ବିବାହର କିଛି ଦିନ ପରେ ହିଁ ପ୍ରେଗନେଟ ହେଲେ ରାଖୀ ସାବନ୍ତ, ସ୍ଵାମୀ କହିଲେ – ‘ଏହା କେମିତି ସମ୍ଭବ, ଆମ ଭିତରେ…’

ଡ୍ରାମା କ୍ୱୀନ ରାଖୀ ସାବନ୍ତ ବର୍ତ୍ତମାନ ବହୁତ ଚର୍ଚାରେ ଅଛନ୍ତି । ବର୍ତ୍ତମାନ ସମୟରେ ପୁଣି ଥରେ ତାଙ୍କର ଏକ ନୂଆ ଡ୍ରାମା ଲୋକମାନଙ୍କ ସାମ୍ନାକୁ ଆସିଛି । ପୁଣି ଥରେ ସେ ଏକ ନୂଆ ଟ୍ୱିସ୍ଟ ନେଇ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଖୀ ସାବନ୍ତଙ୍କର ସ୍ଵାମୀଙ୍କର ରହସ୍ୟ ସମଧାନ ହୋଇ ନ ଥିଲା କି ସେ ପୁଣି ଥରେ ଏକ ନୂଆ ରହସ୍ୟ ନେଇ ସାମ୍ନାକୁ ଆସିଛନ୍ତି । ଯାହା ପରେ ଫ୍ୟାନମାନେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି ।

ସୋସିଆଲ ମିଡିଆରେ କନ୍ୟା ହୋଇଥିବା ଫଟୋ ଶେୟାର କରିବା ପରେ ରାଖୀ ସାବନ୍ତ ସ୍ଵୀକାର କରିଥିଲେ କି ତାଙ୍କର ବିବାହ ହୋଇ ସାରିଛି । ବିବାହ ପର୍ଯ୍ୟନ୍ତ ତ କଥା ଠିକ ଥିଲା, କିନ୍ତୁ ଯେତେବେଳେ ତାଙ୍କ ସ୍ଵାମୀଙ୍କ ବିଷୟରେ ପଚରାଗଲା ତେବେ ସେ କେବଳ ନିଜ ସ୍ଵାମୀଙ୍କର ନାମ ହିଁ କହିଲେ । ଏମିତିରେ ବର୍ତ୍ତମାନ ଏକ ନୂଆ ରହସ୍ୟ ସାମ୍ନାକୁ ଆସୁଛି । ଯାହାକୁ ଶୁଣିଲେ ଆପଣଙ୍କର ହୋସ ଉଡିଯିବ ।

ମା’ ହେବାକୁ ଯାଉଛନ୍ତି – ରାଖୀ ସାବନ୍ତ

ରାଖୀ ସାବନ୍ତ ବର୍ତ୍ତମାନ ହିଁ ଏକ ଭିଡିଓ ପୋସ୍ଟ କରିଛନ୍ତି, ଯେଉଁଥିରେ ସେ କହୁଛନ୍ତି କି, ‘ଜାନୁ ମୁଁ ମା’ ହେବାକୁ ଯାଉଛି । ଏହା ମଧ୍ୟରେ ପଛରୁ ଆବଜା ଆସୁଛି କି, “ଏମିତି କେମିତି ହୋଇପାରେ…ମୁଁ ତ ଇଂଲଣ୍ଡ ରେ ଥିଲି ।” ଅର୍ଥାତ ଏହି ଆବାଜ ତାଙ୍କ ସ୍ଵାମୀଙ୍କର ହିଁ ଥିଲା, କିନ୍ତୁ କିଛି ବି କହିବା କଷ୍ଟ ଅଟେ । କହିବାକୁ ଗଲେ ରାଖୀ ସାବନ୍ତ ସତରେ ମା’ ହେବାକୁ ଯାଉଛନ୍ତି କିମ୍ବା ସେ ମଜା ନେବା ପାଇଁ ଏହି ଭିଡିଓ ଶେୟାର କରିଛନ୍ତି, ଏହା ବିଷୟରେ କିଛି ବି କହି ହେବ ନାହିଁ ।

“ତୁମର ଫଟୋ ତ ଥିଲା ନା” – ରାଖୀ ସାବନ୍ତ

ଭିଡିଓରେ ଯେତେବେଳେ ବ୍ୟକ୍ତି ଜଣକ ରାଖୀ ସାବନ୍ତଙ୍କୁ କହୁଛି କି ମୁଁ ତ ଇଂଲଣ୍ଡରେ ଥିଲି, ତେବେ ତୁମେ ମା’ କେମିତି ହୋଇପାରିବ, ତେବେ ଏହା ପରେ ସେ କହିଲେ କି ତୁମେ ନ ଥିଲ, କିନ୍ତୁ ତୁମର ଫଟୋ ତ ଥିଲା । କହିବାକୁ ଗଲେ ରାଖୀ ସାବନ୍ତଙ୍କର ଏହି ଭିଡିଓକୁ ଲୋକମାନେ ମଜା ନେବା ପାଇଁ ଦେଖୁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।