ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହେଇଛି ଲଘୁଚାପ, ନେଇପାରେ ବାତ୍ୟାର ରୂପ, ରଜ ଆରମ୍ଭରୁ ପ୍ରବଳ ବର୍ଷିବ

ମହାବାତ୍ୟା ପ୍ରଥମେ ଏଭଳି ଏକ ନାମ ଛାଡି ଚାଲି ଗଲା କି ଏହା ପରେ ଆସୁଥିବା ପ୍ରତେକ ବାତ୍ୟା ଉପରେ ନଜର ରଖିବା ପାଇଁ ପାଣି ପାଗ ବିଭାଗ ଖୁବ ସଚେତନ ହୋଇ ଯାଇଛି । ତେବେ ଏବେ ପ୍ରତେକ ବର୍ଷ କିଛି ନା କିଛି ବାତ୍ୟା ଓ ଝଡ ତ  ଆସୁଛି ।

ଏହା ପାଇଁ ଆଗରୁ ଜାଣିବା ପରେ ଆମେ ଆମ ସଚେତନତା କୁ ଅଧିକ ମହତ୍ଵ ଦେଇ ଥାଉ । ଏହି କିଛି ଦିନ ତଳେ “ୟଶ” ଆସିକି ଯିବା ପରେ  ଆଉ ଏକ ବାତ୍ୟା ଆସିବାର ସମ୍ଭାବନା ଅଛି । ତେବେ ପାଣି ବିଭାଗରୁ ଜଣା ପଡିଛିକି ଏବେ ପୁଣି ଠାରେ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଓ ଏହା ପାଇଁ ଆମେ ଆଗରୁ ସତର୍କ ରହିବା ପାଇଁ ମଧ୍ୟ କହିଛି । ଭାରତୀୟ ପାଣି ପାଗ ବିଭାଗରୁ ଜଣା ପଡିଛିକି ଏହା ବାତ୍ୟାର ରୂପ ନେଇ ପାରେ ।

ଏହା ସହ କୁହା ଯାଇଛି କି ଏହା ଧୀରେ ଧୀରେ ଘନୀ ଭୁତ ହେବାରେ ଲାଗଛି । ଆଗରୁ “ୟଶ”, “ତାଇତେ” ଦୁଇଟି ବାତ୍ୟା ଆସିକି ଭାରତର ଅବସ୍ଥା ଗୁରୁତର କରିବା ପରେ । ଏବେ ଏହା ଜାଣିବା କଷ୍ଟ କର ହୋଇ ଯାଇଛି କି ଏହା କେଉଁ ରାଜ୍ୟ ରେ ଅଧିକ ପ୍ରଭାବ ପକାଇବା ପାଇଁ ଯାଉଛି ।

ତେବେ ଏବେ ଖାଲି ପ୍ରବଳ ବର୍ଷା କୁ ଦେଖିକି ରାଜ୍ୟ ସରକାର ପ୍ରତେକ ଜିଲ୍ଲାକୁ  ଆଗରୁ ସତର୍କ ହେବା ପାଇଁ କହିଛନ୍ତି । ଏବେ ହେଉଥିବା ବର୍ଷା ୩ ରୁ ଅଧିକ ଦୀନ ଯାଏ ହୋଇ ପାରେ । ଏହା ପାଇଁ କିଛି ଜରୁରୀ କାଳୀନ ଟିମ ପ୍ରସ୍ତୁତ ସହ ୨୪ ଘଣ୍ଟା ଆଲର୍ଟ ରହୁଥିବା ଏକ କଣ୍ଟ୍ରୋଲ ରୁମ ପାଇଁ ବ୍ୟବସ୍ଥା କରିବା ପାଇଁ ସରକାର କହିଛନ୍ତି ।

ତେବେ ଏହି ସମୟରେ କେବଳ ବାତ୍ୟା ନୁହେଁ ବରଂ ଏହା ସହ ଭୂସ୍ଖଳନ ହେବାର ସମ୍ଭାବନା ମଧ୍ୟ ଥିବା କଥା କୁହା ଯାଇଛି । ଏହାକୁ  ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ଆବଶ୍ଯ ସ୍ଥଳେ ଲୋକମାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇ ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ସୂଚନାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।