ହ୍ଵାଟସଆପ୍ ଓ ଫେସବୁକ ରେ ଭାଇରାଲ ହେଉଛି ୧୦୦୦, ୩୫୦, ଏବଂ ୫ ଟଙ୍କା ନୂଆ ନୋଟର ଫୋଟୋ, ଜାଣନ୍ତୁ ସତ୍ୟତା

ବେଇମାନ ଏବଂ ଭ୍ରଷ୍ଟାଚାରିମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ନୋଟବନ୍ଦି ଯେମିତି କଠୋର ନିର୍ନୟ ନେଇଥିଲେ । ନୋଟବନ୍ଦି ପରେ ଦେଶରେ ଭ୍ରଷ୍ଟାଚାର ଏବଂ କଳାଧନ ବହୁତ କମ ହୋଇ ଯାଇଥିଲା । ମୋଦୀ ସରକାର ନୋଟବନ୍ଦି ସମୟରେ ୧୦୦୦ ଏବଂ ୫୦୦ ର ନୋଟ ବନ୍ଦ କରି ଦେଇଥିଲେ । ଏବଂ ତାହ ଜାଗାରେ ୨୦୦୦ ଏବଂ ୫୦୦ ନୂଆ ନୋଟ ଜାରି କରିଥିଲେ ।

ଏହାର କିଛି ଦିନ ପରେ ରିଜବ ବୈଂକ ଅଫ ଇଂଡିଆ ୨୦୦ ଟଙ୍କା ର ନୋଟ ଜାରି କରି ଥିଲେ । କିନ୍ତୁ ସୋସିୟାଲ ମିଡିୟାରେ ଅଭିକା ୧୦୦୦, ୩୫୦ ଏବଂ ୫ ଟଙ୍କା ର ନୂଆ ନୋଟ ର ଫଟୋ ଭାଇରାଲ ହେଉଛି । ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଏହି ଭାଇରାଲ ଫଟୋ ପଛରେ ସତ କଥା ବିଷୟରେ କହିବୁ ।

ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) କେବଳ ୨୦୦୦, ୫୦୦, ୨୦୦, ୫୦, ଏବଂ ୧୦ ଟଙ୍କାର ନୋଟ ଜାରି କରିଛନ୍ତି । କିନ୍ତୁ ୧୦୦୦, ୩୫୦ ଏବଂ ୫ ଟଙ୍କା ର ଫୋଟ ଭାଇରାଲ ହେବା ଦ୍ଵାରା ଲୋକମାନେ ବହୁତ କନ୍ଫ୍ୟୁଜନ ରେ ଅଛନ୍ତି । ସୋସିୟାଲ ମିଡିୟା ରେ ଭାଇରାଲ ହୋଇଥିବା ଏହି ନୋଟ ଅସଲି ଭଳି ଦେଖା ଯାଉଛି । କିଛି ଲୋକ ୧୦୦୦, ୩୫୦ ଏବଂ ୫ ଟଙ୍କାର ନୂଆ ନୋଟ ର ଫଟୋ ସୋସିୟାଲ ମିଡିୟାରେ ବହୁତ ସେୟାର କରୁଛନ୍ତି ।

ଯଦି ଆପଣଙ୍କୁ ବି ୧୦୦୦, ୩୫୦, ଏବଂ ୫ ଟଙ୍କା ର ନୂଆ ନୋଟ ର ଫଟୋ ମିଳୁଛି, ତେବେ ଆପଣଙ୍କୁ ଆମେ କହିଦେଉଛୁ ଯେ ଆରବିଆଇ ଏମିତି ନୋଟ ବାହାର କରି ନାହାନ୍ତି । ଆରବିଆଇ ଦ୍ଵାରା ୧୦୦୦, ଏବଂ ୩୫୦ ଟଙ୍କା ନୋଟ ଜାରି କରା ଯାଇନାହିଁ । ଆରବିଆଇ ଠାରୁ ମଧ୍ୟ ଏହି ସମ୍ଭନ୍ଧରେ କୌଣସି ସୂଚନା ମିଳି ନାହିଁ । ଏହା କେବଳ ମିଛ ଖବର ଅଟେ ।

ଆପଣ ଜାଣି ନିଅନ୍ତୁ କି କେମିତି ଏହି ନକଲି ନଟକୁ ଚିହ୍ନି ପାରିବେ । ୫୦ ଟଙ୍କା ନୋଟ ର ୦ କୁ ହଟାଇ ତାକୁ ୫ ଟଙ୍କା ନୋଟର ରୂପ ଦେଇ ସେହି ଫଟୋକୁ ଭାଇରାଲ କରୁଛନ୍ତି । ସେମିତି ୨୦୦୦ ନଟରେ ୦ କୁ ହଟାଇ ଏବଂ ତାହାର ରଙ୍ଗ ବଦଳାଇ ୨୦ ଟଙ୍କା ର ନୂଆ ଫଟୋ ଛାଡୁଛନ୍ତି ।

ସେମିତି ନୂଆ ୧୦୦୦ ଟଙ୍କିଆ ନୋଟରେ ୨୦୦୦ ହିନ୍ଦୀରେ ଲେଖାହୋଇଛି । ଏବଂ ୨୦୦୦ ନୋଟିକୁ ବଦଳାଇ ୧୦୦୦ କରିଦେଇଛନ୍ତି । ଯଦି ଆପଣଙ୍କୁ ଏହି ଭଳି ଫଟୋ ମିଳେ ତେବେ ଆପଣ ଏହି ଫଟୋକୁ ବିଶ୍ଵାସ କରନ୍ତୁ ନାହିଁ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।