ତାହା କିଏ ଅଟେ ଯିଏ ନାକରେ ଚଢିଥାଏ ଓ କାନ ଧରି ପାଠ ପଢାଇଥାଏ! କଣ ଆପଣ ଜାଣିଛନ୍ତି…

ସାଙ୍ଗମାନେ ଆପଣଙ୍କୁ ଆମ ଲେଖାକୁ ସ୍ଵାଗତ । ଆଜି ଆମେ ଜାଣିବା କିଛି ଜେନେରାଲ ନଲେଜ ବିଷୟରେ ଯାହା ଆଗକୁ ଆପଣଙ୍କ କାମରେ ଆସିପାରେ । ଯଦି ଆପଣ କୌଣସି ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । ଏହା ଆପଣଙ୍କ ଜେନେରାଲ ନଲେଜକୁ ବଢାଇବାରେ ସାହାର୍ଯ୍ୟ କରିବ । ଯଦି ଆପଣଙ୍କୁ କୌଣସି ପ୍ରଶ୍ନର ଉତ୍ତର ଜଣା ଅଛି ତେବେ ଆପଣ ଆମକୁ ଉତ୍ତର କମେଣ୍ଟ କରି ପାରିବେ । ତେବେ ଆସନ୍ତୁ ଜାଣିବା ।

ପ୍ରଶ୍ନ ୧

ଭାରତର ସବୁଠୁ ବଡ ସହର କଣ ଅଟେ ?

ଉତ୍ତର – ମୁମ୍ବାଇ

ପ୍ରଶ୍ନ – ୨

ସିନ୍ଧୁ ନଦୀ ର ଉତ୍ପତ୍ତି ସ୍ଥଳ କେଉଁଠି ଅଟେ ?

ଉତ୍ତର – ମାନସରୋବର ଝିଲ

ପ୍ରଶ୍ନ – ୩

ଭାରତର ପ୍ରଥମ ଆୟରନ କମ୍ପାନୀ କେଉଁଠି ଅବସ୍ଥିତ ।

ଉତ୍ତର – ଜାମସେଦପୁର

ପ୍ରଶ୍ନ -୪

ଭାରତର କେଉଁ ରାଜ୍ୟକୁ ଭାରତର ଖାଦ୍ୟ ଭଣ୍ଡାର ରୂପରେ ଜଣା ଯାଇଥାଏ ?

ଉତ୍ତର – ପଞ୍ଜାବ

ପ୍ରଶ୍ନ -୫

ପ୍ରତିବର୍ଷ ଭାରତର ବୃହତ୍ତମ ପଶୁ ମେଳା କେଉଁଠି ଲାଗେ ?

ଉତ୍ତର – ସୋନପୁର ରେ

ପ୍ରଶ୍ନ – ୬

ଆମର ରାଷ୍ଟ୍ରୀୟ ଚିହ୍ନ କେଉଁଠୁ ନିଆ ଯାଇଛି ?

ଉତ୍ତର – ସାରନାଥ ରେ ସ୍ଥିତ ଅଶୋକ ସ୍ତମ୍ଭରୁ

ପ୍ରଶ୍ନ – ୭

ଏସିୟାଈ ଖେଳରେ ସ୍ଵର୍ଣ୍ଣ ପଦକ ପ୍ରାପ୍ତ କରିଥିବା ପ୍ରଥମ ଭାରତୀୟ ମହିଳା କିଏ ଅଟେ ?

ଉତ୍ତର – କମଲଜିତ ସିନ୍ଧୁ

ପ୍ରଶ୍ନ – ୮

ଭାରତର ରାଷ୍ଟ୍ରୀୟ ଧ୍ଵଜ ନିୟମ, କେବେ ଠାରୁ ଲାଗୁ କରାଗଲା ?

ଉତ୍ତର – ୨୦୦୨ ରେ

ପ୍ରଶ୍ନ – ୯

୧୫ ଅଗଷ୍ଟ ୧୯୪୭ ରେ ଭାରତକୁ ମିଳିଥିବା ସ୍ଵାଧୀନତାର ସମୟ କଣ ଥିଲା ?

ଉତ୍ତର – ଅଧରାତ୍ରି (ମିଡନାଇଟ)

ପ୍ରଶ୍ନ – ୧୦

ଭୁଟାନ ର ରାଷ୍ଟ୍ରଭାଷା କଣ ଥିଲା ?

ଉତ୍ତର – ଜୋଂଗଖା

ପ୍ରଶ୍ନ – ୧୧

ତାହା କିଏ ଅଟେ ଯିଏ ନାକରେ ଚଢିଥାଏ ଓ କାନ ଧରି ପାଠ ପଢାଇଥାଏ ?

ଉତ୍ତର – ଚଷମା, ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।