ରଜ ସଂକ୍ରାନ୍ତି (15 June), ଝିଅ ଏବଂ ମହିଳାମାନେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ, ହେଇଯିବ ସର୍ବନାଶ

ରାଜ ସଂକ୍ରାନ୍ତି ଏହା ଓଡିଶାରେ ଏକ ବଡ ପର୍ବ ଅଟେ । ଏହି ଦିନ ଝିଅ ପିଲାମାନେ ନିଜକୁ ଖୁବ ସୁନ୍ଦର ଭାବେ ସଜେଇ ଦେଇ ଥାନ୍ତି । ଏହି ଦିନକୁ  ଓଡିଶାରେ ଖୁବ ଭଲ ଭାବେ ଢୁଂ ଧାମରେ ପାଳନ କରାଯାଇ ଥାଏ । ଏହି ଦିନ ମା ଲକ୍ଷ୍ମୀ ତାଙ୍କର ମାସିକ ଧର୍ମ ପାଳନ କରିଥାନ୍ତି ।

ଏହି ଦିନ ପ୍ରତେକ ଝିଅ ମାନେ ଏହାକୁ ମାନି ଥାନ୍ତି । ଏହି ଦିନ ଝିଅ ମାନେ କିଛି କାମ କରିନ୍ତି ନି । ଏହା ପରେ ଆସନ୍ତୁ ଜାଣିବା ଏହା କେଉଁ ଦିନ ପାଇଁ ପାଳନ କରାଯାଏ ଓ କିଭଳି ପାଳନ କରାଯାଏ । ଏହହାକୁ ମିଥୁନ ସଂକ୍ରାନ୍ତି ଦିନ ପାଳନ କରାଯାଏ । ଏହି ପର୍ବ କୁ ୪ ଦିନ ଯାଏ ପାଳନ କରାଯାଏ । ପ୍ରଥମ ଦିନ ହେଉଛି ପହିଲି ରଜ ଦ୍ଵିତୀୟ ଦିନ ମିଥୁନ ସଂକ୍ରାନ୍ତି ଓ ତୃତୀୟ ଦିନ ହେଉଛି ଶେଷ ରଜ । ଏହାର ଚତୁର୍ଥ ଦିନକୁ କୁହା ଯାଏ ବସୁମତୀ ସ୍ନାନ କୁହା ଯାଏ । ଏହାକୁ କୁହାଯାଏ କି ରଜ ଏହାର ମାନେ ହେଉଛି କି ମହିଳା ମାନଙ୍କ ମାଶୀକ ଧର୍ମ ।

ଏହି ତିତନୀ ଦିନ ମହିଳା ମାନେ କିଛି ଭି କାମ ନକରି ନିଜକୁ ସଜେଇ ହୋଇ । ନିଜ ସ୍ଵାମୀ ମାନଙ୍କୁ ଅପେକ୍ଷା କରି ଥାନ୍ତି । ଏହି ପର୍ବ ର ପ୍ରଥମ ଦିନକୁ ଆମେ ମାନେ ଖୁବ ଧୂମ ଧାମ ରେ ପାଳନ କରା ଯାଇ ଥାଏ । ଏହି ଦିନ ନାରି ମାନେ ସକାଲୁ ଉଠି ଗାଧୋଇ ସାରି । ନିଜକୁ ନବୀନ ବସ୍ତ୍ର ସହ ଖୁବ ସୁନ୍ଦର ଭାବେ ସଜାଇ ଦେଇ ଥାନ୍ତି ।

ଏହି ଦିନ ଝିଅ ମାନେ ଯେହେତୁ କିଛି କାମ କରି ନଥାନ୍ତି ତେଣୁ କରି ସେମାନେ କେବଳ କିଛି ଖେଳ ଖେଳିବା ଓ ଦୋଳି ଖେଳିବା ଭଳି କିଛି କାମ କରି ଥାନ୍ତି । ଏହି ଦିନ ଝିଅ ମାନେ ସାଙ୍ଗ ମାନଙ୍କ ସହ ମିଶି ମଜା କରି ଥାନ୍ତି । ଏହି ଦିନ ସେମାନେ ନା ପ୍ରକାର ଫୁଲ ଓ ନାନା ପ୍ରକାର ଫଳ ଦ୍ଵାରା ଭଗବାନ ଙ୍କୁ ପୂଜା କରା ଯାଉଛି । ଏହି ଦିନ ଘର ମାନଙ୍କରେ ନା ନା ପ୍ରକାର ପିଠା ପଣା କରା ଯାଏ ।

ତେବେ ଏହି ପର୍ବ ରେ ପ୍ରଥମ ଦିନ ଗାଧୋଇବା ପରେ । ପୁନଃ ଗାଧୋଇବା ମନା । ତେବେ ଏହି ଦିନ କିଛି କାମ କରିବା ମନା । ଯେଉଁ ଦିନ ଏହାର ସମାପନ ହେବ ସେଦିନ ଗାଧୁଆ ପାଧୁଆ କରି ପାରିବେ  ତା ପୂର୍ବ ରୁ କେବେବି ଆପଣ ଗାଧୋଇ ପାରିବେ ନି ବୋଲି କୁହା ଯାଏ । ଏହି ଦିନ ଲୁଣ ଖାଇବା ମନା ଥାଏ । ଏହି ଦିନ ଅଧିକ ରନ୍ଧା  ଖାଦ୍ଯ ଖାଇବା ମନା ହୋଇ ଥାଏ ।

ଏହି ଦିନ ଯେହେତୁ ଧାରିତ୍ରି ମାତା ଭି ରଜ ସ୍ଫାଲା ହୋଇ ଥାଆନ୍ତି ଶେଥି ପାଇଁ କେବେବି ଖାଲି ପାଦରେ ଚାଲିବା ମନା ହୋଇ ଥାଏ । କୁଆଁରୀ ମାନେ ଏହାକୁ ସମ୍ମାନ ଦେଇ ଏହି ଦିନ କୁ ପାଳନ କରି ଥାନ୍ତି । ଏମାନେ ହଳଦୀ ଲଗେଇବା ସହ ନିଜକୁ ସୁନ୍ଦର କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରି ଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ