ମାତ୍ର 5 ବର୍ଷ ବୟସରୁ ଏହି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ଅଭିନେତ୍ରୀ Kajal Aggarwal, ନିଜେ ଇଂଷ୍ଟାଗ୍ରାମ ରେ ଶେୟାର କଲେ ନିଜର କଷ୍ଟ

ସାଉଥ ଚଳଚିତ୍ର ଜଗତରେ କାମ କରୁଥିବା ବହୁତ ଜଣାଶୁଣା ଅଭିନେତ୍ରୀ କାଜଲ ଅଗ୍ରୱାଲ । ସେ ତାଙ୍କ ଇଂଷ୍ଟାଗ୍ରାମରେ ଏକ ଭାବୁକ ପୂର୍ଣ୍ଣ କଥା ନିଜର ଏକାଉଣ୍ଟରେ ଛାଡିଥିଲେ । ସେ କିପରି ବେମାରରେ ପଡିଥିଲେ ସେହି କଥା ସେ ସମସ୍ଥଙ୍କୁ କହିଥିଲେ । ଶିଘମ ଚଳଚିତ୍ରରେ ଅଭିନୟ କରିଥିବା କାଜଲ ଅଗ୍ରୱାଲ ଇଂଷ୍ଟାଗ୍ରାମରେ ଗୋଟିଏ ଫୋଟୋ ଶେୟାର କରି କହିଥିଲେ କି ସେ ଅସ୍ଥମା ରୋଗରେ ପୀଡିତ ଥିବାର କଥା ନିଜେ ଲୋକଙ୍କୁ କହିଥିଲେ ଓ କହିଥିଲେ କି ସେ ୫ ବର୍ଷ ବଯସରୁ ରୋଗରେ ପୀଡିତ ଥିଲେ ।

କାଜଲ ଇଂଷ୍ଟାଗ୍ରାମରେ ପୋଷ୍ଟ କରି କହିଥିଲେ ଓ ସେ କିପରି ସେଥିରୁ ରକ୍ଷା ପାଇବା ପାଇଁ ଇନହୀଳର ସାହାର୍ଯ୍ୟ କଥା କହିଥିଲେ ଏହାର ଦରକାରିତା ବିଷୟରେ ମଧ୍ୟ କହିଥିଲେ । ସେ ସେହି ପୋଷ୍ଟରେ ଲେଖିଥିଲେ କି ଇନହୀଳର ବ୍ୟବହାର କଲେ ଆପଣଙ୍କର କେଉଁ ସବୁ ଫାଇଦା ହେବ ସେ ସବୁ ବିଷୟରେ କହିଥିଲେ ।

କାଜଲ କହିଲେ ଯେଉଁ ସମୟରେ ତାଙ୍କୁ ଅତ୍ୟଧିକ ହୋଇଥିବା ଆସ୍ଥାମା ହୋଇଥିବାର ଜାଣିଥିଲେ । ମୋର ଏପର୍ଯ୍ୟନ୍ତ ବହୁତ ଭଲ ଭାବରେ ମନେ ଅଛି ମତେ ଯେଉଁ ସମୟରେ ଆରମ୍ଭ ହେଲା ସେହି ସମୟରେ ବହୁତ ଭଲ ଭଲ ଖାଇବା ସବୁ ମୋର ବନ୍ଦ ହୋଇଗଲା । ଆପଣ ନିଜେ ଭାବନ୍ତୁ କି ଯଦି ଗୋଟିଏ ଛୋଟ ପିଲାକୁ ଡାଇରୀ ଚକିଲେଟ ଖାଇବାକୁ ମନା କରାଯାଏ ଓ ଏଥିରୁ ପୁରା ଦୂରେଇ ଯିବା ପାଇଁ କୁହାଯାଏ ତେବେ ଏହା କେତେ କଷ୍ଟ କର କଥା ହୋଇଥାଏ ।

ଏହି ସବୁ ଜିନିଷ ଛାଡିବା ମୋ ପକ୍ଷେ ବହୁତ ଅସମ୍ଭବ ଥିଲା । ମୁଁ ସମୟ ଅନୁସାରେ ଯେତେବେଳେ ବଡ ହେବାକୁ ଲାଗିଲି ସେ ସବୁ ଜିନିଷ ମତେ ଜଣା ପଡିଲା । ସେ କହିଲେ କି ଯେଉଁ ସମୟରେ ତାଙ୍କୁ ଆସ୍ଥାମାର ଲକ୍ଷଣ ବହୁତ ହେଉଥିଲା ସେହି ସମୟରେ ତାଙ୍କର ନିଶ୍ଵାସ ବହୁତ ବଢିବା ସହିତ ତାଙ୍କୁ ଅଣନିଶ୍ଵାସୀ ଲାଗୁଥିଲା ।

ସେ ଯେଉଁ ଆଡେ ଯାଉଥିଲେ ସେହି ଜିନିଷକୁ ନେଇ ଯାଉଥିଲେ । ସେ ଏକ ଚଳଚିତ୍ର କରିବା ସମୟରେ ଧୁଳି, ଧୁଆ, ଓ ଥଣ୍ଡା କାସରୁ ରକ୍ଷା ପାଇବା ପାଇଁ ସେ ଇନହୀଳରକୁ ସବୁ ସମୟରେ ପାଖରେ ରଖୁଥିଲେ । ଯେଉଁ ସମୟରେ ମତେ ନିଶ୍ଵାସ ନେବା ପାଇଁ ଅସୁବିଧା ହେଉଥିଲା ସେ ସେହି ଇନହୀଳର ସାହାର୍ଯ୍ୟ ନେଉଥିଲେ ।

ମୁଁ ଏହି ପରି କରିବା ଫଳରେ ନିଜ ଭିତରେ ବହୁତ ପରିବର୍ତନ ଆସିବାର ଦେଖିଲି । ସେ କହିଥିଲେ କି ଏହାକୁ ବ୍ୟବହାର କରିବାରେ କୌଣସି ଲୋକ କେବେ ହେଲେ ସରମ କରନ୍ତୁ ନାହିଁ ବରଂ ଏହାକୁ ବ୍ୟବହାର କରିବା ଉଚିତ ଅଟେ ଓ ସେମାନେ ଏହାକୁ ବ୍ୟବହାର କରିବା ଫଳରେ ନିଜେ ହିଁ ସବୁ କିଛି ଜାଣି ପାରିବେ ।

ସେ ଆଉ ଏକ କଥା ମଧ୍ୟ କହିଥିଲେ କି ସବୁ ଲୋକ ନିଜ ଘର ଲୋକ ଓ ସାଙ୍ଗ ମାନଙ୍କୁ ମଧ୍ୟ କୁହନ୍ତୁ ସମସ୍ତେ ଏହାକୁ ବ୍ୟବହାର କରିବା ଦରକାର । ସେ ସାଉଥ ଚଳଚିତ୍ର ଜଗତରେ ବହୁତ ଚଳଚିତ୍ରରେ ବହୁତ ଭଲ ଅଭିନୟ କରିଛନ୍ତି । ସେ ଏହିପରି ଭାବରେ ମଧ୍ୟ ବିଭାହ କରିଛନ୍ତି । ବହୁତ ସମୟ ଧରି ସେ ତାଙ୍କର ଥିବା ଏହି ରୋଗ ବିଷୟରେ କାହାକୁ କହିନଥିଲେ । କିନ୍ତୁ ସେ ଏବେ ଏହି କଥାକୁ ସେ ମନ ଖୋଲି ତାଙ୍କର ଆସ୍ଥାମା ଅଛି ବୋଲି ସମସ୍ତଙ୍କୁ କହିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।