ଦିନେ ବିଶ୍ୱକପ ଟିମରୁ ବାଦ ପଡ଼ିଥିଲେ ରୋହିତ ଶର୍ମା, ଏବେ ବିଶ୍ୱକପ ଆଫଗାନିସ୍ତାନ କୁ ହରାଇ କଲେ ବିଶ୍ୱ ରେକର୍ଡ…

ନୂଆ କୀର୍ତ୍ତିମାନ ରଚିଲେ ରୋହିତ ଶର୍ମା । ଆନ୍ତର୍ଜାତୀୟ କ୍ରିକେଟ ରେ ହେଲେ ନମ୍ବର 1 । ହଁ ଦର୍ଶକ ବନ୍ଧୁ ଦିନ ଥିଲା ସେ ଭାରତୀୟ ବିଶ୍ଵକପ ଦଳ ରୁ ବାଦ ପଡିଥିଲେ । ବର୍ତ୍ତମାନ ସେ ବିଶ୍ଵକପ ରେ ଅଧିନାୟକ ଦାୟିତ୍ଵ ତୁଲାଉଛନ୍ତି । ଭାରତକୁ ତୃତୀୟ ଥର ପାଇଁ ଟାଇଟେଲ ଦେବାକୁ ସେ ବିଜୟ ଲାଭ କରିଛନ୍ତି । ଆମେ ଏଠାରେ କଥା ହେଉଛି ଭାରତୀୟ ଟିମ ର ପ୍ଲେୟାର ରୋହିତ ଶର୍ମା ।

ବିଶ୍ଵକପ ରେ ପୁରା ଆଫଗାନିସ୍ତାନ କୁ ନିଜ ବ୍ୟାଟ ରେ ସେ କନ୍ଦାଇ ଦେଇଛନ୍ତି । ଆଫଗାନିସ୍ତାନ ବିରୁଦ୍ଧରେ 3 ଟି ଚକା ମାରିବା ପରେ ସେ ଏବେ ବିଶ୍ଵ ରେ ରେକର୍ଡ କରିଛନ୍ତି । ଆନ୍ତର୍ଜାତିକ କ୍ରିକେଟ ରେ ଏହି ରେକର୍ଡ ପୂର୍ବରୁ ୱେଷ୍ଟ ଇଣ୍ଡିଜ ର କ୍ରିଶ କେଲ ଙ୍କ ନାଁ ରେ ଥିଲା । ସେ 3ଟି ଫର୍ମାଟ ରେ 553 ଟି ଛକା ମାରି ପ୍ରଥମ ସ୍ଥାନରେ ଥିଲେ । ବର୍ତ୍ତମାନ ଅଧିକ ଛକା ମାରିବାର ରେକର୍ଡ ଏବେ ରୋହିତ ଶର୍ମା ଙ୍କ ନାଁ ରେ ହୋଇଛି ।

ଆଜିର ମ୍ଯାଚ ପୂର୍ବରୁ 551 ଛକା ମାରି ସେ ବିଶ୍ଵର ଦ୍ଵିତୀୟ ସ୍ଥାନରେ ରହିଥିଲେ । ଆସା କରା ଯାଉଥିଲା ଏହି ରେକର୍ଡ ସେ ନିଜ ନାଁ ରେ କରିବେ । ତେବେ ବିଶ୍ଵକପ ରେ ଆଜି ଭାରତ ଦ୍ଵିତୀୟ ମ୍ୟାଚ ରେ ଆଫଗାନିସ୍ତାନ ବିପକ୍ଷରେ ଖେଳୁଛି । ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରିଥିଲା ଆଫଗାନିସ୍ତାନ । ନିର୍ଧାରିତ 50 ଟି ଓଭର ରେ 8ଟି ୱିକେଟ ହରାଇ ଦଳ 272 ରନ କରି ପାରିଥିଲା ।

ଭାରତ 273 ରନ ର ଟାର୍ଗେଟ ପାଇବା ପରେ ମଇଦାନ କୁ ଓଲହାଇ ଥିଲେ ରୋହିତ ଶର୍ମା ଓ ଇଶାନ କିଶାନ । ଉଭୟଙ୍କ ମଧ୍ୟରେ 154 ରାଣାର ପାର୍ଟନରସିପ ହୋଇଥିଲା । ଇଶାନ କିଶାନ ବ୍ୟକ୍ତିଗତ 47 ରନ କରି ପ୍ୟାଭିଲର ଖେଳିଥିଲେ । ତେବେ ଅଧିନାୟକ ରୋହିତ ଶର୍ମା କିନ୍ତୁ ବ୍ୟାଟିଙ୍ଗ ବନ୍ଦ କରି ନ ଥିଲେ । ଗୋଟେ ପରେ ଗୋଟେ ବାଉଣ୍ଡିଙ୍ଗ କରି ଶତକ ପରେ ଶତକ କରିଛନ୍ତି ।

ଆଉ ସବୁ ଆଫଗାନିସ୍ତାନ ର ମୁହଁ ତଳକୁ କରି ଦେଇଛନ୍ତି ରୋହିତ ଶର୍ମା । ତେବେ ରୋହିତ ଶର୍ମା ଏବେ ବିଶ୍ଵକପ ରେ ନିଜର ନୂଆ ରେକର୍ଡ ସ୍ଥାପନ କରିଛନ୍ତି ଯାହା ପୂର୍ବରୁ କେହି କରି ନ ଥିଲେ । ଏବେ ରୋହିତ ଶର୍ମା ଙ୍କ ବ୍ୟାଟିଙ୍ଗ କୁ ନେଇ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ତାଙ୍କର ଏଭଳି ପ୍ରଦର୍ଶନ ସମସ୍ତଙ୍କୁ ବେଶ ଆକର୍ଷିତ କରିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।