କଣ ଆପଣ ବି ସବୁଦିନ କରନ୍ତି ମଦ୍ୟପାନ, ତେବେ ନିଶ୍ଚୟ ଜାଣି ନିଅନ୍ତୁ ଏହି ଜରୁରୀ କଥା

ପ୍ରାୟତଃ ଆପଣମାନେ ଦେଖିଥିବେ କି ମଦ୍ୟପାନ କରିବା ସମୟରେ ଲୋକମାନେ ଚାଖଣା ରୂପରେ କିଛି ଖାଇବାକୁ ପସନ୍ଦ କରନ୍ତି । ଯାହା ଦ୍ଵାରା ମଦ ତାଙ୍କୁ କଡା ଲାଗିବ ନାହିଁ । କିନ୍ତୁ ଆପଣ କେବେ ଏହି କଥା ଚିନ୍ତା କରିଛନ୍ତି କି ମଦ୍ୟପାନ କରିବା ପରେ କିଛି ବି ଖାଇବା ଦ୍ଵାରା ଶରୀର ପାଇଁ ତାହା କେତେ କ୍ଷତିକାରକ ହୋଇଥାଏ । ଆପଣଙ୍କୁ କହିଦେଉଛୁ କି ମଦ୍ୟପାନକୁ ନେଇ ଜଣେ ଏକ୍ସପର୍ଟ କୁହନ୍ତି କି ଯଦି କୌଣସି ବ୍ୟକ୍ତି

ଡ୍ରିଂକ କରିବାକୁ ଯାଉଛି ତେବେ ତାକୁ କିଛି ସ୍ପେଶାଲ ଖାଦ୍ୟ ହିଁ ଖାଇବା ଉଚିତ । ଯାହା ଦ୍ଵାରା ତା’ର ଶରୀରରେ ଆଲ୍କୋହଲ ର ପ୍ରଭାବ କମ ରୁ କମ ହେବ । ଏହା ସହିତ ଧ୍ୟାନ ରଖନ୍ତୁ କି ମଦ୍ୟପାନ କରିବା ପରେ ଆପଣଙ୍କ ପେଟ ଖାଲି ନ ରହୁ ଆପଣଙ୍କୁ କିଛି ହେଳ୍ଦି ଖାଦ୍ୟ ହିଁ ଖାଇବା ଉଚିତ । ଡ୍ରିଂକ କରିବା ସମୟରେ ତଳେ ଦିଆ ଯାଇଥିବା ଖାଦ୍ୟ ଗୁଡିକୁ ଖାଆନ୍ତୁ ।

ଆଚାର :

ଆଚାର ଏକ ଭଲ ଖାଦ୍ୟ ଅଟେ । ଏହାକୁ ମଦ୍ୟପାନ କରିବା ପୂର୍ବରୁ ଖାଇବା ଦ୍ଵାରା ଆରାମ ମିଳିଥାଏ । ଏହା ଦ୍ଵାରା ହ୍ୟାଙ୍ଗ ଓଭର ହୋଇ ନ ଥାଏ କାରଣ ଏଥିରେ ଇଲେକ୍ଟ୍ରୋଲାଇଟ୍ସ ଓ ସଲ୍‍ଟୀ ବ୍ରାଇନ ରହିଥାଏ ।

ବାଦାମ :

ବିୟର କିମ୍ବା ଭୋଡକା ପିଇବା ପୂର୍ବରୁ ବାଦାମ ଖାଆନ୍ତୁ । ଏହା ଦ୍ଵାରା ଶରୀରରେ ଶକ୍ତି ଆସିବ । ମଦ ପିଇବା ପରେ ପେଟ ଉପରେ ପଡୁଥିବା ଖରାପ ପ୍ରଭାବକୁ ଏହା କମ କରିଥାଏ ।

ଆବୋକ୍ୟାଡୋ :

ଏବୋକୈଡୋ କୁ ମଦ୍ୟପାନ କରିବା ପୂର୍ବରୁ ଖାଇବା ଦ୍ଵାରା ଆରାମ ମିଳିଥାଏ ଓ ହ୍ୟାଙ୍ଗ ଓଭରର ସମସ୍ୟା ବି ହୋଇ ନ ଥାଏ ।

ଚୀଜ଼ :

ଚୀଜ଼ କିମ୍ବା ପନିର ଏକ ଭଲ ଓ ହେଲ୍‍ଦୀ ଖାଦ୍ୟ ଅଟେ । ଯାହାକୁ ମଦ୍ୟପାନ କରିବା ପୂର୍ବରୁ ଖାଇବା ଦ୍ଵାରା ହ୍ୟାଙ୍ଗ ଓଭର ହୋଇ ନ ଥାଏ ।

ସତାବରୀ :

ସତାବରୀ ଏକ ହେଲ୍ଦି ଖାଦ୍ୟ ଅଟେ ଯେଉଁଥିରେ ଭରପୁର ମାତ୍ରାରେ ଏମୀନୋ ଏସିଡ ଥାଏ । ଏହି ଏମୀନୋ ଏସିଡ ଆଲ୍କୋହଲ ର ମେଟାବୋଲ୍ଜିମକୁ କମ କରିବାରେ ସାହାର୍ଯ୍ୟ କରିଥାଏ ଓ ଆପଣଙ୍କ ପେଟକୁ ସୁରକ୍ଷିତ ରଖିଥାଏ ।

ଅଲିବ ଅୟଲ :

ଯଦି ଆପଣ ମଦ୍ୟପାନ କରିବା ପୂର୍ବରୁ ଗୋଟିଏ ଚାମଚ ଅଲିବ ଅୟଲ ପିଇ ନେବେ ତେବେ ମଦ୍ୟପାନ କରିବା ପରେ ହେଉଥିବା ହ୍ୟାଙ୍ଗ ଓଭର ହେବ ନାହିଁ ।

କ୍ଷୀର :

ଯଦି ଗୋଟିଏ ଗ୍ଳାସ କ୍ଷୀର କିମ୍ବା ଅଧ ଗ୍ଳାସ ଥଣ୍ଡା କ୍ଷୀର ବି ମଦ୍ୟପାନ କରିବା ପୂର୍ବରୁ ପିଇ ନେବେ ତେବେ ତାହା ବି ଲାଭଦାୟକ ହେବ । ଏହା ଦ୍ଵାରା ଶରୀରକୁ ଶକ୍ତି ମିଳିଥାଏ ।

ଫଳ :

ଫଳରେ ପ୍ରୋଟିନ ଓ ଭିଟାମିନ ଭରପୁର ମାତ୍ରାରେ ରହିଥାଏ । ଏଥିରେ ପୋଟାସିୟମ ବି  ଭରପୁର ମାତ୍ରାରେ ଥାଏ ଯାହା ଶରୀରରେ ଫ୍ଲୂଏଡ୍ସ କୁ ସନ୍ତୁଳିତ ରଖିଥାଏ । ଏହାର ସେବନ ଦ୍ଵାରା ହେଉଥିବା ହ୍ୟାଙ୍ଗ ଓଭର ବି ଦୂର କରାଯାଇ ପାରିବ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।