Interesting Odia Gk- ରାଜାର ରାଜ୍ୟରେ ନାହିଁ, ମାଳିର ବଗିଚାରେ ନାହିଁ, କାଟିଲେ ମଞ୍ଜି ନାହିଁ, ଖାଇଲେ ସ୍ଵାଦ ନାହିଁ- ତାହା କଣ ?

ଅନେକ ଲୋକ ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନ ଏବଂ ଉତ୍ତର ପଢିବାକୁ ଭଲ ପାଆନ୍ତି । ଏହା ଆପଣଙ୍କ ସାଧାରଣ ଜ୍ଞାନକୁ ବଢାଇବା ସହ ଅନେକ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ମଧ୍ୟ ସାହାଯ୍ୟ କରିଥାଏ । ଆପଣ ଯଦି ସାଧାରଣ ଜ୍ଞାନ ପଢିବାକୁ ଭଲ ପାଆନ୍ତି କିମ୍ବା କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆମେ ଆପଣଙ୍କ ପାଇଁ ବଛାବଛା ପ୍ରଶ୍ନ ଏବଂ ତା’ର ଉତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।

୧- ଜଣେ ମହିଳା ନିଜ ଜୀବନକାଳ ମଧ୍ୟରେ କେତୋଟି ସନ୍ତାନ ଜନ୍ମ ଦେଇପାରେ ?

ଉ: ୪୦ଟି

୨- ଦୁନିଆର କେଉଁ ବ୍ୟକ୍ତିଙ୍କ ୪୦ ଜଣ ପତ୍ନୀ ଏବଂ ୯୪ଟି ସନ୍ତାନ ଥିଲେ ?

ଉ: ଜିଓନା ଚାନା କୋ

୩- କେଉଁ ଜିନିଷ ଗରମ କଲେ ଜମିଯାଏ ?

ଉ: ଅଣ୍ଡା

୪- ସାରା ଦୁନିଆରେ କେଉଁ ଦେଶର ଲୋକ ସବୁଠୁ ଅଧିକ ଚିନି ଖାଇଥାନ୍ତି ?

ଉ: କ୍ୟୁବା

୫- ପ୍ରଧାନମନ୍ତ୍ରୀ ହେବା ପାଇଁ ଅତିକମ୍ ରେ କେତେ ବର୍ଷ ବୟସ ହୋଇଥିବା ଆବଶ୍ୟକ ?

ଉ: ୨୫ ବର୍ଷ

୬- କେଉଁ ପକ୍ଷୀ ପଛୁଆ ଉଡିପାରେ ?

ଉ: କିୱି ପକ୍ଷୀ

୭- କେଉଁ ପଶୁ ସବୁଠୁ ଅଧିକ ଦୟାଳୁ ଅଟେ ?

ଉ: ହାତୀ

୮- କେଉଁ ଦେଶରେ ସବୁଠୁ ଅଧିକ ଫାଶୀ ଦଣ୍ଡ ଦିଆଯାଏ ?

ଉ: ଦକ୍ଷିଣ କୋରିଆ

୯- କେଉଁ ଦେଶରେ ଫିଲ୍ମ ଦେଖିଲେ ଜୋରିମାନା ଦେବାକୁ ପଡେ ?

ଉ: ଦକ୍ଷିଣ କୋରିଆ

୧୦- ସଂପୂର୍ଣ୍ଣ ପୃଥିବୀରେ କେଉଁ ଗ୍ଯାସ ସବୁଠୁ ଅଧିକ ରହିଛି ?

ଉ: ଅକ୍ସିଜେନ

୧୧- ଏମିତି କେଉଁ ଜିନିଷ ଅଛି ଯାହା ଆମେ ଖାଇଥାଉ କିନ୍ତୁ ଦେଖିପାରି ନଥାଉ ?

ଉ: ରାଣ

୧୨- କେଉଁ ଦେଶ ପାଖରେ ସବୁଠୁ ଅଧିକ ସୈନିକ ରହିଛି ?

ଉ: ଆମେରିକା

୧୩- ଦୁନିଆର କେଉଁ ଦେଶରେ ସବୁଠୁ ଅଧିକ ଡାକଘର ରହିଛି ?

ଉ: ଭାରତ

୧୪- କେଉଁଟି ଭାରତର ସବୁଠୁ ଗରିବ ରାଜ୍ୟ ?

ଉ: ଛତିଶଗଡ

୧୫- କେଉଁ ଦେଶ ୨୦୧୧ରେ ସ୍ଵାଧୀନ ହୋଇଥିଲା ?

ଉ: ସ୍ଵିଡେନ

୧୬- କେଉଁ ଜିନିଷ ଜଣେ ଝିଅ ବିବାହ ପୂର୍ବରୁ ପିନ୍ଧିପାରେ ନାହିଁ ?

ଉ: ମଙ୍ଗଳସୂତ୍ର

୧୭- ରାତିର ରାଣୀ, କିନ୍ତୁ ଆଖିରୁ ଝରାଏ ପାଣି ? କହିଲ ଦେଖି କଣ ?

ଉ: ମହମବତୀ

୧୮- କେଉଁ ପକ୍ଷୀକୁ କେବଳ ଛୁଇଁଦେଲେ ହିଁ ମରିଯାଏ ?

ଉ: ଟିଟୋନୀ ନାମକ ପକ୍ଷୀ

୧୯- କେଉଁ ଜିନିଷକୁ ଧୋଇଲେ ମଇଳା ହୋଇଯାଏ ?

ଉ: ପାଣି

୨୦- ରାଜାର ରାଜ୍ୟରେ ନାହିଁ, ମାଳିର ବଗିଚାରେ ନାହିଁ, କାଟିଲେ ମଞ୍ଜି ନାହିଁ, ଖାଇଲେ ସ୍ଵାଦ ନାହିଁ- ତାହା କଣ ?

ଉ: କୁଆ ପଥର

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।