଆ । ସେଥିପାଇଁ ତାକୁ ବନସୁନ୍ଦରୀ ମଧ୍ୟ କୁହାଯାଏ । କିନ୍ତୁ ଏହା ଦେଖିବାକୁ ଯେତିକି ସୁନ୍ଦର ସେତିକି ଭୟଙ୍କର ମଧ୍ୟ । ରା-ଗି-ଗ-ଲେ ଏହା ବେକ ଫୁଲାଇ କା-ମୁ-ଡି-ବା-କୁ ଗୋ-ଡା-ଉଥିଲା । ଏହି ସାପଟି ଖୁବ ଆ-କ୍ର-ମ-କ ସ୍ଵଭାବର ଥିଲା । ଗାଁ ଲୋକେ ସାପକୁ ଦେଖିବା ପରେ ତାକୁ ଉଦ୍ଧାର କରିବା ପାଇଁ ସାପଧରାଳିଙ୍କୁ ଯୋଗାଯୋଗ କରିଥିଲେ ।

ସେ ସେଠାରେ ଆସି ଦେଖିଥିଲେ ଯେ ଏହା ଏକ ଟ୍ରିଙ୍କେଟ ସାପ । ସେ ସାପକୁ ଧରିବାକୁ ଯିବାବେଳେ ତାଙ୍କୁ ଚକମା ଦେଇ ସାପଟି ପଳାଇ ଯାଇଥିଲା । ଯାହା ଫଳରେ ସାପଧାରାଳିଙ୍କୁ ଘର ଚାରିପାଖେ ଦିଆ ଯାଇଥିବା ବାଉଁଶ ବାଡଟିକୁ ଭା-ଙ୍ଗି ଧାଇଁ ଯାଇ ସାପକୁ ଧରିବାକୁ ପଡିଥିଲା ।

ଏହା ଦେଖିବା ପାଇଁ ସେଠାରେ ଗାଁ ଲୋକେ ମଧ୍ୟ ଭିଡ ଜମାଇଥିଲେ । ସାପଧରାଳି କହିଥିଲେ କି ଏହି ସାପ ଏତେ ଚାଲାଖ ଯେ ଏହାକୁ ଧରିଲେ ବେଳେବେଳେ ଏହା ମ-ରି-ଯି-ବା ପରି ଅଭିନୟ ମଧ୍ୟ କରିଥାଏ । ଯାହା ବି ହେଉ ପରିଶେଷରେ ସାପକୁ କା-ବୁ କରି ମୁଣାରେ ଭର୍ତ୍ତି କରି ନେଇ ଯାଇଥିଲେ ସାପଧରାଳି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।