ସିକ୍କିମର ହୋଟେଲରୁ ଘରକୁ ଆସିଲା ଫୋନ୍ କଲ.. ମୋ ଭାଇ ସହ ମୁଁ କଥା ହେଲି, ମୋ ଭାଇ ବଞ୍ଚିଛି !

ମୋ ଭାଇ ସିକ୍କିମ ବନ୍ୟାରେ ଭାସିଯାଇ ଗତ 8 ଦିନ ହେବ ନିଖୋଜ ଥିଲେ । ମୋ ଭାଇ ସହ ମୁଁ କଥା ହୋଇନି । ଆଉ ମୋ ଭାଇ ର କୌଣସି ଖୋଜ ଖବର ମିଳୁନି । ଆଉ ଆଜି ହଠାତ ସିକ୍କିମ ର ଏକ ହୋଟେଲରୁ ଆସିଥିଲା ଫୋନ । ଆଉ ତା ପରେ ଯାହା ଶୁଣିବାକୁ ମିଳିଥିଲା ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ହଁ ଦର୍ଶକ ବନ୍ଧୁ ଏମିତି କିଛି କହି କାନ୍ଦି ପକାଉଛି ସାନ ଭାଇ ବଡ ଭାଇ କଥା ମନେ ପକାଇ ।

ସାନ ଭାଇ ବଡ ଭାଇ ର ଫୋଟୋ କୁ ଦେଖି ମନେ ମନେ କେତେ କଣ କହି ଯାଉଛି ଆଉ ଆଖିରୁ ଧାର ଧାର ହୋଇ ଲୁହ ବୋହି ଯାଉଛି । ସାନ ଭାଇ ଯାହାକୁ ଦେଖୁଛି ତାଙ୍କୁ କହୁଛି ଏ ହେଉଛି ମୋ ବଡ ଭାଇ ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ କୁଆଡେ ନିଖୋଜ ହୋଇ ଯାଇଛି । ଆମେ ଖୋଜୁ ପାଉନୁ । ଦୟା କରି ମୋ ଭାଇକୁ ଫେରାଇ ଆଣ । ମୋର ଆଉ କିଛି ଦରକାର ନାହିଁ ।

ସବୁ ଦୁଃଖ ସୁଖ ଆମେ ଦୁଇ ଭାଇ ସେୟାର କରୁଥିଲୁ । 8 ଦିନ ହେଲାଣି ପୁଅକୁ ଝୁରି ଝୁରି ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଅଜଯ ହଠାତ ସିକ୍କିମ ରୁ ଆସିଲା ଅଫୋନା କଲ । ସିକ୍କିମ ରେ ନିଖୋଜ ଥିବା ପୁଅ ମା ସହ କଥା ହୋଇଛି । ପୁଅ କହୁଛୁ ମା ମୁଁ ଭଲ ଅଛି । ମା କହୁଛୁ ପୁଅ ତୁ କେଉଁଠୁ ଅଛୁ ଜଲ୍ଦି ଘରକୁ ଫେରି ଆସ । ପୁଅ କହୁଛି ମା ମୁଁ ଘରକୁ ଜଲ୍ଦି ପଳାଇ ଆସିବି ।

ପୁଅକୁ ଝୁରି ଝୁରି 8 ଦିନ ହେଲାଣି ମା ବାପା ଙ୍କ ଆଖି ରୁ ଲୁହ ସୁଖୁ ନ ଥିଲା । ଆଜି କୁ 8 ଦିନ ହେଲାଣି ପୁଅ ସହ କଥା ହୋଇପାରୁ ନ ଥିଲା ମା । ସିକ୍କିମ ବୁଲିବାକୁ ପୁଅ ଗତ 1 ତାରିଖରେ ଯାଇଥିଲା । କିନ୍ତୁ 2 ତାରିଖ ରେ ପୁଅ ସହ ଯୋଗାଯୋଗ ହୋଇପାରି ନ ଥିଲା । ସେବେ ଠାରୁ ପୁଅର ଫେରିବା ବାଟକୁ ଅନାଇ ବସିଛନ୍ତି ପରିବାର ଲୋକ । ସମସ୍ତେ ଝୁରୁଥିଲେ ପୁଅ କୁ ।

ପୁଅ ର ଖବର ନ ମିଳିବାରୁ ଘରେ ଏ ଯାଏଁ ରୋଷେଇ ମଧ୍ୟ ହୋଇ ନାହିଁ କି କେହି ଖିଆପିଆ ମଧ୍ୟ କରି ନାହାନ୍ତି । ସେମିତି ଚାତକ ଭଳି ଅନାଇ ବସିଛନ୍ତି ପୁଅ ର ଫେରିବା ବାଟ କୁ । ସିକ୍କିମ ରୁ ଫୋନ ଆସିବା ପରେ ଏବେ ସମସ୍ତେ ଖୁସି ଅଛନ୍ତି । ଆଉ ସାନ ଭାଇ କହୁଛି ମୋ ଭାଇ ବଞ୍ଚିଛି ବହୁତ ଜଲ୍ଦି ଆମ ପାଖକୁ ଫେରି ଆସିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।