ସାଧାରଣ ଲୋକମାନଙ୍କ ମଧ୍ୟରୁ ଯଦି କୌଣସି ଝିଅ କିମ୍ବା ମହିଳା ଛାଡପତ୍ର ହୋଇଥିବା ବ୍ୟକ୍ତି ସହ ବିବାହ କରି ନିଏ ତେବେ ଲୋକମାନେ ତାକୁ ଭୁଲ ନଜରରେ ଦେଖିବାକୁ ଲାଗନ୍ତି । କିନ୍ତୁ ବଲୀଉଡରେ ଏହା ବିଲକୁଲ ସାଧାରଣ କଥା ଅଟେ । ବଲୀଉଡରେ ଯଦି ଏହିଭଳି କେହି କରୁଛି ତେବେ ଏହା ବିଲକୁଲ ସାଧାରଣ ହୋଇଥାଏ ଓ ଏହି କଥାକୁ କେହି ବି ଅଧିକ ମହତ୍ଵ ଦେଇ ନ ଥାନ୍ତି । ବଲୀଉଡରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଛାଡପତ୍ର ନେଇ ସାରିଥିବା ବ୍ୟକ୍ତି ସହ ବିବାହ କରି ସାରିଛନ୍ତି । କିନ୍ତୁ ଆଜି ଏହି ପୋଷ୍ଟରେ ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ସୁନ୍ଦର ହେବା ସହିତ ଏକ ଫିଟନେସ ଫ୍ରୀକ ବି ଅଟନ୍ତି ।
୪୨ ବର୍ଷ ବୟସରେ ସେ ଏମିତି ଫିଗର ମେନ୍ଟେନ କରିଛନ୍ତି କି ଯାହାକୁ ସମସ୍ତ ଝିଅ ସ୍ଵପ୍ନ ଦେଖିଥାନ୍ତି । ଆମେ କଥା ହେଉଛୁ ନିଜର ଲଟକୋଂ-ଝଟକୋଂ ସେ ୟୁପି ବିହାରକୁ ଲୁଟି ଥିବା ହିରୋଇନ ଶିଳ୍ପା ଶେଟ୍ଟୀଙ୍କ ବିଷୟରେ ।
ପ୍ରସିଦ୍ଧ ବିଜନେସମ୍ୟାନ ଅଟନ୍ତି ରାଜକୁନ୍ଦ୍ରା
ଯେମିତି ଆମେ ସମସ୍ତେ ଜାଣିଛୁ କି ଶିଳ୍ପା ଶେଟ୍ଟୀ ପ୍ରସିଦ୍ଧ ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କୁ ବିବାହ କରିଛନ୍ତି । ଏହା ଶିଳ୍ପା ଶେଟ୍ଟୀଙ୍କର ପ୍ରଥମ ବିବାହ ଅଟେ କିନ୍ତୁ ରାଜଙ୍କର ଏହା ଦ୍ଵିତୀୟ ବିବାହ ଥିଲା । ଶିଲ୍ପା ଶେଟ୍ଟୀ ରାଜ କୁନ୍ଦ୍ରାଙ୍କର ଦ୍ଵିତୀୟ ପତ୍ନୀ ଅଟନ୍ତି । ବର୍ଷ ୨୦୦୯ରେ ରାଜ ଓ ଶିଳ୍ପା ବିବାହ କରିଥିଲେ । ବିବାହ ପରେ ଦୁଇ ଜଣଙ୍କର ଏକ ପୁଅ ବି ଅଛି ଯାହାର ନାମ ବିୟାନ କୁନ୍ଦ୍ରା ଅଟେ ।
କବିତାଙ୍କ ସହ ହୋଇଥିଲା ପ୍ରଥମ ବିବାହ
ଶିଳ୍ପା ଶେଟ୍ଟୀଙ୍କ ପୂର୍ବରୁ ରାଜଙ୍କର ଅନ୍ୟ ଏକ ବିବାହ ବି ହୋଇଥିଲା । କହିଦେଉଛୁ କି ରାଜ କୁନ୍ଦ୍ରାଙ୍କର ପ୍ରଥମ ପତ୍ନୀଙ୍କର ନାମ କବିତା କୁନ୍ଦ୍ରା ଅଟେ । ରାଜ ଓ କବିତାଙ୍କର ଛାଡପତ୍ର ୨୦୦୬ରେ ହୋଇଥିଲା ଓ ଏଥିପାଇଁ କବିତା ଶିଳ୍ପା ଶେଟ୍ଟୀଙ୍କୁ ହିଁ ଦୋଷୀ ବୋଲି କହିଥିଲେ ।
ବିଜନେସ ମିଟିଙ୍ଗ ସମୟରେ ଶିଳ୍ପାଙ୍କୁ ଭଲ ପାଇଲେ
ବିଜନେସ ପାର୍ଟନର ରୂପରେ ଶିଳ୍ପା ଓ ରାଜଙ୍କର ପ୍ରଥମ ଥର ସାକ୍ଷାତ ଏକ ବିଜନେସ ମିଟିଙ୍ଗରେ ହୋଇଥିଲା ଓ ଏହି ସମୟରୁ ହିଁ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଏକ ପରଫ୍ୟୁମ ବ୍ରାଂଡର ପ୍ରମୋଶନ ପାଇଁ ରାଜ ଶିଳ୍ପାଙ୍କୁ ସାହାର୍ଯ୍ୟ କରିଥିଲେ । ବିବାହିତ ହେବା ସତ୍ତ୍ୱେ ବି ରାଜ ଓ ଶିଳ୍ପା ପାଖାପାଖି ହେବାକୁ ଲାଗିଲେ ଓ ୨୨ ନଭେମ୍ବର ୨୦୦୯ରେ ରାଜ ଓ ଶିଳ୍ପା ବିବାହ କରିନେଲେ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ରାଜ ନିଜର ପ୍ରଥମ ଏନିବର୍ସରୀରେ ଶିଳ୍ପାଙ୍କୁ ୫୦ କୋଟି ଟଙ୍କାର ଅପାର୍ଟମେଂଟ ଗିଫ୍ଟ କରିଥିଲେ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।