ବାବା ଏପରି ଯୋଗ ଶିଖାଉଛନ୍ତି କି ଦେଖିଲେ ଭାବିବାକୁ ଲାଗିବେ ଆପଣ, କହିବେ ୟେ ଯୋଗ ଶିଖାଉଛନ୍ତି ନା??? ଦେଖନ୍ତୁ ଭିଡିଓ

ଏହି ସମୟରେ ଦେଶ ଦୁନିଆରେ କେତେ ପ୍ରକାର ଘଟଣା ଦେଖିବାକୁ ମିଳୁଛି । ଏହି ଦୁନିଆରେ ଅଜୀବ ଲୋକ ସବୁ ଭରି ରହି ଛନ୍ତି । ଗତ କିଛି ଦିନ ହେବ ଯାହା ଭାରତ ଭିତରେ ହେଉଥିଲା, ତାହାକୁ ଦେଖିବା ପରେ ଏହା କୁହା ଯାଇପାରେ କି ଭାରତରେ ବାବାଗିରି ର ଧନ୍ଦା ଭଲ ଚାଲିଥିଲା । କିନ୍ତୁ ଗତ କିଛି ବର୍ଷ ହେବ ଗୋଟେ ଗୋଟେ କରି ବାବାଙ୍କର ଅସଲି ଚେହେରା ସାମ୍ନାକୁ ଆସୁଛି । ଧୀରେ ଧୀରେ ବାବାଗିରି ନା ରେ ଲୋକମାନଙ୍କୁ ବୋକା ବନେଇଲାବାଲା ଲୋକମାନଙ୍କୁ ଆଜି ପୁରା ଦୁନିଆ ଜାଣି ସାରିଛି ।

ଆଜିକାଲି ବହୁତ ବିଦେଶୀ ଲୋକମାନେ ଏହି କଳା ର ସାହାର୍ଯ୍ୟ ରେ ନିଜକୁ ସ୍ଵସ୍ଥ ରଖିବା ପାଇଁ ଚାହୁଞ୍ଚନ୍ତି । କିଛି ଲୋକ ଯୋଗ ବିଦ୍ୟା ର ବ୍ୟବହାର କରି ନିଜର ବାବାଗିରି ଚମକାଇବାରେ ଲାଗି ଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ଅଜବ ବାବା ବିଷୟରେ କହିବାକୁ ଯାଉଛୁ , ଯାହାଙ୍କର କାରନାମା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିବେନି ।

ଆମେ ଯେଉଁ ବାବାଙ୍କର କଥା କହୁଛୁ ସେ ଯୋଗ ଶିଖାନ୍ତି । କିନ୍ତୁ ଯୋଗ ଅଲଗା ପ୍ରକାରରେ ଶିଖାନ୍ତି, ଯାହାଫଳରେ ତାଙ୍କର ଚର୍ଚା ପୁରା ଦୁନିଆରେ ହେଉଛି ।

ଆମେ ଯେଉଁ ଯୋଗ ଶିଖାଉଥିବା ବାବାଙ୍କ କଥା କହୁଛୁ, ତାଙ୍କର ନାମ ଅଟେ, ସ୍ଟୀୱର୍ଟ ଗିଲକ୍ରିସ୍ଟ । ଏହି ବାବା କେବଳ ଯୋଗ ଶିଖାନ୍ତିନୀ, ହଟ ଯୋଗ ଶିଖାନ୍ତି । ତାଙ୍କ ଯୋଗ ଶିଖାଇବାର କଳା ଦେଖିକାରୀ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି ।

ସ୍ଟୀୱର୍ଟଙ୍କର ବୟସ ୫୩ ବର୍ଷ ହେବ ଏବଂ ସେ ଲଣ୍ଡନ ରେ ଲୋକମାନଙ୍କୁ ଯୋଗ ଶିଖାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସ୍ଟୀୱର୍ଟଙ୍କୁ ‘ଟଚିସ୍ଟ ଯୋଗ ଗୁରୁ’ ସମାନ୍ନ ମିଳିଛି । ଏହି ସମାନ୍ନ ତାଙ୍କୁ ତାଙ୍କର ଯୋଗ ଶିଖାଇବାର ଉପାୟ ଯୋଗୁ ମିଳିଛି ।

ସ୍ଟୀୱର୍ଟ ବର୍ଷରେ ଥରେ ମାତ୍ର ସମୁଦ୍ରର ପାଣିରେ ଗାଧାନ୍ତି । ଯାହାଫଳରେ ତାଙ୍କ ଶରୀରରେ ଭୟାନକ ଭାବରେ ଦୁର୍ଗନ୍ଧ ଆସିଥାଏ । ଏହି ବିଷୟରେ ସ୍ଟୀୱର୍ଟଙ୍କର କହିବା ଅଟେ କି ତାଙ୍କ ଶରୀରରୁ ଦୁର୍ଗନ୍ଧ ଆସିଥାଏ କିନ୍ତୁ ଲୋକମାନେ ତାଙ୍କଠୁ ଯୋଗ ଶିଖିଥାନ୍ତି । ତାଙ୍କ ଭିତରେ ଏକ ଆକର୍ଷଣ ଅଛି, ଯାହାଦ୍ୱାରା ଲୋକମାନଙ୍କୁ ସେ ନିଜ ଆଡକୁ ଆକର୍ଷିତ କରନ୍ତି ।

ସ୍ଟୀୱର୍ଟ ଲୋକଙ୍କ ଉପରେ ଚଢିକରି ଯୋଗ ଶିଖନ୍ତି ଯେମିତିକି ସେ ଯୋଗ ନୁହେଁ କିଛି ଅଲଗା ଶିଖାଉଛନ୍ତି । ନିଜର ଏହି ଉପାୟ ଯୋଗୁ ସ୍ଟୀୱର୍ଟଙ୍କୁ ଏହି ସମୟରେ ପୁରା ଦୁନିଆ ଚିହ୍ନି ବାରେ ଲାଗିଛି । ଏହି କାରଣରୁ ତାଙ୍କୁ ‘ଟଚିସ୍ଟ ଯୋଗ ଗୁରୁ’ କୁହାଯାଏ ।