Shraddha Kapoor ଙ୍କ ଏମିତି କାମ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିଦେବ

ବଲୀଉଡର ସବୁ ଅଭିନେତ୍ରୀ ନିଜର ସୁନ୍ଦରତା ଓ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କ ହୃଦୟରେ ନିଜ ପାଇଁ ଏକ ଖାସ ସ୍ଥାନ କରି ନିଅନ୍ତି । କିନ୍ତୁ ପ୍ରାୟତଃ ଏହି ଅଭିନେତ୍ରୀମାନେ ନିଜର ନାଖରା ଓ ଚିଡିଚିଡା ଗୁଣ ଯୋଗୁ କିଛି ବିବାଦରେ ବି ଫସି ଯାଆନ୍ତି । ଏମାନଙ୍କ ମଧ୍ୟରେ ଏମିତି ହିଁ ଜଣେ ଅଭିନେତ୍ରୀ ଅଟନ୍ତି ଯିଏ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କୁ ନିଜର ଦିବାନା କରି ନେଇଛନ୍ତି । କିନ୍ତୁ ଏହା ସହିତ ବହୁତ ବିବାଦରେ ମଧ୍ୟ ଫସିସାରିଛନ୍ତି । କହିବାକୁ ଗଲେ ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଏହି ଅଭିନେତ୍ରୀର ନାଁ ନାଢ୍ୟ ସାମ୍ନାକୁ ଆସିଥିଲା ।

ସୁଶାନ୍ତଙ୍କ ଫିଲ୍ମ ‘ଛିଚୋର’ରେ ନଜର ଆସିଥିବା ଶ୍ରଦ୍ଧା କପୁର ବି NCBର ଲିସ୍ଟରେ ଆସିସାରିଛନ୍ତି । କହିବାକୁ ଗଲେ ସୁଶାନ୍ତଙ୍କ ମ୍ୟାନେଜରଙ୍କ ଜୟା ସାହା ସହିତ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଚ୍ୟାଟ ସାମ୍ନାକୁ ଆସିଛି ।

ଯେଉଁଥିରେ ଶ୍ରଦ୍ଧା ଜୟାଙ୍କୁ CBD ତେଲ ମାଗୁଛନ୍ତି । ଏହା ଏକ ପ୍ରକାରର ଡ୍ରଗ ଅଟେ । କିନ୍ତୁ ଜୟା ଓ ଶ୍ରଦ୍ଧାଙ୍କର କହିବା ଅଟେ କି ଏହା ଆଇନ ସଙ୍ଗତ ଅଟେ । କିନ୍ତୁ ଏହା ପ୍ରଥମ ଥର ନୁହେଁ ଯେତେବେଳ ଶ୍ରଦ୍ଧା କପୁର କୌଣସି ବିବାଦରେ ଫସିଛନ୍ତି । ତେବେ ଚାଳନ୍ତୁ ଜାଣିବା ଶ୍ରଦ୍ଧାଙ୍କ ସହିତ ଜଡିତ କିଛି ରହସ୍ୟପୂର୍ଣ କଥା ବିଷୟରେ । କହିବାକୁ ଗଲେ ଶ୍ରଦ୍ଧା କପୁର ସବୁବେଳେ ଭଲ ଡ୍ରେସ ପିନ୍ଧିଥିବାର ନଜର ଆସିଥାନ୍ତି । କିନ୍ତୁ ନିଜ ଡ୍ରେସ କାରଣରୁ ଶ୍ରଦ୍ଧା କପୁର ପାକିସ୍ତାନରେ ହଙ୍ଗାମା କରି ଦେଇଥିଲେ ।

କହିବାକୁ ଗଲେ ଶ୍ରଦ୍ଧା ପାକିସ୍ତାନରେ ହୋଇଥିବା ଏକ ଇଣ୍ଟରଭିୟୁକୁ ଯାଇଥିଲେ । ଯେଉଁଠି ତାଙ୍କର ଡ୍ରେସ ଦରକାର ଠାରୁ ଅଧିକ ଛୋଟ ହୋଇଯାଇଥିଲା । ପାକିସ୍ତାନରେ ଏହାକୁ ଆପତ୍ତିଜଙ୍କ କୁହାଗଲା । କିନ୍ତୁ ଏହା ପୂର୍ବରୁ ବି ଶ୍ରଦ୍ଧା କପୁର ନିଜ ଡ୍ରେସକୁ ନେଇ ଲଜ୍ଜିତ ହୋଇସାରିଛନ୍ତି । ଯଦି ତାଙ୍କର ଅଫେୟାର ବିଷୟରେ କଥାବାର୍ତ୍ତା କରିବା ତେବେ ଫିଲ୍ମ ଆଶିକି ୨ ଶୁଟିଙ୍ଗ ସମୟରେ ଶ୍ରଦ୍ଧା କପୁର ଓ ଆଦିତ୍ୟଙ୍କ ଅଫେୟାରକୁ ନେଇ ଚର୍ଚା ଚାଲି ଥିଲା । କିନ୍ତୁ ପୁଣି କିଛି ବର୍ଷ ପରେ ଫିଲ୍ମ ABCD ୨ ଫିଲ୍ମର ଶୁଟିଙ୍ଗ ସମୟରେ ବରୁଣ ଧବନ ଓ ଶ୍ରଦ୍ଧା କପୁରଙ୍କ ନାଁ ଯୋଡି ଥିଲା । ଏହା ସହିତ ଫରହାନ ଅଖ୍ତରଙ୍କ ସହ ବି ଶ୍ରଦ୍ଧାଙ୍କ ନାଁ ଯୋଡି ହୋଇ ସାରିଛି ।

ଆପଣଙ୍କୁ କହିଦେଉଛୁ କି ଶ୍ରଦ୍ଧାଙ୍କୁ ଗୋଟିଏ ସମୟରେ ମିଡିଆ ବୟକଟ ବି କରି ଦେଇଥିଲା । କହିବାକୁ ଗଲେ ଶ୍ରଦ୍ଧାଙ୍କୁ ଗୋଟିଏ ଇଣ୍ଟରଭିୟୁକୁ ଯିବାର ଥିଲା । ଯେଉଁଠି ମିଡିଆ ତାଙ୍କୁ ଅପେକ୍ଷା କରିଥିଲା । କିନ୍ତୁ ଶ୍ରଦ୍ଧା ମେକଅପ ନେବାରେ ଏତେ ସମୟ ନେଲେ କି ପୁରା ମିଡିଆ ହିଁ ତାଙ୍କ ଉପରେ ରାଗି ଗଲା । ଏହା ପରେ ସମସ୍ତେ ଏହା ନିଷ୍ପତି ନେଲେ କି ଇଣ୍ଟରଭିୟୁରେ କୌଣସି ଫଟୋ ସେହି ସମୟ ପର୍ଯ୍ୟନ୍ତ ଉଠିବ ନାହିଁ ଯେତେ ସମୟ ପର୍ଯ୍ୟନ୍ତ ଶ୍ରଦ୍ଧା ସେହି ସ୍ଥାନରୁ ଚାଲି ଯାଇ ନାହାନ୍ତି । ଏହା ସହିତ ଆପଣଙ୍କୁ କହିଦେଉଛୁ କି ଅଣ୍ଡରୱାଲ୍ଡ ଡନଙ୍କ ଭଉଣୀ ହସିନା ପାରକରଙ୍କ ରୋଲ କରିବା ପରେ ବି ସେହି ଫିଲ୍ମକୁ ନେଇ ବହୁତ ହଙ୍ଗମା ହୋଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।