ଓଲିଉଡ ର ଲୋକପ୍ରିୟ ଅଭିନେତ୍ରୀ Anu Choudhury ଙ୍କ ଫ୍ୟାମିଲି ଆଲବମ ଆଗରୁ କେବେ ବି ଦେଖିନଥିବେ

ଓଡିଆ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଆପଣ ସମସ୍ତେ ନିଶ୍ଚିତ ରୂପରେ ଜାଣିଥିବେ । ଅନୁ ଚୌଧୁରୀ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ତାଙ୍କ ଦ୍ଵାରା ଅଭିନୀତ ସମସ୍ତ ଫିଲ୍ମ ଦର୍ଶକମାନଙ୍କ ଦ୍ଵାରା ପ୍ରଶଂସା କରାଯାଇଥାଏ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଓଡିଆ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ରୂପରେ କାମ କରିସାରିଛନ୍ତି । କହିଦେଉଛୁ କି ଅନୁ ଚୌଧୁରୀ ନିଜର ଅଭିନୟ ମାଧ୍ୟମରେ ଦର୍ଶକମାନଙ୍କୁ ନିଜର ଦିବାନା କରି ରଖିଛନ୍ତି ।

କହିଦେଉଛୁ କି ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀଙ୍କ ଯୋଡିକୁ ଦର୍ଶକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଏହି ଯୋଡି ବହୁତ ଫିଲ୍ମରେ ଏକାଠି ନଜର ଆସିଛନ୍ତି ଓ ଏମାନଙ୍କ ଦ୍ଵାରା ଅଭିନୀତ ପ୍ରାୟତଃ ଫିଲ୍ମ ସୁପରହିଟ ମଧ୍ୟ ହୋଇଛି ।

ଆଜି ଆମେ ଅନୁ ଚୌଧୁରୀଙ୍କ ପର୍ସନାଳ ଲାଇଫ, ଘର ଓ ପରିବାର ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ । ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ପ୍ରକୃତ ଘର ହେଉଛି ଭୁବନେଶ୍ଵର ଓ ବର୍ତ୍ତମାନ ବି ସେ ନିଜର ପୁରା ପରିବାର ସହ ଭୁବନେଶ୍ଵରରେ ରହୁଛନ୍ତି । ଯଦି ତାଙ୍କର ପରିବାର ବିଷୟରେ କହିବା ତେବେ ତାଙ୍କ ପରିବାରରେ ସେ ଓ ତାଙ୍କର ପିତା ଓ ମାତା । ତାଙ୍କ ପିତାଙ୍କ ନାଁ ହେଉଛି ରବି ଚୌଧୁରୀ ଓ ମାତା ସୌଦାମିନୀ ଚୌଧୁରୀ ।

ଅନୁ ଚୌଧୁରୀଙ୍କ ପିତା ରବି ଅନୁ ଚୌଧୁରୀ ଜଣେ ଓଡିଆ ଫିଲ୍ମ ଏଡିଟର ଅଟନ୍ତି । କହିଦେଉଛୁ କି ଅନୁ ଚୌଧୁରୀ ବିଜୁ ପଟ୍ଟନାୟକ କଲେଜରେ + ୨ ବିଜ୍ଞାନ କରିଛନ୍ତି । ଏହା ପରେ ସେ ରମାଦେବୀ ବିଶ୍ଵ ବିଦ୍ୟାଳୟରେ ଡିଗ୍ରୀ ହାସଲ କରିଛନ୍ତି । ଅନୁ ଚୌଧୁରୀଙ୍କ ଅଭିନୟ କ୍ୟାରିୟର ବିଷୟରେ କହିବା ତେବେ ସେ ନିଜର ଅଭିନୟ କ୍ୟାରିୟର ଶିଶୁ କଳାକାର ରୂପରେ ଆରମ୍ଭ କରିଥିଲେ ।

ସେ ଶିଶୁ କଳାକାର ରୂପରେ ବଧୁ ନିରୁପମା ଓ ମମତା ମାଗେ ଉଲ ଭଳି ଅନ୍ୟ କେତେକ ଫିଲ୍ମରେ ଅଭିନୟ କରିଥିଲେ । ଏହା ପରେ ସେ ୧୯୯୮ରେ ରିଲିଜ ହୋଇଥିବା ଫିଲ୍ମ ମା ଗୋଜବାୟାଣୀରେ ମୁଖ୍ୟ ଅଭିନେତ୍ରୀ ରୂପରେ ଅଭିନୟ କରିଥିଲେ । ଏହା ପରେ ସେ ‘ରାଖୀ ବାନ୍ଧିଲେ ମୋ ରଖିବ ମାନ, ଶାଶୁ ଘର ଚାଲିଜୀବୀ ଓ ଓମ ଶାନ୍ତି ଓମ ଭଲି ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ।

କହିଦେଉଛୁ କି ଅନୁ ଚୌଧୁରୀ ଓଡିଆ ଫିଲ୍ମ ସହ ବେଙ୍ଗଲି ଓ ତେଲୁଗୁ ଫିଲ୍ମରେ ବି କାମ କରିଛନ୍ତି । ତାଙ୍କ ଦ୍ଵାରା ଅଭିନିତ ସବୁ ଚରିତ୍ର ବି ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥାଏ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ