ଫିଟ ରହିବା ପାଇଁ ସବୁଦିନ ଖାଆନ୍ତୁ ଗୋଟିଏ ଆପେଲ, କେବେ ବି ହେବ ନାହିଁ ଏହି ୧୦ ଟି ରୋଗ

ଆଜିକାଲୀ ବ୍ୟସ୍ତତାପୂର୍ଣ୍ଣ ଜୀବନରେ ନିଜ ପାଇଁ କାହା ପାଖରେ ସମୟ ହିଁ ନାହିଁ । ସମୟ ଅଭାବରୁ ଲୋକମାନେ ନିଜର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ପାରନ୍ତି ନାହିଁ । ଯେଉଁ କାରଣରୁ ଆପଣଙ୍କୁ ବହୁତ ଗମ୍ଭୀର ରୋଗ ବି ହୋଇଯାଏ । ଏମିତି ରେ ଯଦି ଆପଣଙ୍କ ପାଖରେ ନିଜର ଫିଟନେସର ଧ୍ୟାନ ରଖିବା ପାଇଁ ସମୟ ନାହିଁ, ତେବେ ଆପଣଙ୍କୁ ସବୁଦିନ ଏକ ଆପେଲ ଖାଇବା ଆରମ୍ଭ କରିଦେବା ଉଚିତ ।

ଆପେଲରେ ଥିବା ଭିଟାମିନ ଓ ଫାଇବର ଅନେକ ରୋଗକୁ ଆମ ଠାରୁ ଦୂରେଇ ରଖିଥାଏ । ସେଥିପାଇଁ ଡାକ୍ତରମାନେ ବି ସୁସ୍ଥ ରହିବା ପାଇଁ ଗୋଟିଏ ଆପେଲ ଖାଇବା ପାଇଁ ଉପଦେଶ ଦିଅନ୍ତି ।

ଡାଇବେଟିସ

ସବୁଦିନ ଗୋଟିଏ ଆପେଲ ଖାଇବା ଦ୍ଵାରା ଆପଣଙ୍କୁ ଟାଇପ – ୨ର ଡାଇବେଟିସ ର ବିପଦ କମ ହୋଇଥାଏ । ଆପେଲରେ ଥିବା ଗୁଣ ଆପଣଙ୍କର ଡାଇବେଟିସର ବିପଦକୁ କମ କରିଥାଏ ।

ହାର୍ଟ ଆଟାକ

ଯଦି ଆପଣଙ୍କୁ ଅଧିକ ଟେନସନ ରହୁଛି, ତେବେ ଆପଣଙ୍କୁ ସବୁଦିନ ଗୋଟିଏ ଆପେଲ ଖାଇବା ଆରମ୍ଭ କରିଦେବା ଉଚିତ । ନ ହେଲେ ମାମଲା ହାର୍ଟ ଆଟାକ ପର୍ଯ୍ୟନ୍ତ ବି ପହଞ୍ଚିପାରେ । କହିଦେଉଛୁ କି ଆପେଲରେ ଥିବା ଫାଇବର ଓ ଫେନୋଲିକ ହାର୍ଟ ଆଟାକର ବିପଦକୁ କମ କରିଥାଏ ।

କ୍ୟାନ୍ସର

ବୈଜ୍ଞାନିକ ଓ ଚିକିତ୍ସକମାନଙ୍କର ମାନିବେ ତ ସବୁଦିନ ଗୋଟିଏ ଆପେଲ ଖାଇବା ଦ୍ଵାରା କ୍ୟାନ୍ସରରୁ ମଧ୍ୟ ଆପଣ ବଞ୍ଚି ପାରିବେ । ରିସର୍ଚରୁ ଏହା ଜଣା ପଡିଛି କି ସବୁଦିନ ଗୋଟିଏ ଆପେଲ ଖାଇବା ଦ୍ଵାରା ବ୍ୟକ୍ତିମାନଙ୍କୁ ଅଗ୍ନାଶୟରେ କ୍ୟାନ୍ସର ର ବିପଦ ୨୩% ପର୍ଯ୍ୟନ୍ତ କମ ହୋଇଯାଏ ।

ମାଂସପେଶୀ

ବୟସ ବଢିବା ସହିତ ଲୋକମାନଙ୍କର ମାଂସପେଶୀ ସମ୍ବନ୍ଧିତ ସମସ୍ୟା ବଢିଯାଏ, ଏମିତିରେ ଯଦି ଆପଣ ଏହି ସମସ୍ୟାରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଆପଣ ବର୍ତ୍ତମାନ ଠାରୁ ସବୁଦିନ ଗୋଟିଏ ଆପେଲ ଖାଇବା ଅଭ୍ୟାସ କରି ନିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ମାଂସପେଶୀ ସୁସ୍ଥ ରହିବ ।

ରୋଗ ପ୍ରତିରୋଧକ କ୍ଷମତା

ସବୁଦିନ ଗୋଟିଏ ଆପେଲ ଖାଇବା ଦ୍ଵାରା ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ ଯାହା ଦ୍ଵାରା ଆପଣ ଛୋଟ ମୋଟ ରୋଗରୁ ବି ବଞ୍ଚି ପାରିବେ ।

ଟ୍ୟୁମର

ଆପେଲ ଖାଇବା ଦ୍ଵାରା ବ୍ୟକ୍ତିମାନଙ୍କୁ ଟ୍ୟୁମର ର ଆଶଙ୍କା କମ ହୋଇଯାଏ । କହିଦେଉଛୁ କି ଆଜିକାଲି ଲୋକମାନଙ୍କୁ ପ୍ରାୟତଃ ଟ୍ୟୁମରର ସମସ୍ୟା ଅଧିକ ରହୁଛି । ଏମିତିରେ ସବୁଦିନ ଆପେଲ ଖାଇବା ଦ୍ଵାରା ଆପଣ ଟ୍ୟୁମରରୁ ବଞ୍ଚି ପାରିବେ ।

ପାଚନ ତନ୍ତ୍ର

ଆପେଲରେ ଥିବା ଫାଇବର ଆପଣଙ୍କର ପାଚନ ତନ୍ତ୍ରକୁ ବି ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ଓ ପେଟ ସମ୍ବନ୍ଧିତ କୌଣସି ରୋଗ ହୋଇ ନ ଥାଏ ।

ମସ୍ତିଷ୍କ

ସବୁଦିନ ଗୋଟିଏ ଆପେଲ ଖାଇବା ଦ୍ଵାରା ଆପଣଙ୍କର ମସ୍ତିଷ୍କ ସୁସ୍ଥ ରହିଥାଏ । ଏହା ଦ୍ଵାରା ଆପଣଙ୍କୁ କେବେ ବି ମସ୍ତିଷ୍କ ସମ୍ବନ୍ଧିତ ସମସ୍ୟା ହୋଇ ନ ଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।