ଦ୍ଵିତୀୟ T20 ରେ Rohit Sharma ମାରିଲେ ହୋସ୍ ଉଡେଇବା ଭଳି 150 ମିଟର ଲମ୍ବର ଛକା, ଏହା ପରେ ପତ୍ନୀ Ritika ଙ୍କ ପ୍ରତିକ୍ରିୟା କିପରି ଥିଲା ଦେଖନ୍ତୁ

ଗତକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ଵିତୀୟ ଟି-୨୦ ମ୍ଯାଚ ଖେଳା ଯାଇଥିଲା । ପ୍ରଥମ ମ୍ଯାଚ ପରି ଦ୍ଵିତୀୟ ମ୍ଯାଚଟି ମଧ୍ୟ ଖୁବ ରୋମାଞ୍ଚକର ଥିଲା । ମ୍ଯାଚ ଆରମ୍ଭରୁ ଭାରତୀୟ ଟିମ୍ ନ୍ୟୁଇଜିଲାଣ୍ଡ ଉପରେ ସଂପୂର୍ଣ୍ଣ ଭାବେ ନିଜ ଚାପ ବନାଇ ରଖିଥିଲା । ରୋହିତ ଶର୍ମାଙ୍କ କପ୍ତାନୀରେ ଭାରତୀୟ ଟିମ୍ ଖୁବ ଭଲ ପ୍ରଦର୍ଶନ କରିଥିବା ବେଳେ । ରୋହିତ ଶର୍ମା ନିଜେ ମଧ୍ୟ ଖୁବ ଭଲ ବ୍ୟାଟିଂ କରିବା ସହ ହୋସ୍ ଉଡେଇବା ଭଳି ଛକା ମା-ରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ।

ଦ୍ଵିତୀୟ ମ୍ଯାଚରେ ଭାରତୀୟ ଟିମ୍ ପ୍ରଥମେ ବୋଲିଂ କରିଥିଲା । ଭାରତୀୟ ବୋଲର ମାନେ ଖୁବ ଚମତ୍କାର ବୋଲିଂ କରି ନ୍ୟୁଜିଲାଣ୍ଡ ଟିମ୍ ର ବ୍ୟାଟିଂରେ ଲଗାମ ଲଗାଇଥିଲେ । ନ୍ୟୁଜିଲାଣ୍ଡକୁ ମାତ୍ର ୧୫୩ ରନ୍ ରେ ରୋକିବାରେ ସଫଳ ହୋଇ ପାରିଥିଲେ ଭାରତୀୟ ବୋଲର ମାନେ । ସେହିପରି ୧୫୪ ରନ୍ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇ ଥିବା ଭାରତୀୟ ଟିମ୍ ର ଦୁଇ ଓପନର କେ.ଏଲ ରାହୁଲ ଓ କପ୍ତାନ ରୋହିତ ଶର୍ମା ମଧ୍ୟ ଆରମ୍ଭରୁ ଭଲ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ ଚାପରେ ପକାଇ ଦେଇଥିଲେ ।

ମ୍ଯାଚ ଆରମ୍ଭରୁ ହିଁ ଦୁଇ ବ୍ୟାଟ୍ସମ୍ୟାନ ନ୍ୟୁଜିଲାଣ୍ଡ ବୋଲରଙ୍କୁ କଡା ପ୍ର-ହା-ର କରି ଚାଲିଥିଲେ । ଏହା ମଧ୍ୟରେ ରୋହିତ ଶର୍ମା ଆଡାମ ମିଲନଙ୍କ ଭଳି ଖ-ତ-ର-ନା-କ ବୋଲରଙ୍କୁ ଏମିତି ଏକ ଛକା ମା-ରି-ଥି-ଲେ ଯାହା ଦେଖି ପୁରା ନ୍ୟୁଜିଲାଣ୍ଡ ଟିମ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ଏପରିକି ନ୍ୟୁଜୁଲାଣ୍ଡର କପ୍ତାନ ଟିମ ସାଉଦିଙ୍କର ମଧ୍ୟ ଗୋଡ ତଳୁ ମାଟି ଖସି ଯାଇଥିଲା । କାରଣ ଏହି ଛକା କେବଳ ଏକ ଛକା ନଥିଲା ବରଂ ନ୍ୟୁଜିଲାଣ୍ଡ ଟିମ୍ ପାଇଁ ଏକ ହୁଙ୍କାର ଥିଲା କି ଭାରତୀୟ ଟିମ୍ କେତେ ଶକ୍ତିଶାଳୀ ଅଟେ ।

ରୋହିତଙ୍କ ଏହି ଛକା ଦେଖି ତାଙ୍କ ଧର୍ମପତ୍ନୀ ରିତିକା ମଧ୍ୟ ଖୁବ୍ ଖୁସି ନଜର ଆସିଥିଲେ । ସେ ଏହି ମୁକାବିଲା ସମୟରେ ଭାରତୀୟ ଟିମ୍ କୁ ପୂର୍ଣ୍ଣ ସମର୍ଥନ କରୁଥିଲେ । ରୋହିତ ପୁରା ୧୫୦ ମିଟରର ଏହି ଲମ୍ବା ଛକା ମା-ରି ସମସ୍ତଙ୍କ ହୋସ୍ ଉଡାଇ ଦେଇଥିଲେ । ରୋହିତ ଏହି ଛକା ମା-ରି-ବା ପରେ ଷ୍ଟାଡିୟମରେ ଉପସ୍ଥିତ ଥିବା ପ୍ରଶଂସକଙ୍କ ଭିତରେ ମଧ୍ୟ ଖୁବ କୋଳାହଳ ଓ ଉତ୍ସାହ ଦେଖିବାକୁ ମିଳିଥିଲା । ଆପଣଙ୍କୁ ରୋହିତ ଶର୍ମାଙ୍କ ଏହି ଛକା କିପରି ଲାଗିଥିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।