ଫିଲ୍ମରେ ବହୁତ ଗାଳି ଦେଇସାରିଛନ୍ତି ଏହି ୫ ଜଣ ବଲୀଉଡ ହିରୋଇନ, ଜଣେ ତ ପାର କରିଦେଲେ ସବୁ ସୀମା

ଅପଶବ୍ଦ କହିବା କିମ୍ବା ଗାଳି ଦେବା ଏକ ଖରାପ ଜିନିଷ ବୋଲି କୁହା ଯାଇଛି । ଏହା ସତ୍ତ୍ୱେ ବି ଆମେ ସମସ୍ତେ ନିଜର ଦୈନିକ ଜୀବନରେ ଲୋକ ମାନଙ୍କୁ ଏହାର ବ୍ୟବହାର କରିବାର ଦେଖିଥାଉ କିମ୍ବା ଶୁଣିଥାଉ । ବର୍ତ୍ତମାନ ଫିଲ୍ମ ଗୁଡିକରେ ବି ଏହାର ବ୍ୟବହାର ହେବାକୁ ଲାଗିଛି । ବଲୀଉଡରେ ଆପଣଙ୍କୁ ବହୁତ ଏହିଭଳି ଫିଲ୍ମ ମିଳିଯିବ ଯେଉଁଥିରେ ଗାଳିର ବ୍ୟବହାର ବହୁତ କରା ଯାଇଛି ।

ଏମିତିରେ ଆଜି ଆମେ ଆପଣଙ୍କୁ ୫ଟି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଅନସ୍କ୍ରୀନ ଗାଳି କରୁଥିବାର ନଜର ଆସିଛନ୍ତି ।

କରୀନା କପୁର :

କରୀନା କପୁର ନିଜର ସୁନ୍ଦରତା, ଫ୍ୟାସନ ଓ କ୍ଳାସ ପାଇଁ ଜଣା ଯାଆନ୍ତି । କିନ୍ତୁ ସେ ଭିତରୁ ବହୁତ ଦେଶୀ ଅଟନ୍ତି । ଗୋଲମାଲ ୩ ଫିଲ୍ମରେ ତାଙ୍କର କିରଦାର ଅଳ୍ପ ଫନି ଥିଲା ଯେଉଁଥିରେ ସେ ଗାଳି ବି ଦେଉଥିଲେ । ସେ ଶାହରୁଖଙ୍କ ସହିତ ଫିଲ୍ମ ‘ରା-ୱାନ’ରେ ବି ଅପଶବ୍ଦର ବ୍ୟବହାର କରିଥିଲେ ।

ବିଦ୍ୟା ବାଲନ :

ବିଦ୍ୟା ବାଲନ ବଲୀଉଡରେ ବହୁତ ଅଲଗା ଅଲଗା ପ୍ରକାରର ରୋଲ କରିଛନ୍ତି । ଡର୍ଟୀ ପିକ୍ଚରରେ ତ ସେ ସବୁ ସୀମା ପାର କରି ଦେଇଥିଲେ । ଏହା ପରେ ଇଶ୍କିୟାଁ ଓ ବେଗମ ଜାନ ଭଳି ଫିଲ୍ମରେ ବି ସେ ଅନସ୍କ୍ରୀନ ବହୁତ ଗାଳି ଦେଇଥିଲେ ।

କଂଗନା ରନୌତ :

କଂଗନା ରନୌତ ମଧୁର ଭଂଡାରକରଙ୍କର ଫିଲ୍ମ ‘ଫ୍ୟାସନ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ଅଭିନୟର ବହୁତ ପ୍ରଶଂସା ବି ହୋଇଥିଲା । ଏହି ଫିଲ୍ମରେ ସେ ଏକ ବୋଲ୍ଡ ମଡେଲର ଅଭିନୟ କରି ଅନସ୍କ୍ରୀନରେ ବହୁତ ଖରାପ ଭାଷା ବି କହିଥିଲେ ।

ଋଚା ଚଡ୍ଡା :

ଅନୁରାଗ କଶ୍ୟପଙ୍କର ଫିଲ୍ମ ଗୈଂଗ୍ସ ଅଫ ୱାସେପୁରରେ ବହୁତ ମାତ୍ରରେ ଅପଶବ୍ଦର ବ୍ୟବହାର କରାଯାଇଛି । ଯାହାର ହିସାବ ବି କରିବା କଷ୍ଟ ଅଟେ । ଏମିତିରେ ଫିଲ୍ମରେ ଦେଶୀ ମହିଳା ହୋଇଥିବା ଋଚା ଚଡ୍ଡା ବି କେତେକ ଏମିତି ଡାଇଲଗ କହିଛନ୍ତି ଯେଉଁଥିରେ ବହୁତ ଅପଶବ୍ଦ ଥିଲା । ଏହି ଫିଲ୍ମ ପରେ ଋଚା ଫିଲ୍ମ ‘ଫୁକରେ’ ବି ଭୋଲି ପଞ୍ଜାବନ ନାମକ ଗୋଟିଏ ମହିଳା ଡନ ହୋଇ ବହୁତ ଗାଳି ଦେଇଥିଲେ । କିନ୍ତୁ ଏହି ଦୁଇଟି ଫିଲ୍ମରେ ତାଙ୍କର ଅଭିନୟକୁ ବହୁତ ପସନ୍ଦ ବି କରାଯାଇଛି ।

ରାନୀ ମୁଖର୍ଜୀ :

ରାନୀ ମୁଖର୍ଜୀ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଫିଲ୍ମରେ କାମ କରି ସାରିଛନ୍ତି । ଏମିତିରେ ତାଙ୍କୁ ଫିଲ୍ମ ‘ନୋ ୱାନ କିଲ୍ଡ ଜେସିକା’ ରେ ଅନସ୍କ୍ରୀନ ଅପଶବ୍ଦ କହୁଥିବାର ନଜର ଆସିଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।