ଏହି 7 ଟି ଜିନିଷ ଭୁଲରେ ବି ପର୍ସ ରେ ରଖନ୍ତୁ ନାହିଁ, ନହେଲେ ପସ୍ତେଇବାକୁ ପଡିବ

ବନ୍ଧୁମାନେ ପ୍ରାୟତଃ ଦେଖିଥିବେ ଲୋକମାନେ ନିଜର ପର୍ସରେ ବହୁତ ଅଦରକାରୀ ଜିନିଷ ସବୁ ରଖିଥାନ୍ତି । ଅଳସୁଆ କାରଣରୁ ନିଜର ପର୍ସକୁ ସଫା କରନ୍ତି ନାହିଁ, ଏହା ହିଁ ହେଉଛି ଆପଣଙ୍କର ଅସୁବିଧାର କାରଣ । ଆଜ୍ଞା ହଁ ଆପଣ ଠିକ ଶୁଣିଛନ୍ତି କିଛି ଏମିତି ଜିନିଷ ଅଛି ଯାହା ଧନ ଆଗମନରେ ବାଧା ସୃଷ୍ଠୀ କରି ଥାଏ । ଆଜି ଆମେ ଏହି ଲେଖା ମାଧ୍ୟମରେ ଏମିତି 7 ଟି ଜିନିଷ ବିଷୟରେ ସୂଚନା ଦେବୁ କି ଯଦି ଆପଣ ପର୍ସରେ ଏମିତି କିଛି ରଖୁଛନ୍ତି ତେବେ ତାହାକୁ ତୁରନ୍ତ ବାହାର କରି ଦିଅନ୍ତୁ ।

ଆସନ୍ତୁ ଜାଣିବା ଏହି ୭ ଟି ଜିନିଷ କଣ ଅଟେ

ପୁରୁଣା ଏବଂ କଟା ଫଟା ନୋଟ :

ଆପଣଙ୍କୁ କହିଦେଉଛୁ ଯେ ବର୍ତ୍ତମାନ ନୋଟବନ୍ଦି କାରଣରୁ ପୁରୁଣା ନୋଟ ଚାଲିବା ବନ୍ଦ ହୋଇଗଲାଣି । ସେଥିପାଇଁ ଆପଣ ନିଜର ପର୍ସରେ ପୁରୁଣା କିମ୍ବା କଟା ଫଟା ନୋଟ ରଖନ୍ତୁ ନାହିଁ । ଏହା ରଖିବା ଦ୍ଵାରା ମନର ସ୍ଥିତି କହରପ ରୁହେ ଏବଂ ନକାରାତମ୍କ ଚିନ୍ତାଧାରା ଆସିଥାଏ ।

ପୁରୁଣା ବିଲ :

ବହୁତ ଲୋକମାନ ଏପୁରୁଣା ବିଲ ରଖିବା ଛକରେ ନିଜର ପର୍ସରେ ରଖିଦିନ୍ତି । ଆପଣଙ୍କୁ କହିଦେଉଛୁ ଯେ ଏହା ରଖିବା ଦ୍ଵାରା ଆପଣଙ୍କର ଟଙ୍କା ଆସିବାକୁ ଅଟକାଇ ଥାଏ । ପୁରୁଣା ବିଲ ସମ୍ଭାଳି କରି ଆଲମାରି କିମ୍ବା ଅନ୍ୟ କୌଣସି ସୁରୁକ୍ଷା ଜାଗାରେ ରଖିଦିନ୍ତୁ ।

ମୃତ ପରିଜନଙ୍କର ଫଟୋ :

ଯଦି ଘର ର କୌଣସି ବ୍ୟକ୍ତିର ଦେହାନ୍ତ ହେଇଯାଉଛି ଏବଂ ତାଙ୍କ ଫୋଟକୁ ଯଦି ପର୍ସରେ ରଖୁଛନ୍ତି ତେବେ ଏହା ବହୁତ ଖରାପ ଅଟେ ।

ଉଧାରର ହିସାବ :

ଯଦି ଆମେ କାହାଠାରୁ ଟଙ୍କା ଉଧାର ନେଇଛୁ କିମ୍ବା କିଏ ଆମଠାରୁ ଉଧାର ନେଇଛି ତେବେ ତାହାର ହିସାବ କୌଣସି ଡାଇରୀରେ ଲେଖି ଘରେ ରଖନ୍ତୁ ଏହାକୁ ଭୁଲରେ ବି ପର୍ସରେ ରଖନ୍ତୁ ନାହିଁ ।

ଇଷ୍ଟ ଦେବନକର ଫଟୋ :

ବହୁତ ଲୋକମାନେ ନିଜ ପର୍ସରେ ଦେବା ଦେବୀଙ୍କର ଫଟୋ ରଖିଥାନ୍ତି ଏହା ପୁରାପୁରୀ କହରାପ ଅଭ୍ୟାସ ଅଟେ । ଆପଣ ଦେବା ଦେବୀ ଙ୍କ ଫଟୋ କୁ ନ ରାଖୀ ତନକର ଜନ୍ତ୍ର କୁ ପର୍ସରେ ରଖନ୍ତୁ ।

ଧାରିଆ ଛୁରୀ କିମ୍ବା ଅନ୍ୟ କିଛି ଧାରିଆ ସାମଗ୍ରୀ :

ବହୁତ ଲୋକମାନ ଏନିଜର ସୁରକ୍ଷା ପାଇଁ ଧାରୁଆ ଛୁରୀ କିମ୍ବା ଅନ୍ୟ କିଛି ଧାରୁଆ ସାମଗ୍ରୀ ରଖିଥାନ୍ତି । ଏହା ଦ୍ଵାର ନ୍କାରତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ । ଯଦି ଆପଣ ଏହାକୁ ରଖିବାକୁ ଚାହୁଁଛନ୍ତି ତେବେ ନିଜର ପକେଟରେ ରଖନ୍ତୁ ।

ଫାଲତୁ କାଗଜାତ :

ପକେଟରେ ଯେତେ ପ୍ରକାର ପୁରୁଣା ଏବଂ ଅଦରକାରୀ କାଗଛ କାଗଜ ଅଛି ତାହାକୁ ତୁରନ୍ତ ଫୋପାଡି ଦିଅନ୍ତୁ ।