ପୁରୁଣା ନୋଟ ଓ ମୁଦ୍ରା ଥିଲେ ଆପଣ ହେଇଯିବେ ମାଲାମାଲ, ଜାଣନ୍ତୁ କେମିତି

ସମୟ ଅନୁସାରେ ସବୁକିଛି ପରିବର୍ତ୍ତନ ହୋଇଥାଏ । ସେମିତି ଟଙ୍କାର ବି ପରିବର୍ତ୍ତନ ହୋଇଛି । ଯଦି ଆପଣଙ୍କ ପାଖରେ ସେମିତି କିଛି ପୁରୁଣା ନୋଟ ବା ପୁରୁଣା ଟଙ୍କା ଥାଏ ତାହେଲେ ଆପଣ ସେଥିରୁ ମୋଟା ଅଙ୍କର ପଇସା ପାଇ ପାରିବେ । ଯଦି ଆପଣଙ୍କ ପାଖରେ ଏହି ମସିହା ଓ ଏହି ଚିତ୍ରର ଟଙ୍କା ଥାଏ ତେବେ ଆପଣ ତାକୁ ଦେଇ ଭଲ ପଇସା ପାଇ ପାରିବେ । ତେବେ ଆସନ୍ତୁ ସେହି ପୁରୁଣା ମୁଦ୍ରା ବିଷୟରେ ଜାଣିବା ।

ଯଦି ଆପଣଙ୍କ ପାଖରେ ୫୦ ଟଙ୍କିଆ ପୁରୁଣା ନୋଟ ଥାଏ ତେବେ ଆପଣଙ୍କୁ ୨୦ ହଜାର ଟଙ୍କା ମିଳିବ । ସେହି ନୋଟ ପଛରେ ଭାରତର ସମ୍ବିଧାନର ଚିତ୍ର ଥିବା ଦରକାର ଓ ସେହି ନୋଟର ମଝି ରଙ୍ଗ କେଶର ଓ କଡ ରଙ୍ଗ ବାଇଗଣୀ ହୋଇଥିବା ଦରକାର । ତା ହେଲେ ଆପଣ ସେହି ନୋଟକୁ ଦେଇ ଟଙ୍କା ପାଇପାରିବେ ।

ଯଦି ଆପଣଙ୍କ ପାଖରେ ପୁରୁଣା ଛୋଟ ଏକ ଟଙ୍କିଆ କଏନ ଥାଏ ତାହାଲେ ଆପଣ ୮୦ ହଜାର ଟଙ୍କା ପାଇ ପାରିବେ । ସେହି ଟଙ୍କାର ରଙ୍ଗ ଲାଲ ହୋଇଥିବା ଦରକାର ଓ ସେ ୧୯୯୧ ମସିହାର ହୋଇଥିବା ଦରକାର ।

ଆଉ ଯଦି ଆପଣଙ୍କ ପାଖରେ ୨୫ ପଇସା ଥାଏ ଓ ତା ପଛରେ ଏକ ଗଣ୍ଡାର ଚିତ୍ର ଥାଏ ତାହେଲେ ଆପଣ ୭୦ ହଜାର ଟଙ୍କା ପାଇପାରିବେ । ଆପଣଙ୍କ ପାଖରେ ପୁରୁଣା ଗୋଲାକାର ୧୦ ପଇସା ଥିଲେ ମଧ୍ୟ ଆପଣ ୭୦ ହଜାର ଟଙ୍କା ପାଇପାରିବେ ।

ଯଦି ଆପଣଙ୍କ ପାଖରେ ୧୯୮୫ ମସିହାରେ ଚାଲୁଥିବା ମୁଦ୍ରା ,ଯାହାର ପଛରେ ତିନୋଟି ସିଂହ ଓ ତଳେ ଧନୁ ଥାଏ ,ତେବେ ତାହାର ମୂଲ୍ୟ ୮ ରୁ ୧୦ ଲକ୍ଷ ଟଙ୍କା ହୋଇଥାଏ । ଯଦି ଆପଣଙ୍କ ପାଖରେ ୨୦ ଟଙ୍କିଆ ମୁଦ୍ରା ଥାଏ ତେବେ ଆପଣଙ୍କୁ ୩୦ ହଜାର ଟଙ୍କା ମିଳିପାରିବ ।

ସେହିପରି ପୁରୁଣା ଏକ ଟଙ୍କିଆ ନୋଟର ମୂଲ୍ୟ ୫୦ ହଜାର ଟଙ୍କା ହୋଇଥାଏ । ଏହି ନୋଟଟି ପନ୍ଦର ବର୍ଷ ତଳେ ଚାଲୁଥିଲା । ସେହିପରି  ଅଷ୍ଟଭୁଜା ଥିବା ୧୦ ପଇସିର ମୂଲ୍ୟ ଆପଣ ୧ ଲକ୍ଷ ୨୦ ହଜାର ଟଙ୍କା  ପାଇପାରିବେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।