ଜୀବନରେ ଯଦି ଆସୁଛି କିଛି ଅସୁବିଧା ତ ଘରୁ ବାହାରିବା ପୂର୍ବରୁ କରନ୍ତୁ ଏହି କାମ, ବଜରଙ୍ଗବଲି କରିବେ ସବୁ ମନସ୍କାମନା ପୁରା

ବର୍ତ୍ତମାନ ସମୟରେ ସମସ୍ତେ ନିଜ ଜୀବନରେ କୌଣସି ନା କୌଣସି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି । ଏମିତି କୌଣସି ବ୍ୟକ୍ତି ନାହାନ୍ତି ଯାହାଙ୍କ ଜୀବନରେ କୌଣସି ସମସ୍ୟା କିମ୍ବା ଅସୁବିଧା ନାହିଁ । ଯଦି ଆପଣଙ୍କର ଜୀବନରେ ବି ସମସ୍ୟା କିଛି ଅଧିକ ହିଁ ଆସୁଛି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଉପାୟ ନେଇ ଆସିଛୁ । ଯାହାର ସୂଚନା ଆଜି ଆମେ ଆପଣଙ୍କୁ ଦେବୁ । ଯଦି ଆପଣ ଏହି ଉପାୟ ଗୁଡିକ କରିବେ ତେବେ ଜୀବନରେ ଚାଲୁଥିବା ସମସ୍ତ ସମସ୍ୟା ଧୀରେ ଧୀରେ କମ ହୋଇଯିବ । ଯଦି ଆପଣ ଘରୁ ବାହାରିବା ସମୟରେ ଏହି ଉପାୟକୁ କରୁଛନ୍ତି ତେବେ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ ।

ଘରୁ ବାହାରିବା ପୂର୍ବରୁ କରନ୍ତୁ ଏହି ଉପାୟ

ଯଦି ଆପଣ କୌଣସି ଜରୁରୀ କାମ ପାଇଁ ବାହାରକୁ ଯାଉଛନ୍ତି ତେବେ ଆପଣ ନିଜ ଡାହାଣ ପାଦକୁ ହିଁ ଘରୁ ବାହାରକୁ ଯିବା ସମୟରେ ପ୍ରଥମେ ବାହାର କରିବେ । କାରଣ ଏହା ଶୁଭ ହୋଇଥାଏ । ଏହା ଦ୍ଵାରା ଆପଣଙ୍କୁ ଅବଶ୍ୟ ସଫଳତା ମିଳିବ ।

Image courtesy: Google

ଯଦି ଆପଣ ନିଜର ଭାଗ୍ୟକୁ ପ୍ରବଳ କରିବାକୁ ଚାହୁଁଛନ୍ତି ତେବେ ଘରୁ ବାହାରିବା ସମୟରେ ମିଠା ଦହି ଖାଇ ବାହାରନ୍ତୁ ।

ଯଦି ଆପଣ ନିଜ କାମକାର୍ଯ୍ୟରେ ଆସୁଥିବା ବାଧାକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ସବୁଦିନ ସକାଳେ ସ୍ନାନ କରି ଗୀତାର ୧୧ଟି ଅଧ୍ୟାୟର ପାଠ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ସମସ୍ତ ବାଧା ଦୂର ହୋଇଯିବ ।

Image courtesy: Google

ଯଦି ଆପଣ ନିଜ ଘର ପରିବାରର ସୁଖ ଶାନ୍ତି ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ନିଜ ଘରେ ତୁଳସୀ ଗଛ ଲଗାନ୍ତୁ ଓ ସନ୍ଧ୍ୟା ସମୟରେ ଏହି ତୁଳସୀ ଗଛ ପାଖରେ ଶୁଦ୍ଧ ଘିଅର ଦୀପ ଜଳାନ୍ତୁ ।

Image courtesy: Google

ଯଦି ଆପଣ ନିଜ କାମକାର୍ଯ୍ୟରେ ଆସୁଥିବା ବାଧାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଏହି ସ୍ଥିତିରେ ଆପଣ ସକାଳ ସମୟରେ ହନୁମାନ ମନ୍ଦିରକୁ ଯାଆନ୍ତୁ ଓ ହନୁମାନଙ୍କର ପୂଜା କରି ନିଜ କାର୍ଯ୍ୟକୁ ଯାଆନ୍ତୁ । ଏହାକୁ ସବୁଦିନ କରିବା ଉଚିତ ।

ଯଦି ଆପଣ ନିଜ ଘରେ ସକାଳ ସମୟରେ ପୂଜା କରିବା ସମୟରେ ଶୁଦ୍ଧ ଘିଅର ଦୀପ ଜଳାଇ ସେଥିରେ ଲବଙ୍ଗ ଦେବେ, ତେବେ ଏହି ଉପାୟକୁ କରିବା ଦ୍ଵାରା କାର୍ଯ୍ୟକ୍ଷେତ୍ରରେ ଆସୁଥିବା ସମସ୍ତ ବାଧା ଦୂର ହୋଇଯିବ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।