ଛୋଟ ପରଦାର ଏହି ବୋହୁ ଅଟେ ପଟାଖା, ଆଗରୁ କେବେ ବି ଦେଖି ନ ଥିବେ ତାଙ୍କର ଏମିତି ଫଟୋ !

ଟିଭିରେ ବୋହୁମାନଙ୍କର ହଟ ଅବତାର ତ ବହୁତ ଦେଖିଥିବେ । କିନ୍ତୁ ହଟନେସରେ ନିୟା ଶର୍ମାଙ୍କ ଭଳି କେହି ନାହାନ୍ତି । ନିଜର ଜଲୱା ଦ୍ଵାରା ଟିଭିରେ ‘ଜମାଈ ରାଜା’ ସିରିୟଲରେ ରୋଶନୀର ଅଭିନୟ କରି ନିଆଁ ଲଗାଇ ଦେଇଥିଲେ । ଏହି ଶୋ ରେ ତାଙ୍କୁ ବହୁତ ଲୋକପ୍ରିୟତା ବି ମିଳିଥିଲା । ସେଥିପାଇଁ ତ ସେ ଇଂଷ୍ଟାଗ୍ରାମରେ ବହୁତ ଧମାଲ କରୁଛନ୍ତି । ଏହା ପୂର୍ବରୁ ସେ “ଏକ ହଜାରୋଂ ମେଂ ମେରୀ ବେହନା ହୈଂ’ ସିରିୟଲରେ

ମାନୱୀ ର ଅଭିନୟ କରି ବହୁତ ଚର୍ଚିତ ହୋଇଥିଲେ ।

ନିୟା ବର୍ଷ ୨୦୧୭ରେ ‘ଫିୟର ଫ୍ୟାକ୍ଟର : ଖତରୋଂ କେ ଖିଲାଡ଼ୀ’ରେ ବି ଭାଗ ନେଇଥିଲେ ଓ ସେ ଟପ ୫ ଫାଇନାଲିସ୍ଟ ମଧ୍ୟରେ ବି ଜାଗା ବନାଇବାରେ ସଫଳ ହୋଇଥିଲେ । ବର୍ଷ ୨୦୧୭ରେ ହିଁ ‘ବ୍ରିଟିଶ ଈସ୍ଟର୍ନ ଆୟ’ରେ ଛପି ଥିବା ରିପୋର୍ଟ ଅନୁସାରେ ସେ : ଟପ ୫୦ କାମୁକ ମହିଳାମାନଙ୍କ ଲିଷ୍ଟରେ ବି ସାମିଲ ହୋଇଥିଲେ ଓ ସେ ୨୦୧୬ରେ ନମ୍ବର ୩ ରେ ବି ଥିଲେ ।

ନିୟା ଟିଭିରେ ନିଜର କ୍ୟାରିୟରର ଆରମ୍ଭ ‘କାଲୀ : ଏକ ଅଗ୍ନି ପରୀକ୍ଷା’ ସିରିୟଲରୁ ଆରମ୍ଭ କରିଥିଲେ । ଏହା ପରେ ‘ବହନେ’, ନୟୀ ସୋଚ କୀ ତଲାଶ ଆମିର କେ ସାଥ’, ‘ଷ୍ଟାର ଲାଇଟ’, “ଏକ ହଜାରୋଂ ମେଂ ମେରୀ ବହନା ହୈଂ’, ‘ଜମାଈ ରାଜା’, ‘ବକ୍ସ କ୍ରିକେଟ ଲୀଗ’, ‘କମେଡୀ ନାଇଟ୍ସ ବଚାଓ’,’ଫିୟର ଫ୍ୟାକ୍ଟର : ଖତରୋଂ କେ ଖିଲାଡ଼ୀ’ ଓ ‘ଟ୍ୱିସ୍ଟେଡ’ରେ କାମ କରିସାରିଛନ୍ତି ।

“କାଲୀ: ଏକ ଅଗ୍ନି ପରୀକ୍ଷା’ ଓ “ଜମାଈ ରାଜା’ ସିରିୟଲ ପାଇଁ ତାଙ୍କୁ ବହୁତ ପୁରଷ୍କାର ବି ମିଳିଛି । ନିୟା ଯେଉଁ ଫଟୋକୁ ଇଂଷ୍ଟାଗ୍ରାମରେ ଶେୟାର କରିଛନ୍ତି ସେଥିରେ ସେ ବ୍ଲାକ ରଙ୍ଗର ସ୍ଟ୍ରିପ ଡ୍ରେସ ଏଂଡ ସିଲ୍ୱର ହାଈ ବୂଟ୍ସ ପିନ୍ଧିଥିବାର ନଜର ଆସୁଛନ୍ତି । ଇଂଷ୍ଟାଗ୍ରାମରେ ନିୟା ଶର୍ମାଙ୍କର ୧.୭ ମିଲିୟନ ଫଲୋଅର୍ସ ଅଛନ୍ତି । ଯେଉଁମାନେ ତାଙ୍କର ଫଟୋକୁ ବହୁତ ଲାଇକ କରନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।