ପୁଣି ବାହାନଗା ଭଳି ଟ୍ରେନ୍ ଦୁର୍ଘଟଣା, ଲାଇନଚ୍ୟୁତ ହୋଇ ଓଲଟିଲା 21 ବଗି, ଉଦ୍ଧାର କାର୍ଯ୍ୟ ଜାରି ରହିଛି…

ପୁଣି ଘଟିଲା ବାହାନଗା ଭଳି ଟ୍ରେନ ଦୁର୍ଘଟଣା । ଟ୍ରେନ ଯାଉଥିଲା ହଠାତ ଏକ ଭୟଙ୍କର ଅବ୍ଦ ଶୁଭିଲା । ଆଉ ତା ପରେ ଟ୍ରେନର 21 ଟି ବଗି ଓଲଟି ପଡିଲା । ଆଉ ଟ୍ରେନ ତଳେ ଛାପି ହୋଇଗଲେ ସହ ସହ ଯାତ୍ରୀ । ହଁ ଦର୍ଶକ ବନ୍ଧୁ ଏ ଦ୍ରୁଶ୍ଯ ଦେଖିଲେ ସ୍ତବ୍ଧ ଲାଗୁଛି । ଓଡିଶା ବାସୀ ପୁଣି ଥରେ ଦେଖିଲେ ବାହାନଗା ଭଳି ଟ୍ରେନ ଦୁର୍ଘଟଣା । ଆଉ ଏଭଳି ଦୁର୍ଘଟଣା ଯିଏ ଦେଖୁଛି ସେ କାନ୍ଦି ପକାଉଛି ।

ଟ୍ରେନରେ ଥିଲେ ଅନେକ ଯାତ୍ରୀ । କିଏ ନିଜର କର୍ମ କ୍ଷେତ୍ରକୁ ଯାଉଥିଲେ ତ ଆଉ କିଏ ନିଜ ଘରକୁ ଫେରୁଥିଲେ । ହଠାତ ଭୟଙ୍କର ଶବ୍ଦ ଶୁଭିଲା । ଆଉ ତା ପରେ ଟ୍ରେନ ର ସବୁ ବଗି ଓଲଟି ପଡିଲା । ଏହାକୁ ଦେଖି ଯାତ୍ରୀ ମାନେ କିଛି ବୁଝି ପାରିଲେନି । ଆଉ ତା ପର ର ଦ୍ରୁଶ୍ଯ ଥିଲା ଛାତିଥରା ଦ୍ରୁଶ୍ଯ । ଟ୍ରେନର ବଗି ତଳେ ଥିଲେ ସହ ସହ ଯାତ୍ରୀ ।

ଏ ଯାଏଁ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 75 ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଗତ କାଲି ରାତି ରୁ ଉଧାର କାର୍ଯ୍ୟ ଜାରି ର ଅହିଛି । ଦୁର୍ଘଟଣା ରେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରା ଯାଉଛି । ବିହାର ର ବକ୍ସର ରେ ବଡ ଧରଣର ଟ୍ରେନ ଦୁର୍ଘଟଣା ଘଟିଛି । ବକ୍ସର ଜିଲା ରଘୁନାଥପୁର ରେଳ ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଏକ୍ସପ୍ରେସ ଗତ କାଲି ରତାଇ ରେ ହଠାତ ଭୟଙ୍କର ଶବ୍ଦ ଶୁଭିଥିଲା ।

ଆଉ ତା ପରେ ଘଟିଥିଲା ଛାତିଥରା ଦୁର୍ଘଟଣା । ସୂଚନା ଅନୁଯାୟୀ ଦିଲ୍ଲୀ ର ଆନନ୍ଦ ବିହାର ରୁ ଗୋଆହାଟି କାମାକ୍ଷାନଗର ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସ ର 21 ଟି ବଗି ଲାଇନ ଚ୍ୟୁତ ହେବାରୁ ବଡ ଧରଣର ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସୁଧା ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । 20 ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ପାଟଣା ଏମ୍ସ ରେ ସ୍ତାନାନ୍ତର କରା ଯାଇଛି । ଅନ୍ୟ ଆହତ ଙ୍କୁ ନିକଟସ୍ଥ ମେଡିକାଲ ରେ ଚିକିତ୍ସା କରା ଯାଉଛି । ଲାଇନ ଚ୍ୟୁତ ହୋଇଥିବା ଟ୍ରେନରେ 21 ଇ କୋଚ ମଧ୍ୟରେ 2ଟି ଏସି କୋଚ ଥିବା ସୂଚନା ମିଳିଛି ।

ଦୁର୍ଘଟଣାର ଖବର ପାଇବା ପରେ ଘଟଣା ସ୍ଥଳରେ ରେଳ ବିଭାଗ ଅଧିକାରୀ ଓ ଉଧାରକାରୀ ଟିମ ପହଞ୍ଚି ଆହତ ଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇଛନ୍ତି । ସେହିପରି ମୃତ ଦେହ ଉଧାର କରି ଶବ ବ୍ୟବଛେଦ କରିବା ପାଇଁ ପଠା ଯାଇଛି । ତେବେ କେଉଁ କାରଣରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।