ଶାରୀରିକ ସମ୍ପର୍କରେ ଯଦି ସନ୍ତୁଷ୍ଟ ହେଉ ନ ଥିଲେ ଅନୁଭବ, ତେବେ ବର୍ଷାଙ୍କ ଭୁଲ୍ କେଉଁଠି ରହିଲା ?

ନମସ୍କାର ବନ୍ଧୁଆଗଣ । ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ସମସ୍ୟାକୁ ନେଇ ଏବେ ଚାରି  ଆଡେ ଚର୍ଚା ଜୋର ଧରିଛି । ଏହାରି ମଧ୍ୟରେ ଆଡଭୋକେଟ ଶିବାନୀ ଦୁହିଙ୍କର ସମ୍ପର୍କ କୁ ନେଇ ନିଜର ମତ ଗଣମାଧ୍ୟମରେ ରଖିଛନ୍ତି । ଶିବାନୀ କହିଛନ୍ତି ଯେ “କହିଛନ୍ତି ଯେ” ଅନୁଭବ କହିଥିଲେ ସେ ରାଜନୀତିରେ ଏତେ ବ୍ୟସ୍ତ ଥିଲେ କି ତାଙ୍କର ମ୍ୟାରେଜ କେଉଁ ଦିନ ସ୍ଥିର ହେଲା ସେ ଜାଣି ନାହାନ୍ତି ।

ଅନୁଭବ ମହାନ୍ତି ଭୁଲି ଯାଉଛନ୍ତି ସେ ଜଣେ ସାଂସଦ ସେ ଜଣେ ରୋଲ ମଡେଲ । ତାଙ୍କୁ ବହୁତ ଲକ ଫଲୋ କରୁଛନ୍ତି । ସେ ତାଙ୍କର ଓ ବର୍ଷାଙ୍କ ର ସମ୍ପର୍କ କୁ ନେଇ ଏତେ ଷ୍ଟୋରି ବନାଉଛନ୍ତି କି ସାଂସଦ ର ଦାୟିତ୍ଵ ସେ ଭୁଲି ଯାଇଛନ୍ତି । ଏ ସବୁ ଯାହା ବି କରୁଛନ୍ତି ଠିକ ନୁହେଁ । ବାରମ୍ବାର ଏଭଳି ବର୍ଷାଙ୍କ ସହ ସମ୍ପର୍କ କୁ ନେଇ କହିବା ଅନୁଭବ ଙ୍କ ପାଇଁ ଠିକ ନୁହେଁ । ନାରୀ କୁ ବାରମ୍ବାର ଅସମ୍ମାନ କରିବା ଠିକ ନୁହେଁ ।

ଯାହା ବି ତାଙ୍କ ଭିତରେ ଅଛି କି ନ ଅଛି ତାହା କୋର୍ଟ ର ରାୟ ଆସିବା ପରେ ଜଣା ପଡିବ । ଏଟା ସମାଜ କୁ ବହୁତ ଖରାପ ବାର୍ତ୍ତା ଯାଉଛି । ଏଟା ବର୍ଷା ପାଇଁ ନୁହେଁ ପୁରା ନାରୀ ଜାତି ପାଇଁ କଳଙ୍କ ହେବ । ଅନୁଭବ ନାରୀ ଜାତି କୁ ଟାର୍ଗେଟ କରିବା ଅଭଳି କାମ କରୁଛନ୍ତି । ଅନୁଭବ ନିଜ ପାୱାର ର ଅପବ୍ଯବହାର କରୁଛନ୍ତି । ବାରମ୍ବାର ଅନୁଭବ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରତିବା ପାଇଁ ବ୍ୟସ୍ତ ରହୁଛନ୍ତି ।

ସେ ଜାଣିପାରୁ ନାହାନ୍ତି ଗୋଟେ ନାରୀ କୁ ନୁହେଁ ସବୁ ନାରୀ ଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି । ନାରୀର ପ୍ରାଇଭେଟ ଜିନିଷ କୁ ନେଇ ଅନୁଭବ ଯାହା କରୁଛନ୍ତି ଏଟା ସ୍ବାଗତଯୋଗ୍ୟ ନୁହେଁ । ଶାରୀରିକ ସମ୍ପର୍କ ହେଉଛି ସ୍ଵାମୀ ସ୍ତ୍ରୀଙ୍କର ପ୍ରାଇଭେଟ ଜିନିଷ । ଆଜିକାଲି ସୋସିଆଲ ମିଡିଆରେ ଏ ଗୋଟେ ଜିନିଷକୁ ନେଇ ଇସୁ କରିବେ ତାହା ଠିକ ନୁହେଁ । ଅନୁଭବ ବର୍ଷାଙ୍କ ବିରୁଦ୍ଧରେ ଯେଉଁ ପିଟିସନ ଦାୟର କରିଛନ୍ତି ଶାରୀରିକ ସମ୍ପର୍କ କୁ ନେଇ ।

ସେ ନିଜେ ମାନିଛନ୍ତି ସେ ବର୍ଷା ଙ୍କ ଉପରେ ସାଟିଶଫାଏ ନୁହନ୍ତୁ । ଆମ ଭିତରେ ସମ୍ପର୍କ ଅଛି କିନ୍ତୁ ସାଟିସଫାଏ ନାହିଁ । ସାଟିସ୍ଫିକେଶନ ର ଅର୍ଥ କିଛି ଅଲଗା ହୋଇ ଯାଉଛି । ତେବେ ଏହାର କିଛି ମାନେ ନାହିଁ କି ବର୍ଷା ଅନୁଭାବଙ୍କ ସହ ସମ୍ପର୍କ ରଖି ନାହାନ୍ତି । ଏଟା ପ୍ରମାଣ ହେଉ ନାହିଁ କି ବର୍ଷା ଅନୁଭବଙ୍କ ସହ ସମଷ୍ପକ ରଖି ନାହାନ୍ତି ।

କୋର୍ଟ ରାୟ ଦେଇଥିଲେ କି ସୋସିଆଲ ମିଡିଆରେ ନିଜର ବ୍ୟକ୍ତିଗତ କଥା ସେୟାର ନ କରିବା ପାଇଁ ଯାହା ବର୍ଷା ଫାଲୋ କରିଛନ୍ତି । କିନ୍ତୁ ଅନୁଭବ ଏହାର ବିରୁଦ୍ଧରେ ଯାଇଛନ୍ତି । ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଅଭିଯୋଗ ଲଗାଇ ଚାଲିଛନ୍ତି ବର୍ଷା ଉପରେ ଅନୁଭବ” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।