ଦହି ସହିତ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି 5 ଟି ଜିନିଷ, ନ ହେଲେ ପରେ ବହୁତ ପସ୍ତେଇବେ- Health Tips

ମଣିଷ ନିଜ ନୀତିଦିନିଆ ଜୀବନରେ ଅନେକ ପ୍ରକାରର ଖାଦ୍ଯର ସେବନ କରିଥାଏ । ମଣିଷ ନିଜକୁ ସୁସ୍ଥ ରଖିବା ପାଇଁ ଦାଏତରେ ମଧ୍ୟ କିଛି ବିଶେଷ ପ୍ରକାରର ପରିବା ଖାଇବା ସହ ଫଳ ଓ ଡାଲି ଜାତୀୟ ଖାଦ୍ଯ ମଧ୍ୟ ଖାଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ଦହି ଖାଇବା ସମୟରେ କେଉଁ ସବୁ ଜିନିଷ ଖାଇବା ଉଚିତ ନୁହେ ସେହି ବିଷୟରେ କହିବାକୁ ଯାଉଛୁ । ଆୟୁର୍ବେଦିକ ଅନୁସାରେ ଏମିତି କିଛି ଜିନିଷ ରହିଛି ଯାହା ଏକ ସମୟରେ ସେବନ କରାଯାଏ ନାହି । ଭୁଲରେ ବି ଦହି ଖାଇବା ସମୟରେ ତରଭୁଜ ବା ୱାଟରମିଲନର ସେବନ କରିବା ଉଚିତ ନୁହେ । କାରଣ ଏପରି କରିବା ଦ୍ଵାରା ଆମ ଶରୀରର କୌଣସି ଜାଗାରେ ରକ୍ତ ଜମାଟ ହୋଇ ଫୁଲିଯାଏ । ଏହା ବ୍ଯତୀତ ଦହି ସହିତ ମାଛ ଖାଇବା ଉଚିତ ନୁହେ ।

କାରଣ ଏପରି କରିବା ଦ୍ଵାରା ଆମ ସ୍କିନ ବା ମୁହଁରେ ଧଳା ସ୍ପଟ ଦାଗ ହୋଇଯାଏ । ତେଣୁ ଭୁଲରେ ନି ଦହି ସହ ମାଛର ସେବନ କରିବା ଅନୁଚିତ ଅଟେ । ଯେଉଁ ମାନେ ଡାଇବେଟିସ ରୋଗୀ ସେମାନଙ୍କଉ ଦହି ସହ ଚିନି ଖାଇବା ଅନୁଚିତ ଅଟେ । ଦହି ସହ ଚିନି ଖାଇବା ଦ୍ଵାରା ଏହା ଶରୀରର ମୋଟାପଣ ବୃଦ୍ଧି କରିବା ସହ ଡାଇବେଟିସ ରୋଗୀଙ୍କର ସୁଗାର ଲେବଲ ମଧ୍ୟ ବଢାଇଥାଏ ।

ତେଣୁ ଏପରି କରିବା ଉଚିତ ନୁହେ । ଏହା ଛଡା ଦହି ସହିତ ଲେମ୍ବୁର ସେବନ କରିବା ଉଚିତ ନୁହେ । କାରଣ ଏପରି କରିବା ଦ୍ଵାରା ଏସିଡିଟି ବା ଗ୍ଯାସ ସମସ୍ଯା ହୋଇଥାଏ । ଯାହା ଫଳରେ ଆମକୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ତେଣୁ ଭୁଲରେ ବି ଦହି ଖାଇବା ସମୟରେ ଲେମ୍ବୁ ଖାଇବା ଅନୁଚିତ ଅଟେ । ଏହା ସହ ଦହି ଖାଇବା ସମୟରେ ଥଣ୍ଡା ଜାତୀୟ କୌଣସି ଜିନିଷ ଯେମିତିକି କୋଲଡ୍ରିଂକ୍ସ ବା ଆଇସକ୍ରିମ ଆଦି ଖାଇବା ଉଚିତ ନୁହେ । ଏପରି କରିବା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହେବା ସହ ଅନେକ ସମସ୍ଯା ମଧ୍ୟ ହୋଇଥାଏ ।

ଏହା ବ୍ଯତୀତ ଲବଙ୍ଗ ଦହି ସହ ଖାଇବା ଉଚିତ ନୁହେ । କ୍ଷୀର ସେବନ ସମୟରେ ଦହି ଖାଇବା ଉଚିତ ନୁହେ । ଏ ସବୁ ଥିଲା ଦହି ଖାଇବା ସମୟରେ କେଉଁ କେଉଁ ଜିନିଷର ସେବନ କରିବା ଅନୁଚିତ ଅଟେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ