ବହୁତ ଧନୀ ଅଟନ୍ତି ଆଶା ଭୋସଲେ, ସମ୍ପତ୍ତି ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ

ସଙ୍ଗୀତ କ୍ଷେତ୍ରରେ ବଲୀଉଡରେ ବର୍ତ୍ତମାନ ସ୍ଥିତି ବିଷୟରେରେ କଥାବାର୍ତ୍ତା କରିବା ତେବେ ଏହା ବହୁତ ଆଗରେ ଅଛି ଓ ଏଥିରେ ଆମର ବଲୀଉଡ ଗାୟକ ଓ ଗାୟିକାମାନଙ୍କର ବିଶେଷ ଭୂମିକା ରହିଛି । ବିଶେଷ କରି ଗାୟକମାନଙ୍କର କାରଣ ବଲୀଉଡରେ ମେଲ ସିଙ୍ଗର ଅର୍ଥାତ ପୁରୁଷ କଣ୍ଠଶିଳ୍ପୀଙ୍କ ସଂଖ୍ୟା ମହିଳା କଣ୍ଠଶିଳ୍ପୀ କିମ୍ବା ଫିମେଳ ସିଙ୍ଗରମାନଙ୍କ ତୁଳାନାରେ ବହୁତ ଅଧିକ ଅଟେ ।

କିନ୍ତୁ ମେଲ ସିଙ୍ଗରମାନଙ୍କର ଏହି ଭିଡରେ କିଛି ମହିଳା ଫିମେଳ ସିଙ୍ଗର ବି ଅଛନ୍ତି ଯେଉଁମାନେ ନିଜର ଏହିଭଳି କିଛି ଜାଦୁ ଦେଖାଇଛନ୍ତି ଯାହାର ଚମକ ଆସନ୍ତା ବହୁତ ସମୟ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ।

ବଲୀଉଡର ସଙ୍ଗୀତ କ୍ଷେତ୍ରରେ ଲତା ମଙ୍ଗେସକର ଓ ଆଶା ଭୋସଲେ ବହୁତ ସମୟ ପର୍ଯ୍ୟନ୍ତ ଶୀର୍ଷରେ ରହିଛନ୍ତି । ଲତା ମଙ୍ଗେସକରଙ୍କୁ ଭାରତର ସବୁଠୁ ମଧୁରୁ କଣ୍ଠଶିଳ୍ପୀ କୁହାଯାଏ । ଅନ୍ୟ ପଟେ ତାଙ୍କର ଛୋଟ ଭଉଣୀ ଆଶା ଭୋସଲ ବି ନିଜର ବଡ ଭଉଣୀଙ୍କ ଭଳି ଜଣେ ମହାନ କଣ୍ଠଶିଳ୍ପୀ ଅଟନ୍ତି । ବଲୀଉଡ ଇଣ୍ଡଷ୍ଟ୍ରିରେ ପାଖାପାଖି ୬ ଦଶକ ପର୍ଯ୍ୟନ୍ତ ନିଜର ଗୀତ ଦ୍ଵାରା ଲୋକମାନଙ୍କର ହୃଦୟରେ ରାଜ କରୁଥିବା ଜଣା ଶୁଣା ଗାୟିକା ଆଶା ଭୋସଲେଙ୍କ ଜନ୍ମ ମହାରାଷ୍ଟ୍ରର ସାଙ୍ଗଲି  ଗ୍ରାମାରେ ୮ ସେପ୍ଟେମ୍ବର ୧୯୩୩ରେ ହୋଇଥିଲା ।

ତାଙ୍କର ପିତା ପଣ୍ଡିତ ଦିନାନାଥ ମଙ୍ଗେସକର ମରାଠୀ ରଙ୍ଗମଞ୍ଚ ସହ ଜଡିତ ଥିଲେ । ୧୬ ବର୍ଷ ବୟସରେ ନିଜର ପରିବାର ବିରୁଦ୍ଧରେ ଯାଇ ଆଶା ଭୋସଲେ ନିଜ ବୟସ ଠାରୁ ବହୁତ ଅଧିକ ବୟସ୍କ ବ୍ୟକ୍ତି ଗଣପତରାଓ ଭୋସେଲଙ୍କ ସହ ବିବାହ କରିଥିଲେ ଓ ସେ ଏହି ବିବାହ ୧୯୪୯ ମସିହାରେ କରିଥିଲେ । କିନ୍ତୁ ଏହି ବିବାହ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ନ ଥିଲା ଓ ୧୯୬୦ ମସିହାରେ ତାଙ୍କର ତଲାକ ହୋଇ ଯାଇଥିଲା ।

କିନ୍ତୁ ଏହି ବିବାହାରୁ ତିନୋଟି ସନ୍ତାନ ହୋଇଥିଲା । ଜାହଙ୍କର ନାମ ବର୍ଷା ଭୋସଲେ, ହେମନ୍ତ ଭୋସଲେ ଓ ଆନନ୍ଦ ଭୋସଲେ । ଏହା ପରେ ଆଶା ଭୋସଲେ ପୁଣି ଥରେ ୧୯୮୦ରେ ର ଡି ବର୍ମନଙ୍କ ସହ ବିବାହ କରିଲେ । କିନ୍ତୁ ୧୯୯୪ରେ ର ଡି ବର୍ମନଙ୍କର ମୃତ୍ୟୁ ହୋଇଗଲା ।

ଆପଣଙ୍କୁ କହିଦେଉଛୁ କି ଭାରତ ସରକାରଙ୍କ ଦ୍ଵାରା ଆଶା ଭୋସଲେଙ୍କୁ ୨୦୦୮ରେ ପଦ୍ମବିଭୂଷଣ ଦ୍ଵାରା ତାଙ୍କର ସମ୍ମାନିତ କରାଯାଇଛି । ଯଦି ଆଶା ଭୋସଲେଙ୍କ ସମ୍ପତ୍ତି ବିଷୟରେ କହିବା ତେବେ ତାଙ୍କର ମୋଟ ସମ୍ପତ୍ତି ୭୭ କୋଟି ଟଙ୍କା ଅଟେ । ଏହା ସହିତ ତାଙ୍କ ପାଖରେ AUDI A8 ଓ Q7 ଭଳି ମହଙ୍ଗା ଗାଡି ଅଛି । ଆପଣଙ୍କୁ କହିଦେଉଛୁ କି ଆଶା ଭୋସ୍ଲେ ନିଜର ପୁରା ପରିବାର ସହ ମୁମ୍ବାଇରେ ରହୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।