ବହୁତ ବର୍ଷ ପୂର୍ବେ ମହିଳାମାନେ ଏହି କାମ ପାଇଁ କରୁଥିଲେ ପିଆଜର ବ୍ୟବହାର, ଜାଣିଲେ ଉଡିଯିବ ହୋସ

ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଖାଇବା ସହିତ ପିଆଜର ଆନନ୍ଦ ନେବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ବିଷୟରେ ବହୁତ କମ ଲୋକମାନେ ଜାଣିଛନ୍ତି କି ପିଆଜ ଖାଦ୍ୟର ସ୍ଵାଦ ବଢାଇବା ସହିତ ଯୌନ ଶକ୍ତି, ଶୀଘ୍ରପତନ, ବୀର୍ଯବୃଦ୍ଧି ଓ ନପୁଂସକତା ଭଳି ସମସ୍ୟାକୁ ଦୂର କରିବାରେ ବି ଲାଭଦାୟକ ଅଟେ । ଆପଣଙ୍କୁ କହିଦେଉଛୁ କି ଦେଶରେ ସବୁଠୁ ଅଧିକ ପିଆଜ ମହାରାଷ୍ଟ୍ରରେ ଫସଲ ହୋଇଥାଏ । ଏହା ପରେ ନମ୍ବର ଆସିଥାଏ କର୍ନାଟକ, ଓଡିଶା, ଉତ୍ତର ପ୍ରଦେଶ, ତମିଲନାଡୁ ଓ ଗୁଜରାଟ ଭଳି ରାଜ୍ୟର ।

ପିଆଜର ବହୁତ ଲାଭ

ପିଆଜର ବ୍ୟବହାର ଖାଦ୍ୟର ସ୍ଵାଦ ବଢାଇବା ପାଇଁ କରାଯାଇଥାଏ । ଏହାକୁ ତରକାରିରେ ନିଶ୍ଚିତ ରୂପରେ ପ୍ରୟୋଗ କରାଯାଏ । ଏହା ସହିତ କିଛି ଲୋକମାନେ ଏହାର ସାଲାଡ ରୂପରେ ବି ସେବନ କରନ୍ତି । କିଛି ଲୋକମାନଙ୍କୁ ପିଆଜର ଅଭ୍ୟାସ ଏମିତି ଥାଏ କି ସେମାନେ ବିନା ପିଆଜରେ ରହି ପାରନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ହିଁ ପିଆଜକୁ ନେଇ ଏକ ନୂଆ କଥା ସାମ୍ନାକୁ ଆସିଛି । ଯାହାକୁ ଜାଣିବା ପରେ ଆପଣଙ୍କ ପାଇଁ ବିଶ୍ଵାସ କରିବା ଅଳ୍ପ କଷ୍ଟ ହୋଇପାରେ ।

ପାଞ୍ଚ ହଜାର ବର୍ଷ ପୂର୍ବେ ଖୁଦାଇରେ ମିଳିଥିଲା ପିଆଜର ଅବଶେଷ

ପିଆଜର ଇତିହାସ ବିଷୟରେ କାହାକୁ ବି ଅଧିକ କିଛି ଜଣା ନାହିଁ । କିନ୍ତୁ ଦୁନିଆ ପାଇଁ ଆଶ୍ଚର୍ଯ୍ୟକର କଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ପାଖପାଖି ୫ ହଜାର ବର୍ଷ ପୂର୍ବେ ହୋଇଥିବା ଖୁଦାଇରେ ପିଆଜର ଅବଶେଷ ମିଳିଲା । ବହୁତ ଛାନବୀନ ଓ ରିସର୍ଚ ପରେ ଏହା ଜଣା ପଡିଲା କି ମହିଳାମାନେ ପୂର୍ବେ ପିଆଜର କେବଳ ଖାଦ୍ୟ ରୂପରେ ବ୍ୟବହାର କରୁ ନ ଥିଲେ ଅଥବା ଏହାର ବ୍ୟବହାର ଏହିଭଳି କାମ ପାଇଁ ବି କରୁଥିଲେ ଯାହା ବିଷୟରେ ଜାଣିଲେ ଆପଣ ବିଶ୍ଵାସ ବି କରି ପାରିବେ ନାହିଁ ।

ବହୁତ ବର୍ଷ ପୂର୍ବେ ଏହି କାମ ପାଇଁ ବ୍ୟବହାର ହେଉଥିଲା ପିଆଜ

 

ମିଶର ର ଈସାରୁ ୩ ହଜାର ବର୍ଷ ପୂର୍ବେ ପିଆଜର ଚାଷ ହେବାର କଥା ସାମ୍ନାକୁ ଆସିଛି । ମିଶରରାଜା ରାମଶେଷ ଚତୁର୍ଥଙ୍କ ମମୀରେ ବି ପିଆଜର ଅବଶେଷ ମିଳିଥିଲା । ଆପଣଙ୍କୁ କହିଦେଉଛୁ କି ପୂର୍ବ ସମୟରେ ମହିଳାମାନେ ପିଆଜର ବ୍ୟବହାର ପୂଜା କରିବାରେ ଓ ଅନ୍ତିମ ସଂସ୍କାର କରିବା ସମୟରେ ବ୍ୟବହାର କରୁଥିଲେ । ଏହା ଛଡା ଯେଉଁ ମହିଳାମାନଙ୍କୁ ମା ହେବାରେ ସମସ୍ୟା ଥିଲା ସେମାନଙ୍କ ଚିକିତ୍ସା ଚିକିତ୍ସକମାନେ ପିଆଜ ଦ୍ଵାରା ହିଁ କରୁଥିଲେ । ମହିଳାମାନଙ୍କ ଛଡା ପିଆଜର ବ୍ୟବହାର ପଶୁମାନଙ୍କ ପାଇଁ ବି କରାଯାଉଥିଲା । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।