କଥା କଥାରେ ହସୁଥିବା ଝିଅମାନେ କିପରି ହୋଇଥାନ୍ତି ? ପୁଅମାନେ ଥରେ ଏହାକୁ ନିଶ୍ଚୟ ଦେଖନ୍ତୁ- Chanakya Niti

ଆମ ହିନ୍ଦୁ ଧର୍ମରେ ଝିଅ ମାନଙ୍କୁ ମାତା ଲକ୍ଷ୍ମୀ ପରି ମାନି ଥାଉ । ଚାଣକ୍ୟ ନୀତି ଅନୁସାରେ ଯେଉଁ ମହିଳା ମାନେ ମୂହକୁ ଛାପି ହସିଥାନ୍ତି ସେମାନେ ତାଙ୍କ ମାରିବାର କାରଣ ହୋଇଥାନ୍ତି । ଆସନ୍ତୁ ଜାଣିବା ଝିଅଙ୍କର କିଛି ସଂକେତ ଅଛି ଯାହାକି ବହୁତ ଲୋକ ହଇରାଣ ହୋଇଥାନ୍ତି । ଏପରି କୁହା ଯାଇଥାଏ କି ଝିଅ ମାନଙ୍କର ହସିବା ଏକ ଆକର୍ଷଣୀୟ ଗୁଣ ହୋଇଥାଏ ।

ଏହା କହିବାକୁ ଗଲେ ସତ କଥା ଓ ସେମାନେ ଏହା ଦ୍ଵାରା ବହୁତ ଲୋକଙ୍କୁ କମ ସମୟ ଭିତରେ ନିଜ କରିଥାନ୍ତି ।  ଯେଉଁ ଝିଅ ମାନେ ସବୁ କଥାରେ ଓ ବାରମ୍ବାର ହସିଥାନ୍ତି ଦୂରେଇଯିବେ । ଆପଣ ମାନେ ଜାଣିଥିବେ ଆମେ ହସିବା ଦ୍ଵାରା ଆମର ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ଏହା ଆମ ସ୍ୱାସ୍ଥ୍ୟ ପକ୍ଷେ ବହୁତ ଲାଭ ଦାୟକ ଅଟେ ।

ଯେଉଁ ଝିଅ ମାନେ ମୂହ ବନ୍ଦ କରି ବହୁତ ଧୀର ପାଟିରେ ହସିଥାନ୍ତି ସେମାନେ ତାଙ୍କ କାମ ହାସଲ କରିବା ପାଇଁ ବହୁତ ମାହିର ଅଟନ୍ତି । ସେମାନେ ମୌକାର ଫାଇଦା ବହୁତ ଭଲ ଭାବରେ ଉଠାଇବା ଜାଣିଛନ୍ତି । ସେମାନେ କାହାର କେବେବି ଭଲ ଚାହାନ୍ତି ନାହିଁ ଓ ନିଜର କୌଣସି କଥା ସମସ୍ଥଙ୍କୁ କହି ଦିଅନ୍ତି ।

ତାଙ୍କ ମନରେ କାହା ପ୍ରତି ଦୟା ଭାବନା ନଥାଏ । ସେମାନେ କାହା ସହିତ କେତେବେଳେ ମଧ୍ୟ ଧୋକା ଦେଇ ପାରନ୍ତି ।  ସେଥିପାଇଁ ଏହିଭଳି ନାରୀ ମାନଙ୍କ ପାଖରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ । କୁହା ଯାଇଥାଏ କି ଏହି ଭଳି ଝିଅ ମାନେ ବହୁତ ଆହୋଙ୍କାରୀ ହୋଇଥାନ୍ତି ।

ଚାଣକ୍ୟ କହିଛନ୍ତି ଯେଉଁ ଝିଅ ମାନେ ଖିଲି ଖିଲି ହୋଇ ଓ ବାରମ୍ବାର ହସିଥାନ୍ତି ଜୋରରେ ପାଟି କରି ହସିଥାନ୍ତି ସେମାନଙ୍କ ସହ ଶୀଘ୍ର ସାଙ୍ଗ ବନାଇ ଦିଅନ୍ତୁ । କୁହାଯାଏ କି ଏହି ଭଳି ଝିଅ ବହୁତ ଭଲ ହୋଇଥାନ୍ତି । ଏହି ଭଳି ଝିଅମାନେ ତାଙ୍କ ହୃଦୟରୁ ବହୁତ ଭଲ ଅଟନ୍ତି । ଏହି ଲୋକମାନେ ବହୁତ ସହନ ଶୀଳ ଓ ବହୁତ ଦୟାଳୁ ଅଟନ୍ତି ।

ଏହି ଭଳି ଝିଅ ମାନେ କେବେ ହେଲେ କାହାକୁ ଧୋକା ଦିନନ୍ତୁ ନାହିଁ । ଯଦି ଆପଣ ତାଙ୍କ ସହ ସାଙ୍ଗ ହେବା  ଦ୍ଵାରା ନିଜର ବହୁତ ଫାଇଦା ହୋଇଥାଏ  ।

ଏହିଭଳି ଝିଅ ମାନେ ଆପଣ ଙ୍କ ପାଇଁ ସବୁ କିଛି କରି ପାରିବେ । ଏହା ପରେ ଏମାନେ କେବେ ହେଲେ ତାଙ୍କ ଜୀବନ ସାଥୀଙ୍କୁ ଛାଡି ଯାନ୍ତି ନାହିଁ । ସେମାନେ ଯାହାଙ୍କୁ ପ୍ରେମ କରିଥାନ୍ତି ସେମାଏନ କେବେ ହେଲେ ତାଙ୍କ ସାଥ ଛାଡନ୍ତି ନାହିଁ ସେମାନେ ସଦା ସର୍ବଦା ଜୀବନ ସାଥିଙ୍କ ସହ ପୁରା ଜୀବନ ବିତାଇବା ପାଇଁ ଇଛା ରଖିଥାନ୍ତି ।

ତାଙ୍କ ଭିତରେ ବହୁତ ପରିମାଣରେ ଭଲ ପାଇବା ଓ ଧାର୍ଯ୍ୟ ଭର୍ତି ହୋଇ ରହିଥାଏ । ଏହି ଭଳି ଝିଅ ମାନେ ପୁରା ତାଙ୍କ ମନରେ ଯାହା ଅଛି ସେମାନେ ସମସ୍ଥଙ୍କୁ କହିଥାନ୍ତି । ତାଙ୍କ ହୃଦୟରୁ ସେମାନେ ସତ କଥା କହିଥାନ୍ତି ।

ମହିଳାଙ୍କର ଶାନ୍ତ ହୋଇ ହସିଥାନ୍ତି ସେମାନଙ୍କର ମନରେ ବହୁତ ଅଶାନ୍ତି ଭାରି ରହିଥାଏ । ସେମାନଙ୍କ ସହ ଆପଣ ଯେତେ ମିଶିଲେ ବି ସେମାନେ କେବେ ହେଲେ ତାଙ୍କ ଆସୁବିଧା କଥା କହି ନଥାନ୍ତି । ଏହି ଭଳି ଝିଅ ମାନେ ତାଙ୍କ ଭିତରେ ସବୁ କଥା ଲୁଚାଇ ରଖିଥାନ୍ତି । ଏହି ଭଳି ମହିଳା ମାନେ ବହୁତ ବିଶ୍ଵାସୀ ଅଟନ୍ତି । ତାଙ୍କ ଉପରେ ଆପଣ ମାନେ ଆଖି ବୁଜି ବିଶ୍ଵାସ କରିପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ